କୃଷି କ୍ଷେତ୍ର ପାଇଁ ଆର୍ଥିକ ପ୍ୟାକେଜ ଘୋଷଣା ସମ୍ଭାବନା
ନୂଆଦିଲ୍ଲୀ- ୨୦ ଲକ୍ଷ କୋଟି ଟଙ୍କାର ପ୍ୟାକେଜରେ ବଳକା ଥିବା ଅର୍ଥ ଅନ୍ର କେଉଁ କ୍ଷେତ୍ରରେ ବିନିଯୋଗ କରାଯିବ ସେ ନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । କୃଷି କ୍ଷେତ୍ର ପାଇଁ ସ୍ୱତନ୍ତ୍ର ପ୍ୟାକେଜ ଘୋଷଣା ସମ୍ଭାବନା ରହିଛି । ସେହିପରି ଯୋଗାଣ ଶୃଙ୍ଗଳାରେ ସୁଧାର ଆଣିବା ପାଇଁ ସହାୟତା ଘୋଷଣା ହୋଇପାରେ ।