ଭୁବନେଶ୍ୱର- ପୂର୍ବ ଭଳି ବ୍ୟାଙ୍କ ସେବା ଚାଲୁ ରଖିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଜାର କରିଛନ୍ତିି । ପ୍ରତିଦିନ ୧୦ରୁ ଅପରାହ୍ମ ୪ଟା ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କ ଖୋଲା ରହିବ । ସବୁ କର୍ମଚାରୀ କାର୍ଯ୍ୟ ରେ ଯୋଗଦାନ କରିବେ ।ବାଣିଜ୍ୟକ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ମଧ୍ୟ ଧାର୍ଯ୍ୟ ସମୟରେ ଖୋଲିବ । ଏତତ୍ ବ୍ୟତୀତ ସବୁ ଗ୍ରାହକ ସର୍ଭିସ ପଏଂଟ ସକାଳ ୭ରୁ ସନ୍ଧ୍ୟା ୬.୩୦ ଯାଏ କାର୍ଯ୍ୟ କରିବ ବୋଲି ସରକାର ନିର୍ଦେଶ ଦେଇଛନ୍ତି ।