ଯାଜପୁରରେ କରୋନା ସ୍ଥିତି ଅନୁଧ୍ୟନ କଲେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ

ଯାଜପୁର-ବୁଧବାର ତିନି ଜଣିଆ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ଯାଜପୁର ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଟିମ୍ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନଙ୍କ ସହ ସ୍ଥିତିସମ୍ପର୍କରେ ଆଲୋଚନା କରିଛନ୍ତି । କରେନା ଆକ୍ରାନ୍ତଙ୍କୁ ମିଳୁଥିବା ସୁବିଧା ସୁଯୋଗ, ଚିକିତ୍ସା ଓ କଂଟେନମେଂଟ ଜୋନରେ ସ୍ୱାବ ନମୁନା ସଂଗ୍ରହ ଅନୁଧ୍ୟାନ କରିବା ସହ ଅସ୍ଥାୟୀ ମେଡିକାଲ କେନ୍ଦ୍ର ସମ୍ପର୍କରେ ମଧ୍ୟ ପଚାରି ବୁଝିଛନ୍ତି । ସ୍ଥିତି ଅନୁଧ୍ୟାନ କରି ରାଜ୍ୟ ଓ କେନ୍ଦ୍ର ସରକାରଙ୍କୁ ରିପୋର୍ଟ ଦେବେ ।

Leave A Reply

Your email address will not be published.

4 + one =