Browsing Category

Headline News

ରକ୍ତରେ କଳଙ୍କ: ବାପାର ଟାଙ୍ଗିଆ ଚୋଟରେ ଟଳିପଡିଲା ପୁଅ

କଟକ- ଗୁରୁଡିଝାଟିଆ ଗ୍ରାମରେ ଘଟିଛି ଅଭାବନୀୟ କାଣ୍ଡ । ପୁଅକୁ ଟାଙ୍ଗିଆ ଚୋଟରେ ହାଣି ମାଟିତଳେ ପୋତିଦେଲେ ବାପା ଓ ସାନ ଭାଇ । ।ପୁଲିସ ଘଟଣା ସ୍ଥଳରେ ପଂହଚି ନୃଶଂସ ବାପା ନରେନ୍ଦ୍ରଦେହୁରୀଙ୍କୁ ଗିରଫ କରିଛି । ଏହି ଅମାନୁସିକ ହତ୍ୟା କାଣ୍ଡରେ ସଂପୃକ୍ତ ସାନ ଭାଇ ଟିଟୁଆ ଫେରାର
Read More...

ଶନିବାରକୁ ଘୁଂଚିଲା ମିଶନ ମହାକାଶ

ୱାଶିଂଟନ- ପାଗ ବିଗାଡି ଦେଲା ମହାକାଶଯାତ୍ରା । ଦଶନ୍ଧି ପରେ ପୁଣିଥରେ ମହାକାଶକୁ ମାନବ ପଠାଇବା ପାଇଁ ଆମେରିକା ମହାକାଶ ଗବେଷଣା ସଂସ୍ଥାନ ନାସା ସବୁପ୍ରକାର ପ୍ରସ୍ତୁତି ସାରିଥିଲା ।ତେବେ ପାଗ ପରିବର୍ତନ ନେଇ ଶନିବାରକୁ ଘୁଂଚାଇ ଦେଇଛି ନାସା ।
Read More...

ଆନ୍ତାକାଲି ଠୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ୱର- କାଲିଠାରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରକି ଖାତା ମୂଲ୍ୟାୟନ ପକ୍ରିୟା । ସକାଳ ୧୦ରୁ ଦିନ ୩ ଟା ପର୍ଯ୍ୟନ୍ତ ଖାତା ଦେଖା ହବ । ସମାଜିକ ଦୂରତ୍ୱ କୁ ବଜାୟ ରଖିବା ପାଇଁ କମ ସଂଖ୍ୟକ ପରୀକ୍ଷକ ଖାତା ଦେଖିବେ । ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହଜାରା ଏହି ସୂଚନା
Read More...

ସଂଙ୍ଗରୋଧ କେନ୍ଦ୍ରରେ ବଢୁଛି ସମସ୍ୟା

ଭୁବନେଶ୍ୱର: ଦିନକୁ ଦିନ କ୍ୱାରେନ୍ଟାଇନ ସେଂଟରରେ ବଢୁଛି ଅବ୍ୟବସ୍ଥା । କେତେବେଳେ ଖାଦ୍ୟରେ ଅସୁବିଧା ହେଉଥିବାବେଳେ ପ୍ରସାଶନିକ ବ୍ୟବସ୍ଥା ଲଗାମ ହିନ । ସରକାରଙ୍କ ଗାଇଡ଼୍ ଲାଇନ୍କୁ ଖୁଲମ୍ଖୁଲା ଅମାନ୍ୟ । ଏପରି ଏକ ଚିତ୍ର ଦେଖିବାକୁ ମିଳିଛି ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆ ସୀମାନ୍ତ
Read More...

୨୧ ଜୀବନ ନେଲା ଅମ୍ଫାନ

ନୂଆଦୀଲ୍ଲୀ: ସାମୁଦ୍ରିକ ବାତ୍ୟା ଅମ୍ଫାନ ଯୋଗୁଁ ୨୧ ଜଣଙ୍କର ପ୍ରାଣହାନୀ ହୋଇଛି । ମୃତକଙ୍କ ମଧ୍ୟରେ ଓଡ଼ିଶାରେ ୨ ,ପଶ୍ଚିମବଙ୍ଗରେ ୧୨ ଓ ବାଂଲାଦେଶରେ ୭ଜଣ ଥିବା ନେଇ ବିଭିନ୍ନ ଗଣମାଧ୍ୟମର ରିପୋର୍ଟରୁ ଜଣାପଡ଼ିଛି । ବାଂଲାଦେଶରେ ଅନୂନ୍ୟ ଏକ ନିୟୁତ ଲୋକଙ୍କ ଘରୁ ବିଜୁଳି ସଂଯୋଗ ବିଛ୍ନ୍ନ୍
Read More...

ଭାରତ କରୋନା ଭାଇରସ ବିପଦଜନକ : ନେପାଳ

କାଠମାଣ୍ଡୁ : ନେପାଳ ଋଣ ବୋଝରେ ରହିଥିବାରୁ ଚୀନ କଥାରେ ପଡ଼ି ଭାରତ ବିରୋଧରେ ବିଷୋଦଗାର କରୁଛି । ନେପାଳ ପ୍ରଧାନମନ୍ତ୍ରୀ କେପି ଓଲି କହିଛନ୍ତି ଯେ ନେପାଳରେ କରୋନା ସଂକ୍ରମଣ ପାଇଁ ଭାରତ ଦାୟୀ । ଭାରତରୁ ଆସୁଥିବା କରୋନା ଭାଇରସ ଚୀନ ଓ ଇଟାଲୀଠାରୁ ଅଧିକ ବିପଜ୍ଜନକ । ଭାରତୀୟ ସୀମା
Read More...

ଅମ୍ପାନ ମୁକାବିଲା ପାଇଁ ଭଦ୍ରକ ପ୍ରଶାସନର ପ୍ରସ୍ତୁତି

ଭଦ୍ରକ- ଅମ୍ପାନ ମୁକାବିଲା ପାଇଁ ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି ।ସମୁଦ୍ର ଉପକୂଳବର୍ତୀ ଚାନ୍ଦବାଲି, ବାସୁଦେବପୁର ଏବଂ ଧାମରା ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ସହ ଏନଡିଆରଏଫ୍ ଟିମକୁ ପଠାଯାଇଛି । ଭଦ୍ରକ ମୁଖ୍ୟାଳୟରେ ମଧ୍ୟ ଓଡ୍ରାଫ ଟିମକୁ
Read More...

ସଂଙ୍ଗରୋଧ କେନ୍ଦ୍ରରେ ନିମ୍ନମାନ ଖାଦ୍ୟ ଅଭିଯୋଗ

ରାଜଗାଙ୍ଗପୁର: ସଂଙ୍ଗରୋଧ କେନ୍ଦ୍ରରେ ନିମ୍ନମାନ ଖାଦ୍ୟ ପରିବେଷଣ ନେଇ ଗୁରୁତର ଅଭିଯୋଗ । ରାଜଗାଙ୍ଗପୁରରେ ପ୍ରବାସୀଙ୍କ ପାଇଁ ରହିଛି ୬ ସଂଙ୍ଗରୋଧ କେନ୍ଦ୍ର । ବୟସ୍କଙ୍କ ପାଇଁ ପ୍ରତିଦିନ ୧୨୦ ଓ ଶିଶୁଙ୍କ ପାଇଁ ୧୦୦ ଟଙ୍କା ଧାର୍ଯ୍ୟ କରାଯାଇଛି । ଏହା ସତ୍ୱେ ପୈାରପାଳିକା ପକ୍ଷରୁ
Read More...

କୋହଳ ହେବ ୪ର୍ଥ ପର୍ଯ୍ୟାୟ ଲକଡାଉନ

ନୂଆଦିଲ୍ଲୀ- ମୋ ୧୭ରୁ ଆମ୍ଭ ହେଉଛି ୪ର୍ଥ ପର୍ଯ୍ୟାୟ ଲକଡାଉନ । ଏହି ତାଲାବନ୍ଦରେ କିଛିଟା କୋହଳ ହେବା ନେଇ କେନ୍ଦ୍ର ସରକାର ପକ୍ଷରୁ ସୂଚନା ଦିଆଯାଇଛି । ଅର୍ଥନୈତିକ ଦିଗକୁ ଦୃଷ୍ଟିରେ ରଖି ସରକାର ଏଭଳି ନିଷ୍ପତି ନେଇଛନ୍ତି । ପଞ୍ଜାବ, ପଶ୍ଚିମବଙ୍ଗ, ମହାରାଷ୍ଟ୍ର, ତେଲେଙ୍ଗାନା ଓ
Read More...