ନାଗରତିକା ସଂଶୋଧନ ଆଇନିକୁ ନେଇ ହିଂସାତ୍ମକ ପରିସ୍ଥିତ

ନାଗରତିକା ସଂଶୋଧନ ଆଇନିକୁ ନେଇ ହିଂସାତ୍ମକ ପରିସ୍ଥିତି ସୃଷ୍ଟି ହୋଇଥିଲା ଆଜି ଏହି ସମସ୍ୟାର ବାଟଫିଟାଇଛନ୍ତି କେନ୍ଦ୍ରସରକାର । ଏନେଇ ବଞ୍ଜପ୍ତି ମଧ୍ୟ ପ୍ରକାଶ କରିଛନ୍ତି । ବହୁ ଘାତ ପ୍ରତିଘାତ ଭିତରେ ୧୦ ଜାନୁଆରୀ ୨୦୨୦ରେ ଦେଶରେ ନାଗରିକତା ସଂଶୋଧନ ଆଇନ ଲାଗୁହୋଇଛି । ଏହା ଫଳରେ

ଆଇଇଏସ୍ ଟପର ଓଡ଼ିଆ ପୁଅ

ଭୁବନେଶ୍ୱର,୧୧/୧: ଇଣ୍ଡିଆନ ଇକୋନୋମିକ୍ ସର୍ଭିସ୍ (ଆଇଇଏସ୍)ଟପର ଓଡ଼ିଆ ପୁଅ ଅଂଶୁମାନ କାମିଲା ।୨୦୧୯ ଆଇଇଏସ୍ ପରୀକ୍ଷାରେ ଯୋଗ୍ୟ ବିବେଚିତ ହୋଇଛିନ୍ତି ୩୨ । ସେମାନଙ୍କ ମଧ୍ୟରେ ଏକ ନମ୍ବର ସ୍ଥାନ ଅଧିକାର କରିଛନ୍ତି ଅଂଶୁମାନ । ସେ ହେଉଛନ୍ତି ପୂର୍ବତନ ଚିଫ୍ ପୋଷ୍ଟମାଷ୍ଟର ଜେନେରାଲ

ସୁନା ଫଳଉଛନ୍ତି ଭରତ କାଶୀ

ଆଜିକାଲି ସବୁ ପ୍ରକାର ଚାଷରେ ରାସାୟନିକ ସାରର ବହୁଳ ବ୍ୟବହାର କରାଯାଉଛି । ଅବଶ୍ୟ କିଛି ଚାଷୀ ଅଛନ୍ତି ଯେଉଁମାନେ ଜୈବିକ ସାର ବ୍ୟବହାର କରନ୍ତି । ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି, ରାୟଗଡା ଜିଲ୍ଲାର ମୁନିଗୁଡା ବ୍ଲକ ସିଙ୍ଗାରୀ ଗାଁର ଭରତ କାଶୀ ଯିଏକି ଜୈବିକ ସାରରେ ହିଁ ଚାଷ କରନ୍ତି

ବୁମ୍ରା ପାଇଲେ ବିସିସିଆଇର ଦୁଇ ବଡ଼ ପୁରସ୍କାର

ମୁମ୍ବାଇ: ଭାରତୀୟ ପେସ୍ ଆକ୍ରମଣର ମୁଖ୍ୟ ଅସ୍ତ୍ର ସାଜିଥିବା ଯଶପ୍ରୀତ ବୁମ୍ରାଙ୍କୁ ୨୦୧୮-୨୦୧୯ରେ ଅନ୍ତର୍ଜାତୀୟ କ୍ରିକେଟରେ ଦମଦାର ପ୍ରଦର୍ଶନ ଯୋଗୁ ସମ୍ମାନଜନକ ପଲି ଉମ୍ରିଗର ପୁରସ୍କାରରେ ସମ୍ମାନିତ କରାଯାଇଛି। ରବିବାର ମୁମ୍ବାଇରେ ଆୟୋଜିତ ବିବିସିଆଇର ବାର୍ଷିକ ପୁରସ୍କାର ସମାରୋହରେ

ସିଏଏକୁ ମିଳିଲା ଟିମ୍ ଇଣ୍ଡିଆ କୋଚ୍ ଶାସ୍ତ୍ରୀଙ୍କ ସମର୍ଥନ

ପୁଣେ: ଭାରତୀୟ କ୍ରିକେଟ୍ ଟିମର ମୁଖ୍ୟ କୋଚ୍ ରବି ଶାସ୍ତ୍ରୀ ନାଗରିକତା ସଂଶୋଧନ ବିଧେୟକ (ସିଏଏ)କୁ ସମର୍ଥନ କରିଛନ୍ତି। ସେ କହିଛନ୍ତି, ଭାରତୀୟ ନାଗରିକଙ୍କୁ ଧୈର୍ଯ୍ୟର ସହ ଏ (ସିଏଏ) ସମ୍ବନ୍ଧରେ ବିଚାର କରିବାର ଆବଶ୍ୟକତା ରହିଛି। ମୁଁ ୧୮ ବର୍ଷର ଥିଲା ବେଳେ ଭାରତ ପକ୍ଷରୁ ଖେଳିଆସୁଛି।

ଏହି ବଡ଼ ରେକର୍ଡ ଅପେକ୍ଷାରେ ବୁମ୍ରା

ପୁଣେ: ଦୀର୍ଘ ଚାରିମାସ ପରେ ଜାତୀୟ ଦଳକୁ ପ୍ରତ୍ୟାବର୍ତ୍ତନ କରିଥିବା ଭାରତୀୟ ପେସ୍ ବୋଲର ଯଶପ୍ରୀତ ବୁମ୍ରା ଆସନ୍ତାକାଲି ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜର ତୃତୀୟ ତଥା ଅନ୍ତିମ ମ୍ୟାଚରେ ବଡ଼ ରେକର୍ଡ କରିପାରନ୍ତି। ବୁମ୍ରା ଟି-୨୦ ଫର୍ମାଟରେ ଏପର୍ଯ୍ୟନ୍ତ ୫୨ ୱିକେଟ୍ ନେଇସାରିଛନ୍ତ।

ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫି: ଫାଇନାଲରେ ଇଣ୍ଡିଆ-ବି ଓ ଇଣ୍ଡିଆ-ସି

ବାରବାଟୀ ଷ୍ଟାଡିୟମରେ ଚାଲିଥିବା ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଫାଇନାଲକୁ ଉନ୍ନୀତ ହୋଇଛନ୍ତି ଇଣ୍ଡିଆ-ବି ଓ ଇଣ୍ଡିଆ-ସି। ତେବେ ଲଗାତର ତିନୋଟି ମ୍ୟାଚ୍ ହାରିବା ସହ ହରମନପ୍ରୀତ କୌରଙ୍କ ନେତୃତ୍ୱାଧୀନ ଇଣ୍ଡିଆ-ଏ ଟିମ୍ ଟୁର୍ଣ୍ଣାମେଣ୍ଟରୁ ବିଦାୟ ନେଇଛି। ଶୁକ୍ରବାର ସକାଳ ୧୧ଟା ବେଳେ

ତୃତୀୟ ଟି-୨୦ରେ ଟିମ୍ ଇଣ୍ଡିଆ ପାଇଁ ଚୟନ ଚିନ୍ତା

ପୁଣେ: ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ତିନିମ୍ୟାଚ୍ ବିଶିଷ୍ଟ ଟି-୨୦ ସିରିଜର ତୃତୀୟ ତଥା ନିର୍ଣ୍ଣାୟକ ମ୍ୟାଚ୍ ଶୁକ୍ରବାର ଖେଳାଯିବ। ଏହି ମ୍ୟାଚରେ ଭାରତ ତା’ର ବେଞ୍ଚଷ୍ଟ୍ରେନ୍ଥକୁ ସୁଯୋଗ ଦେଇପାରେ। ଏପର୍ଯ୍ୟନ୍ତ ସୁଯୋଗ ପାଇନଥିବା ସଞ୍ଜୁ ସାମସନ୍ ଓ ମନିଷ ପାଣ୍ଡେଙ୍କୁ ଆସନ୍ତାକାଲି ସୁଯୋଗ

ବିଦ୍ୟୁତ୍‌ କାଟିଲେ ଆନ୍ଦୋଳନକୁ କେହି ରୋକି ପାରିବେନି : ସୁର ରାଉତ

ଆମେ ଆଗରୁ କହିଛୁ, ଆଜି ମଧ୍ୟ କହୁଛୁ ବିଦ୍ୟୁତ୍‌ କାଟିଲେ ବିରାଟ ଆନ୍ଦୋଳନ ହେବ। ଏ ଗରିବ, ଖଟିଖିଆ, ମୂଲିଆ ଓ ଚାଷୀଙ୍କ ଘରୁ ବିଦ୍ୟୁତ୍‌ କାଟି ଦିଆଗଲେ ଆନ୍ଦୋଳନ କରାଯିବ। ଏହି ଆନ୍ଦୋଳନକୁ କେହି ରୋକି ପାରିବେନି ବୋଲି କଂଗ୍ରେସ ବିଧାୟକ ସୁରେଶ ରାଉତରାୟ କହିଛନ୍ତି। ସେ ଆହୁରି

ଗୋପୀନାଥ ଗଜପତିଙ୍କ ଦେହାନ୍ତ ଓଡ଼ିଶା ପାଇଁ ଏକ ବଡ଼ କ୍ଷତି: ମୁଖ୍ୟମନ୍ତ୍ରୀ

ଅସୁସ୍ଥତା ହେତୁ ଦୀର୍ଘ ଦିନ ହେବ ଚିକିତ୍ସାଧୀନ ଥିବା ପାରଳାଖେମୁଣ୍ଡି ମହାରାଜ ଗୋପୀନାଥ ଗଜପତି ନାରାୟଣ ଦେବଙ୍କର ଆଜି ଭୋରରୁ  ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି। ତାଙ୍କ ମୃତ୍ୟୁରେ  ଗଭୀର ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଗୋପୀନାଥ