Browsing Category

Country

କରୋନା ଭୂତାଣୁ ଟିକା ପ୍ରସ୍ତୁତି ପାଇଁ ୧୪ ପ୍ରକଳ୍ପ

ବେଙ୍ଗାଲୁରୁ: କରୋନାଭାଇରସ୍ ଟିକା ପ୍ରସ୍ତୁତି କରିବା ନିମନ୍ତେ ସରକାରଙ୍କ ପୃଷ୍ଠପୋଷକତାରେ ଉଭୟ ଘରୋଇ ଓ ଶିକ୍ଷା ପ୍ରତିଷ୍ଠାନମାନଙ୍କରେ ୧୪ ବଡ଼ ପ୍ରକଳ୍ପ ଚାଲିଛି। ଆଠଟି ରାଜ୍ୟର ଆଠଟି ସହରରେ ଚାଲିଥିବା ଏହି ଟିକା ପ୍ରସ୍ତୁତ ପ୍ରକଳ୍ପର ଗୋଟିଏ ଟିକା ପରୀକ୍ଷଣ ପର୍ଯ୍ୟାୟକୁ ଆସି
Read More...

ଶ୍ରମିକଙ୍କୁ ନେଇ ଆସୁଥିବା ଟ୍ରକ ଓଲଟି ୫ ଶ୍ରମିକ ମୃତ, ୧୫ ଗୁରୁତର

ନୂଆଦିଲ୍ଲୀ : ଶନିବାର ଭୋର ସମୟରେ ଉତ୍ତରପ୍ରଦେଶର ଔରେୟା ଜିଲ୍ଲାରେ ସଡ଼କ ଦୁର୍ଘଟଣା ୨୩ ଶ୍ରମିକଙ୍କ ମୃତ୍ୟୁ ଆଖି ଆଗରୁ ନଯାଉଣୁ ପୁଣି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି । ମଧ୍ୟପ୍ରଦେଶର ସାଗର ଜିଲ୍ଲାରେ ପ୍ରବାସୀ ଶ୍ରମିକଙ୍କୁ ନେଇ ଯାଉଥିବା ଏକ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି
Read More...

ବ୍ରହ୍ମପୁତ୍ର ନଦୀ ପାଇଁ ହାଇଡ୍ରୋଲୋଜିକାଲ୍ ଡାଟା ସେୟାର୍ କଲା ଚୀନ୍

ନୂଆଦିଲ୍ଲୀ: ଶୁକ୍ରବାର ଦିନ ଚୀନ୍ ବ୍ରହ୍ମପୁତ୍ର ନଦୀ ନିମନ୍ତେ ଭାରତକୁ ‘ହାଇଡ୍ରୋଲୋଜିକାଲ୍ ଡାଟା’ ସେୟାର୍ କରିବା ଆରମ୍ଭ କରିଛି। ଚୀନ୍ ପ୍ରତିବର୍ଷ ମୌସୁମୀ ବର୍ଷା ସମୟରେ ଏହି ଡାଟା ବା ତଥ୍ୟ ପ୍ରଦାନ କରିଥାଏ। ଏହାକୁ ଭିତ୍ତି କରି ଉତ୍ତରପୂର୍ବ ଭାରତର ବନ୍ୟା ପରିସ୍ଥିତି ସଂକ୍ରାନ୍ତରେ
Read More...

ଜୁଲାଇ ସୁଦ୍ଧା ଫ୍ରାନ୍ସରୁ ମିଳିବ ୪ ରାଫେଲ

ନୂଆଦିଲ୍ଲୀ: ଭାରତ ଆସନ୍ତା ଜୁଲାଇ ଶେଷ ସୁଦ୍ଧା ଫ୍ରାନ୍ସରୁ ଆଣିବ ଆଉ ୪ ରାଫେଲ ଯୁଦ୍ଧ ବିମାନ । ମେ ମାସରେ ଏହା ମିଳିବାର ଥିଲା । ମାତ୍ର କୋରନା ଯୋଗୁ ସାମାନ୍ୟ ବିଳମ୍ବ ହୋଇଛି । ସେହିପରି ଭାରତୀୟ ବାୟୁ ସେନା ହିନ୍ଦୁସ୍ଥାନ ଏରୋନେଟିକ୍ସଠାରୁ ୬୦୦କୋଟି ଡ଼ଲାର ମୂଲ୍ୟରେ୮୩ ତେଜସ୍ ଜେଟ୍
Read More...

ଭାରତରେ ୩୦୧୫୨ ସୁସ୍ଥ ୨୭୫୨ ମୃତ

ନୂଆଦିଲ୍ଲୀ- ସମଗ୍ର ଦେଶରେ ୮୫୯୪୦ କରୋନା ଭାଇରସ ଦ୍ଵାରା ଆକ୍ରାନ୍ତ ହୋଇଛନ୍ତି । ସେମାନଙ୍କୁ ମଧ୍ୟରୁ ୩୦୧୫୨ ସୁସ୍ଥ ହୋଇଥିବା ବେଳେ ୨୭୫୨ ମୃତୁ୍ୟ ହୋଇଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି ।
Read More...

କୃଷି ଭିତିଭୂମି ପାଇଁ ୧ ଲକ୍ଷ କୋଟି

ନୂଆଦିଲ୍ଲୀ: ଆତ୍ମନିର୍ଭର ଭାରତ ଗଠନ ଅଭିଯାନରେ ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣ ଆଜି କ୍ରମାଗତ ତୃତୀୟ ଦିବସରେ କୃଷି, ମତ୍ସ୍ୟପାଳନ ଓ ପଶୁପାଳନ ଉପରେ ଗୁରୁତ୍ୱ ଦେବା ସଙ୍ଗେ ସଙ୍ଗେ କୃଷି ଭିତିଭୂମିର ଉନ୍ନତି ପାଇଁ ୧ ଲକ୍ଷ କୋଟି ଟଙ୍କାର ପାଣ୍ଠି ଗଠନ ଘୋଷଣା କରିଛନ୍ତି ।ଏଠାରେ
Read More...

ପ୍ରବାସୀଙ୍କ ଦାୟିତ୍ୱ ରାଜ୍ୟର: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: କରୋନା ଲକ୍ଡ଼ାଉନ୍ ଯୋଗୁ ହଜାର ହଜାର ଶ୍ରମିକ ବହୁ ଦୁରାନ୍ତ ସ୍ଥାନରୁ ଚାଲି ଚାଲି ନିଜ ରାଜ୍ୟକୁ ଫେରୁଛନ୍ତି । ରାସ୍ତାରେ ପ୍ରବାସୀଙ୍କ ଅନେକ ହୃଦୟ ବିଦାରକ ଦୃଶ୍ୟ ସାମ୍ନାକୁ ଆସୁଛି । ତେଣୁ ସେମାନଙ୍କୁ ଚିହ୍ନଟ କରି ଖଦ୍ୟ ଓ ଆବଶ୍ୟକ ସହାୟତା ଯୋଗାଇ ଦେବା ପାଇଁ ଆଇନଜୀବୀ
Read More...

ଖୋଲିଲା ବଦ୍ରିନାଥ ମନ୍ଦିର

ଚାମୋଲି- ଖୋଲିଲା ପ୍ରଭୁ ବଦ୍ରିନାଥ ମନ୍ଦିର । ଶୁକ୍ରବାର ଭୋର ୪.୩୦ରେ ବୈଦିକ ମନ୍ତ୍ର ଉଚ୍ଚାରଣ କରିବା ପରେ ମନ୍ଦିର ଫାଟକ ଖୋଲା ଯାଇଥିଲା । କୌଣସି ଭକ୍ତଙ୍କୁ ଭିତରକୁ ଯିବା ପାଇଁ ଅନୁମତି ଦିଆ ଯାଇ ନଥିଲା । ମନ୍ଦିର ଖୋଲିବା ସମୟରେ ସାମାଜିକ ଦୂରତା ରକ୍ଷାକରି ମୁଖ୍ୟ ପୂଜକଙ୍କ ସହିତ
Read More...

ଦିଲ୍ଲୀରେ ମୃଦୁ ଭୂ-କମ୍ପ

ଦିଲ୍ଲୀ- ଉତର ଦିଲ୍ଲୀ ପିତାମପୁରାରେ ଆଜି ଦିନ ୧୧ଟା ୧୮ ମିନିଟରେ ଭୂକମ୍ପର ଝଟକା ଅନୁଭୂତି ହୋଇଛି । ରିକ୍ଟର ସ୍କେଲରେ ତୀବ୍ରତା ୨.୨ ରେକର୍ଡ କରାଯାଇଛି । ଭକମ୍ପରେ କୌଣସି ଧନଜୀବନ ନଷ୍ଟ ହୋଇ ନାହିଁ ବୋଲି ସୂଚନା ମିଳିଛି ।
Read More...

ବର୍ଷକ ଦରମାର ୩୦% ଦାନ କରିବେ ରାଷ୍ଟ୍ରପତି

ନୂଆଦିଲ୍ଲୀ- କରୋନା ମୁକାବିଲା ବର୍ଷକ ଦରମାର ୩୦% ଦାନ କରିବେ ରାମନାଥ କୋବିନ୍ଦ ।ଗତ ମାର୍ଚ୍ଚରେ ପ୍ରଧାନମନ୍ତ୍ରୀଙ୍କ ପିଏମ କେୟାସ ପାଣ୍ଠିକୁ ଗୋଟିଏ ମାସର ଦରମା ଦାନ କାରିଥିଲେ କୋବିନ୍ଦ । ଭବନର ଖର୍ଚ୍ଚକାଟ କରିବା ସହ କାର୍ଯ୍ୟାଳୟର ଖର୍ଚ୍ଚ ଅଟକଳରୁ ୨୦ ପ୍ରତିଶତ ବଂଚାଇବା ପାଇଁ
Read More...