କରୋନା ମୁକାବିଲା ନେଇ ଟ୍ରମ୍ପ -ଓବାମା ମୁହାଁ ମୁହିଁ

ୱାଶିଂଟନ୍- କାରୋନା ସଂଙ୍କଟ ନେଇ ଆମେରିକାର ପୂର୍ବତନ ରାଷ୍ଟ୍ରପତି ବାରକ ଓବାମା ଓ ବର୍ତମାନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ପରସ୍ପରକୁ ଟାଗେର୍ଟ କରିଛନ୍ତି । କରୋନା ମୁକାବିଲା କରିବାରେ ଆମେରିକା ପ୍ରଶାସନ ଭୂମିକାକୁ ଓବାମା ସମାଲୋଚନା କରି ଅରାଜକ ବିପତି ବୋଲି କହିଥବା ବେଳେ ଟ୍ରମ୍ପ…

ଲକଡାଉନ ନିୟମ ଉଲ୍ଲଘନ କଲେ ବର୍ଷେ ଜେଲ୍

ନୂଆଦିଲ୍ଲୀ- ଲକଡାଉନ ଗାଇଡଲାଇନ୍ସ ଅମାନ୍ୟ କଲେ ଅର୍ଥଦଣ୍ଡ ସହ ୧ ବର୍ଷ ଜେଲ ଭୋଗିବାକୁ ପଡିବ । ଚତୁର୍ଥପର୍ଯ୍ୟାୟ ଲକଡାଉନ ଅବଧି ଘୋଷଣା ଅବସରରେ କେନ୍ଦ୍ର ଗୃହମନ୍ତ୍ରାଳୟ ପକ୍ଷରୁ ଜାରି ଗାଇଡ ଲାଇନ ଅନୁଯାୟୀ ନିୟମ ଉଲ୍ଲଘନ କଲେ ଏହା ଦଣ୍ଡନୀୟ ଅପରାଧ ଭାବେ ବିବେଚନା କରାଯିବ । ଗୁଜବ ଅପପ୍ରଚାର…

ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ ପୁଲିସ ଅଧିକାରୀ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ- ରାଷ୍ଟ୍ରପତି ଭବନରେ କାର୍ଯ୍ୟରତ ଏସିପି କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଦିଲ୍ଲୀ ସ୍ଥିତ ଏକ ହସ୍ପିଟାଲରେ ତାଙ୍କୁ ଭର୍ତି କରାଯାଇଛି । ତେଣୁ ରାଷ୍ଟ୍ରପତି ଭବନରେ ନିଯୁକ୍ତ ଅନ୍ୟ ପୁଲିସ କର୍ମଚାରୀ ଓ ଷ୍ଟାଫଙ୍କୁ କ୍ୱାରେଂଟାଇନରେ ରଖାଯାଇଛି ।

ରାସ୍ତାରେ କେମିକାଲ ସିଞ୍ଚନ କଲେ ମଧ୍ୟ ଭୂତାଣୁ ହଟିବ ନାହିଁ

ନୂଆଦିଲ୍ଲୀ- ରାସ୍ତା ଘାଟରେ କେମିକାଲ ସିଞ୍ଚନ କଲେ ଭୂତାଣୁ ଦୂର ପରିବର୍ତେ ଏହା ସ୍ୱାସ୍ଥ୍ୟ ପ୍ରତି ବିପଦ ସୃଷ୍ଟି କରିପାରେ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ କହିଛି ।ମଣିଷ ଶରୀରରେ କ୍ଳୋରିନ କିମ୍ବା ଅନ୍ୟ ବିଷାକ୍ତ ରାସାୟନ ପଡିଲେ ଆଖି ଓ ଚର୍ମ ରୋଗ ସୃଷ୍ଟି କରିବା ସହ କୁପ୍ରଭାବ…

କୋଭିଡ-୧୯ ସମୟରେ ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି: ନୁ୍ୟର୍କ ଟାଇମସ୍

ନୂଆଦିଲ୍ଲୀ- କରୋନା ମହାମାରୀ ସମୟରେ ସମଗ୍ର ଦେଶରେ ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି ବୋଲି ନୁ୍ୟର୍କ୍ ଟାଇମସ୍ କହିଛି । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ ଏବଂ ରୁଷୀୟ ରାଷ୍ଟ୍ରପତି ଭ୍ଳଦିମିର ପୁଟିନଙ୍କ ସହ ମୋଦୀଙ୍କୁ ତୁଳନା କରି ନୁ୍ୟୟର୍କ ଟାଇମସ୍ କହିଛି ଯେ କରୋନା…

ଅମ୍ପାନ ମୁକାବିଲା ପାଇଁ ଭଦ୍ରକ ପ୍ରଶାସନର ପ୍ରସ୍ତୁତି

ଭଦ୍ରକ- ଅମ୍ପାନ ମୁକାବିଲା ପାଇଁ ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି ।ସମୁଦ୍ର ଉପକୂଳବର୍ତୀ ଚାନ୍ଦବାଲି, ବାସୁଦେବପୁର ଏବଂ ଧାମରା ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ସହ ଏନଡିଆରଏଫ୍ ଟିମକୁ ପଠାଯାଇଛି । ଭଦ୍ରକ ମୁଖ୍ୟାଳୟରେ ମଧ୍ୟ ଓଡ୍ରାଫ ଟିମକୁ…

ଅମ୍ପାନ ମୁକାବିଲା ପାଇଁ ଭଦ୍ରକ ପ୍ରଶାସନର ପ୍ରସ୍ତୁତି

ଭଦ୍ରକ- ଅମ୍ପାନ ମୁକାବିଲା ପାଇଁ ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି ।ସମୁଦ୍ର ଉପକୂଳବର୍ତୀ ଚାନ୍ଦବାଲି, ବାସୁଦେବପୁର ଏବଂ ଧାମରା ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ସହ ଏନଡିଆରଏଫ୍ ଟିମକୁ ପଠାଯାଇଛି । ଭଦ୍ରକ ମୁଖ୍ୟାଳୟରେ ମଧ୍ୟ ଓଡ୍ରାଫ ଟିମକୁ…

ସ୍ୱାଭାବିକ ହେବ ବସ ଚଳାଚଳ

ଭୁବନେଶ୍ୱର- ଖୁବ ଶୀଘ୍ର ରାଜ୍ୟ ଭିତରେ ଓ ବାହାରେ ବସ୍ ଚଳାଚଳ କରିବ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଲକଡାଉନ ୪.୦ ଲାଗୁ ହେବା ପରେ ବସ ଚାଲିବ କି ନାହିଁ ସେହି ନିଷ୍ପତି ରାଜ୍ୟ ସରକାରଙ୍କୁ ଦିଆଯାଇଛି ।ତେଣୁ ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।…

ମେ ୨୦ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଉପକୂଳ ଅତିକ୍ରମ କରିବ ଅମ୍ପାନ

ଭୁବନେଶ୍ୱର- ବଙ୍ଗୋପସାଗରରେ ସୃଷ୍ଟ ସିଭିୟର ସାଇକ୍ଳୋନିକ ଷ୍ଟର୍ମ ଅମ୍ପାନ ଆଜି ଭୋର ସମୟରେ ଭିଷଣ ରୂପ ଧାରଣ କରିଛି । ଆସନ୍ତା ୨୦ ଅପରାହ୍ନ କିମ୍ବା ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦିଘା ଓ ବଙ୍ଗାଲାଦେଶର ହାତିଆ ଦ୍ୱୀପ ଦେଇ ଅତିକ୍ରମ କରିବ ଅମ୍ପାନ । ସେତେବେଳେ ପବନର ବେଗ ୧୫୫-୧୬୫ କିଲୋମିଟର…

୨୪ ଘଣ୍ଟାରେ ୫,୨୪୨ ସଂକ୍ରମଣ

ନୂଆଦିଲ୍ଲୀ- ସମଗ୍ର ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯୬୧୬୯ ପାର ହୋଇଛି । ଏମାନଙ୍କ ମଧ୍ୟରୁ ୩୬୮୨୩ ସୁସ୍ଥ ହୋଇଥିବା ବେଳେ ୩୦୨୯ଜଣଙ୍କ ମୃତୁ୍ୟ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି ।