Browsing Category

Country

କରୋନା:୫୬୧୧ ନୂଆ ସଂକ୍ରମିତ, ୧୪୦ ମୃତ

ନୂଆଦିଲ୍ଲୀ: ଗତ ୨୪ ଘଣ୍ଟାରେ ଦେଶରେ ୫୬୧୧ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବାବେଳେ ୧୪୦ ଜଣ ପ୍ରାଣ ହରାଇଛନ୍ତି। ଏହାକୁ ମିଶାଇ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୬ ହଜାର ୭୫୦ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୩୩୦୩କୁ ବୃଦ୍ଧି ପାଇଛି। ବର୍ତ୍ତମାନ ସୁଦ୍ଧା ୪୨ ହଜାର ୨୯୮ ଜଣ
Read More...

ଜୁନ୍ ୧ରୁ ଚାଲିବ ନିୟମିତ ଟ୍ରେନ୍

ନୂଆଦିଲ୍ଲୀ: ଆସନ୍ତା ୧ ତାରିଖରୁ ରେଳବାଇ ଆରମ୍ଭ କରିବ ଯାତ୍ରୀବାହୀ ଟ୍ରେନ୍ ସେବା । ପ୍ରଥମ ପର୍ଯ୍ୟାୟରେ ବଛାବଛା ରୁଟ ଟ୍ରାକରେ ଗଡ଼ିବ ୨୦୦ ଟ୍ରେନ୍ । ସବୁ ଟ୍ରେନ୍ ଅଣ ଶୀତତାପ ନିୟନ୍ତ୍ରିତ ହେବ ଏବଂ ଖୁବ୍ ଶୀଘ୍ର ଏଥିପାଇଁ ଟିକେଟ୍ ବୁକିଂ ଆରମ୍ଭ କରାଯିବ । ତେବେ କେଉଁକେଉଁ ରେଳପଥରେ
Read More...

ଆବର୍ଜନାମୁକ୍ତ ସହର ତାଲିକା : ଓଡ଼ିଶାର କୌଣସି ସହର ନାହିଁ

ଭୁବନେଶ୍ୱର : କେନ୍ଦ୍ର ସରକାର ତାରକା ମାନ୍ୟତାପ୍ରାପ୍ତ ଆବର୍ଜନାମୁକ୍ତ ସହରମାନଙ୍କ ତାଲିକା ଜାରି କରିଛନ୍ତି । କେନ୍ଦ୍ର ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ହରଦୀପ ସିଂ ପୁରୀ ଆଜି ଏହି ତାଲିକାର ଉନ୍ମୋଚନ କରିଛନ୍ତି । ମୋଟ ୧୪୧ଟି ସହର ତାରକା ମାନ୍ୟତା ପାଇଛନ୍ତି ।୬ଟି ସହରକୁ
Read More...

‘ଅମ୍ଫାନ୍‌’: ୨୦ ସନ୍ଧ୍ୟା ସୁଦ୍ଧା ସୁନ୍ଦରବନ ନିକଟରେ କରିବ ଲାଣ୍ଡଫଲ୍‌

ନୂଆଦିଲ୍ଲୀ/ ଭୁବନେଶ୍ୱର: ବଙ୍ଗୋପସାଗରରେ ସୃଷ୍ଟ ଅମ୍ଫାନ ଏବେ ପାରାଦୀପ ଠାରୁ ଦକ୍ଷିଣରେ ପ୍ରାୟ ୪୦୦ କିମି ଦୂରରେ ରହି ଉତ୍ତର ଉତ୍ତର-ପୂର୍ବ ଦିଗରେ ସମୁଦ୍ର ମଧ୍ୟରେ ଘଣ୍ଟା ପ୍ରତି ୧୫ କିମି ବେଗରେ ଗତି କରୁଛି । ଅମ୍ଫାନର କେନ୍ଦ୍ରସ୍ଥଳରେ ପବନର ବେଗ ଘଣ୍ଟାପ୍ରତି ୨୦୦ରୁ ୨୪୦ କିଲୋମିଟର
Read More...

ପ୍ରବାସୀ ଶ୍ରମିକଙ୍କ ଯାତ୍ରା ପାଇଁ ଏସଓପି ଜାରି

ନୂଆଦିଲ୍ଲୀ : ପ୍ରବାସୀ ଶ୍ରମିକ ଓ କର୍ମଚାରୀମାନଙ୍କ ପରିବହନ ପାଇଁ ଭାରତୀୟ ରେଳ ଶ୍ରମିକ ସ୍ପେଶାଲ ଟ୍ରେନ ଚଳାଇବ । କେନ୍ଦ୍ର ଗୃହ ମନ୍ତ୍ରାଳୟ ଓ ରାଜ୍ୟ ସରକାରମାନଙ୍କ ସହ ଆଲୋଚନାରେ ଏସବୁ ଟ୍ରେନ ଚଳାଚଳ କରାଯିବ । ଏହି ଟ୍ରେନ ପ୍ରେରଣ କରୁଥିବା ରାଜ୍ୟ ଓ ପହଞ୍ଚୁଥିବା ରାଜ୍ୟ ସରକାରମାନେ
Read More...

ଭାରତରେ ୧ ଲକ୍ଷ ଟପିଲା ସଂକ୍ରମିତଙ୍କ ସଂଖ୍ୟା, ୩୧୬୩ ମୃତ

ନୂଆଦିଲ୍ଲୀ: ଭାରତରେ କରୋନା ଭୂତାଣୁ ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ଟପିଛି। ଅନ୍ୟ ଦେଶଗୁଡ଼ିକ ତୁଳନାରେ ଭାରତରେ ସଂକ୍ରମଣ ବେଗ କମ୍‌ ଥିଲେ ହେଁ ଏହି ଭୂତାଣୁ ଦ୍ବାରା ଆକ୍ରାନ୍ତଙ୍କ ସଂଖ୍ୟା ଧୀରେ ଧୀରେ ଅନ୍ୟ ପାଶ୍ଚାତ୍ୟ ଏବଂ ୟୁରୋପୀୟ ଦେଶଗୁଡ଼ିକ ନିକଟତର ହେବାରେ ଲାଗିଛି। ମଙ୍ଗଳବାର
Read More...

ଟ୍ରକ ବସ ମୁହାଁମୁହିଁ , ୯ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ

ପାଟନା: ବିହାରର ଭାଗଲପୁରରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଶ୍ରମିକମାନଙ୍କ ନେଇଯାଉଥିବା ଏକ ବସ ଓ ଏକ ଟ୍ରକ୍ ମଧ୍ୟରେ ନାଉଗାଚିଆରେ ମୁହାଁମୁହିଁ ଧକ୍କା ହୋଇଥିଲା। ଏହି ଦୁର୍ଘଟଣାରେ ୯ ଜଣ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଉଚ୍ଚ ପଦାଧିକାରୀମାନେ ଘଟଣାସ୍ଥଳରେ ପହଞ୍ଚି
Read More...

ଦୁଇ ଗୁଣ ହେଲା କରୋନା ଆକ୍ରାନ୍ତଙ୍କ ସଂଖ୍ୟା

ନୂଆଦିଲ୍ଲୀ:  ବର୍ତ୍ତମାନ ଦେଶରେ କରୋନା ସଂକ୍ରମିତ ରୋଗୀଙ୍କ ସଂଖ୍ୟା ଏକ ଲକ୍ଷରୁ ଅଧିକ ହୋଇଛି। ଏଥି ସହିତ ଦେଶରେ କରୋନା ଭୂତାଣୁ ସଙ୍କଟକୁ ମୁକାବିଲା କରିବା ପାଇଁ ଲକଡାଉନ୍ ମଧ୍ୟ ଜାରି ରହିଛି | ତଥାପି, ଲକଡାଉନରେ ମଧ୍ୟ କରୋନା ଭାଇରସ୍ ସଂକ୍ରମଣ କମିବାର ନାମ ନେଉନାହିଁ | ପରିସ୍ଥିତି
Read More...

୪ ରାଜ୍ୟବାସୀଙ୍କୁ କର୍ଣ୍ଣାଟକ ମନା

ବେଙ୍ଗାଲୁର: ଦେଶରେ ଘାତକ କରୋନା ଭୂତାଣୁ ସଂକ୍ରମଣ ଦିନକୁ ଦିନ ବଢ଼ି·ଲିଥିବା ବେଳେ କର୍ଣ୍ଣାଟକ ସରକାର ଆଜି ୪ଟି ରାଜ୍ୟ ତଥା ମହାରାଷ୍ଟ୍ର, ଗୁଜରାଟ, କେରଳ ଓ ତେଲେଙ୍ଗାନା ଜନସାଧାରଣଙ୍କ କର୍ଣ୍ଣାଟକ ପ୍ରବେଶ ଉପରେ ନିଷିଦ୍ଧାଦେଶ ଜାରି କରିଛନ୍ତି । ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ଏହି
Read More...

ଦେଶରେ ଦିନକରେ ୫୨୪୨ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ: ଦେଶରେ ୪ର୍ଥ ପର୍ଯ୍ୟାୟ ଲକ୍ଡାଉନ୍ ଜାରି ହୋଇଥିଲା ବେଳେ ପ୍ରାଣଘାତୀ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ । ଗତ ୨୪ ଘଂଟାରେ ପ୍ରଥମଥର ପାଇଁ ୫ ହଜାରରୁ ଅଧିକ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ୫,୨୪୨ ଜଣ ନୂଆ ରୋଗୀ ଚିହ୍ନଟ ହେବାରୁ ଦେଶରେ କରୋନା
Read More...