କଣ୍ଟନମେଣ୍ଟ ଜୋନ ପାଇଁ ମୋବାଇଲ ଏଟିଏମ

ଯାଜପୁର: ଯାଜପୁର ଜିଲ୍ଲାରେ କରୋନା ପାଇଁ ବିଭିନ୍ନ ଅଂଚଳକୁ କଂଟେନ୍ମେଂଟ ଅଂଚଳ ଭାବେ ଘୋଷଣା କରାଯାଇଛି । ଜିଲ୍ଲାରେ ବାହାରୁଥିବା ପଜିଟିଭି କେସ୍ ଆଧାରରେ ୧୯ଗୋଟି କଣ୍ଟେନ୍ମେଣ୍ଟ ଅଂଚଳ ଘୋଷଣା କରାଯାଇଥିବା ବେଳେ ସେଥି ମଧ୍ୟରୁ ବ୍ରହ୍ମବରଦା ଓ ସାନତ୍ରିଲୋଚନପୁର ଅଂଚଳକୁ କଣ୍ଟେନ୍ମେଣ୍ଟକୁ

ଜୀବନ ସହ ଜୀବିକାକୁ ସୁରକ୍ଷିତ ରଖିବାକୁ ପରାମର୍ଶ

ଯାଜପୁର: ଅଦୃଶ୍ୟ ଶକ୍ତି କରୋନା ସହ ମଣିଷ ଜାତିର ଲଢେଇ ଜାରି ରହିଚ୍ଥି । ସରକାର ଓ ବିଶେଷଜ୍ଞ ମାନଙ୍କ ମତରେ ଏ ସଂଘର୍ଷ ଦୀର୍ଘଦିନ ଧରି ଚାଲିପାରେ । ସେଥିରେ ଜୀବନ ଓ ଜୀବିକା ଉଭୟ ପ୍ରଭାବିତ ହେଊଚ୍ଥନ୍ତି । ତେବେ ଜୀବନ ରକ୍ଷା ପାଇଁ ବିବିଧ ଚିକିସôା ପ୍ରଣାଳୀ ଦ୍ୱାରା ଜନସାଧାରଣକୁ

ଯାଜପୁରକୁ ଫେରିଲେ ୧୧୫୯ ଜଣ ପ୍ରବାସୀ ଓଡ଼ିଆ

ଯାଜପୁର: କରୋନା ଭୂତାଣୁ ଭୟ ସାରା ଭାରତ ବର୍ଷର ମାନବ ସମାଜକୁ ଗ୍ରାସ କରିଛି । କରୋନା ଆକ୍ରାନ୍ତରେ ୧୫୦୦ରୁ ଉର୍ଦ୍ଧ ଲୋକ ମୃତୁ ବରଣ କଲେଣି । ୩ୟ ପର୍ଯ୍ୟାୟ ଲକଡ଼ାଉନ୍ ଚାଲୁ ରହିଛି । ନିଜ ଅଂଚଳରୁ ଯାଇ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ଓଡ଼ିଆ ଶ୍ରମିକ, ଛାତ୍ରଛାତ୍ରୀ ବ୍ୟବସାୟୀମାନେ

ପୁଣି ୪୦୦ କୋଟି ଟଙ୍କା ବ୍ୟାଙ୍କ ଠକେଇ : ଋଣ ଖିଲାଫକାରୀ ଫେରାର

ନୂଆଦିଲ୍ଲୀ: ବିଜୟ ମାଲ୍ୟା ଓ ନିରବ ମୋଦିଙ୍କ ପରେ ଆଉ ଜଣେ ବ୍ୟାଙ୍କ ଖିଲାପକାରୀ ଏବେ ଦେଶରୁ ଫେରାର ହୋଇଯାଇଛନ୍ତି । ସେ ହେଉଛନ୍ତି ବାସୁମତୀ ·ଉଳର ରପ୍ତାନୀକାରୀ ରାମଦେବ ଇଂଟରନ୍ୟାସନାଲ ଲିଃ.ର ମାଲିକ । ଏସ୍ବିଆଇ ସମେତ ୬ଟି ବ୍ୟାଙ୍କରୁ ସେ ୪୦୦ କୋଟି ଟଙ୍କାର ଋଣ ନେଇ ଫେରାର

୧୫ ସୁଦ୍ଧା ଉଡ଼ିବ ଘରୋଇ ବିମାନ !

ନୂଆଦିଲ୍ଲୀ: ଦେଶରେ କରୋନା ଲକ୍ଡାଉନ ପାଇଁ ବନ୍ଦ ଥିବା ବିମାନ ସେବା ଖୁବଶୀଘ୍ର ଆରମ୍ଭ ହେବ ବୋଲି ସୂଚନା ଦେଇଛନ୍ତି ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ହରଦୀପ ସିଂହ ପୁରୀ । ଏପରି କି ସରକାର ମେ’ ୧୫ ସୁଦ୍ଧା ଘରୋଇ ବିମାନ ଚଳାଚଳ ପାଇଁ ଯୋଜନା କରୁଛନ୍ତି ବୋଲି ସେ କହିଛନ୍ତି । ଏକ ଜାତୀୟ

ଚିନ୍ତା ବଢ଼ାଇଲେ ସୁରତ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ସୁରତ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ କରେନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ଆଉ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୮୮କୁ

ନିଜେ ପ୍ରସ୍ତୁତ କରିଥିବା କୋଭିଡ-୧୯ ଔଷଧର ଶୀକାର ହେଲେ ମ୍ୟାନେଜର

ଚେନ୍ନାଇ:ସ୍ଥାନୀୟ ହର୍ବାଲ ପ୍ରଡକ୍ସ କମ୍ପାନୀର ଫାର୍ମାସିଷ୍ଟ ତଥା ପ୍ରଡକସନ ମ୍ୟାନେଜର ଶିବନେସନ ଓ କମ୍ପାନୀ ମାଲିକ ରାଜକୁମାର କରୋନା ପ୍ରତିକାର ପାଇଁ ତିଆରି କରିଥିବା ଔଷଧ ପରୀକ୍ଷା ପାଇଁ ନିଜେ ଖାଇବା ପରେ ଶିବନେସନଙ୍କର ମୃତ୍ୟୁ ହୋଇ ଯାଇଛି ।ତେବେ ଆବଶ୍ୟକତା ଠାରୁ ଅଧିକ ଔଷଧ ଖାଇବା

ଟ୍ରେନ୍ ଯୋଗେ ଓଡିଶା ଆସିବେ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର- ପ୍ରବାସୀ ଶ୍ରମିକ ମାନେ ଟ୍ରେନଯୋଗେ ଓଡିଶା ଫେରିବେ ନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସୁପ୍ରିମକୋର୍ଟଙ୍କ ସଂଶୋଧି ରାୟ ପରେ ମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି । ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରଓ ଗୁଜୁରାଟରୁ ଟ୍ରେନ ଆସିବ ।

ଦଶ ଦିନରେ ଡିସଚାର୍ଜ ହେବେ କରୋନା ରୋଗୀ

ନୁଆଦିଲ୍ଲୀ: ମହାମାରୀ କରୋନରେ ଆକ୍ରାନ୍ତ୍ର ହୋଇ ଚିକିତ୍ସିତ ହେଉ ଥିବା ରୋଗୀ ୧୦ ଦିନରେ ଡିସଚାର୍ଜ ହେବେ ବୋଲି ଗାଇଡ ଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର ।ଡିସଚାର୍ଜ ପୂର୍ବରୁ ତାଙ୍କର କୋ÷ଣସି ଆରଟି-ପିସିଆର ଟେଷ୍ଟ କରାଯିବ ନାହିଁ । କମ ଲକ୍ଷଣ କିମ୍ବା ଆଦୋ÷ ଲକ୍ଷଣ ନ ଥାଇ କରୋନା