ବଢିବ ବସ ଭଡା

ଭୁବନେଶ୍ୱର- ବଢିବ ବସ ଭଡା ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପୂର୍ବରୁ ଗ୍ରୀନ ଜୋନରେ ୫୦% ଯାତୀଙ୍କୁ ନେଇ ବସ ଚାଳିବା ପାଇଁ ନିର୍ଦ୍ଧଶ ଦେଇଥିଲେ । ହେଲେ ବସ ମାଲିକ ମାନେ ଗାଡି ଚଲାଇନଥିଲେ । ଅଧା ସିଟରେ ଲୋକମାନେ ଗଲେ ବସମାଲିକ କ୍ଷତି ସହିବାକୁ ପଡିବ । ତେଣୁ ଏହାକୁ ଦୃଷ୍ଟିରେ ରଖି ବସ ଭଡାକୁ ଦୁଇଗୁଣିତ କରିଛନ୍ତି ମନ୍ତ୍ରୀ

Leave A Reply

Your email address will not be published.

twenty − nineteen =