ଗୁହାଳ ପାଲଟିଛି ସଙ୍ଗରୋଧ କେନ୍ଦ୍ର

ଭୁବନେଶ୍ୱର: ରାଜଧାନୀ ଉପକଣ୍ଠସ୍ଥ ବାଲିଅନ୍ତା ବ୍ଲକ୍ରେ ୧୧ସଂଗରୋଧ କେନ୍ଦ୍ରରେ ତାଲା ପଡ଼ିଥିବା ବେଳେ ଆଉ କିଛି କେନ୍ଦ୍ର ପାଲଟିଛି ଗୁହାଳ ଘର ।ସଂଗରୋଧ କେନ୍ଦ୍ର ନିକଟରେ ଥିବା ପରିତ୍ୟକ୍ତ ଶ୍ରେଣୀଗୃହରେ ଗୃହପାଳିତ ବଶୁଙ୍କୁ ରଖାଯାଇଛି । ସ୍କୁଲ ହତାରେ ଗଡ଼ୁଛି ଦେଶୀ ଓ ବିଦେଶୀ ମଦ ବୋତଲ । କେନ୍ଦ୍ର ତଦାରକ ଦାୟିତ୍ୱରେ ଥିବା ବ୍ଲ୍କ କତୃପକ୍ଷ, ସହକାରୀ ନିର୍ବାହୀ ଯନ୍ତ୍ରୀ ଓ ବାଳକାଟି ଗୋଷ୍ଠୀସ୍ୱାସ୍ଥ୍ୟକେନ୍ଦ୍ର ଭାରପ୍ରାପ୍ତ ଅଧିକାରୀ ତଦନ୍ତରେ ଢିଲା କରୁଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ନେଇ ସଚେତନ ନାଗରିକ ଅଭିଯୋଗ କରିଛନ୍ତି ।

Leave A Reply

Your email address will not be published.

11 + ten =