Browsing Category

Foreign

ଚାଇନା ସହ ସମ୍ପର୍କ ଛିନ୍ନ କରିବ ଆମେରିକା

ୱାଶିଂଟନ:କୋରୋନା ଯୋଗୁ ଆମେରିକାରେ ୮୬,୯୧୨ ଜଣ ପ୍ରାଣ ହରାଇଥିବା ବେଳେ ୧୪,୫୭,୫୯୩ ଜଣ ଆକ୍ରାନ୍ତ ହୋଇଛନ୍ତି । ଗତ ୨୪ ଘଂଟାରେ ଆମେରିକାରେ କରୋନା ୧୭ଶହରୁ ଅଧିକ ଲୋକଙ୍କ ଜୀବନ ନେଇଛି । ଏହାକୁ ନେଇ ଚାଇନା ସହ ସବୁ ପ୍ରକାରର ସମ୍ପର୍କ ଛିନ୍ନ କରିବାକୁ ଆମେରିକାର ରାଷ୍ଟ୍ରପତି ଡେ଼ାନାଲ୍ଡ
Read More...

କାଳ ହେଉଛି ଅଲିଭା କାଳି

ବୁର୍ଲା- ରାଜ୍ୟ ବାହାରୁ ଆସୁଥିବା ପ୍ରବାସୀଙ୍କ ପାଇଁ କାଳ ପାଲଟିଛି ଅଲିଭା କାଳି । ସେମାନଙ୍କୁ କ୍ୱାରେଂନଟାଇନରେ ରଖିବା ସହ ତାଙ୍କ ହାତରେ ଅଲିଭା କାଳିରେ ଷ୍ଟାମ୍ପ ଲଗାଯାଉଛି । ଯଦ୍ୱାରା ସେମାନେ ବହାରୁ ଆସିଥିବା ଜଣାପଡୁଛି । ପରବର୍ତୀ ମୁହୁର୍ତରେ ଏହି କାଳୀ ସେମାନଙ୍କ ପାଇଁ
Read More...

ବିଶ୍ୱରୁ ହଟିବନି କରୋନା : ‘ହୁ’

ଜେନିଭା: ବିଶ୍ୱର ୨୧୨ଟି ଦେଶରେ ମୃତୁ୍ୟର ତାଣ୍ଡବ ସୃଷ୍ଟି କରିଥିବା କରୋନା ଭୂତାଣୁ ବିଶ୍ୱରୁ ଲୋପ ପାଇବ ନାହିଁ ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଙ୍ଗଠନ (ହୁ)ର କାର୍ଯ୍ୟକାରୀ ନିଦେ୍ର୍ଧଶକ ଡା.ମାଇକେଲ ରିଆନ୍ କହିଛନ୍ତି । ଜେନିଭାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏହା ପ୍ରକାଶ କରି ସେ
Read More...

ବିଶ୍ୱରେ କରୋନା ମୃତ୍ୟ ସଂଖ୍ୟା ୩ ଲକ୍ଷ ନିକଟତର

ୱାଶିଂଟନ- ବିଶ୍ୱରେ କରୋନା ମୃତ୍ୟ ସଂଖ୍ୟା ୨,୯୮,୧୭୪ରେ ପଂହଚି ଥିବା ବେଳେ ୪୪,୨୯,୭୪୪ ଆକ୍ରାନ୍ତ ହୋଇଛନ୍ତି । ଏଯାବତ୍ ୧୬,୫୯,୭୯୧ ସୁସ୍ଥ ହୋଇ ଘରକୁ ଫେରିଥିବା ସୂଚନା ମିଳିଛି । ଅନ୍ୟ ଦେଶ ତୁଳନାରେ ଆମେରିକା ସ୍ଥିତି ଅଧିକ ସଙ୍ଗିନ । ଆକ୍ରାନ୍ତଙ୍କ ସଂଖ୍ୟା ୧୪,୩୦,୩୪୮ ଥିବା ବେଳେ ୮୫
Read More...

ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ‘ଭରସା’ର ଶୁଭାରମ୍ଭ

ନୂଆଦିଲ୍ଲୀ: କୋଭିଡ-୧୯ ମହାମାରୀର ସଙ୍କଟପୂର୍ଣ୍ଣ ସମୟରେ ଚାପରେ ରହିଥିବା ଛାତ୍ର ସମୁଦାୟକୁ ମାନସିକ ଆଶ୍ୱସ୍ତି ପ୍ରଦାନ କରିବା ଦିଗରେ ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଏକ ଅଭିନବ ସେବା ‘ଭରସା’ର ଶୁଭାରମ୍ଭ କରାଯାଇଛି । ଏହା ଏକ ଜ୍ଞାନଗତ ମାନସିକ ପରାମର୍ଶ ସେବା ଯାହାକି
Read More...

୪୦ ଲକ୍ଷ ଟପିଲା

ଦେଶରେ ୨୦ ହଜାର ମାମଲା ହେବା ପାଇଁ ୯୦ ଦିନ ଲାଗିଥିବା ବେଳେ ମାତ୍ର ୯୬ ଘଣ୍ଟା‌ରେ ୧୦ ହଜାର ମାମଲା ଚିହ୍ନଟ ହୋଇଛି। ତଥ୍ୟ ଅନୁଯାୟୀ ଭାରତ ଏବେ ବିଶ୍ବରେ ସର୍ବାଧିକ ସଂକ୍ରମଣ ମାମଲା ଥିବା ୨୦ଟି ରାଷ୍ଟ୍ର ମଧ୍ୟରେ ରହିଛି। କରୋନା ଯୋଗୁଁ ଆମେରିକା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି। ଆମେରିକା
Read More...

ଦଶ ଦିନରେ ଡିସଚାର୍ଜ ହେବେ କରୋନା ରୋଗୀ

ନୁଆଦିଲ୍ଲୀ: ମହାମାରୀ କରୋନରେ ଆକ୍ରାନ୍ତ୍ର ହୋଇ ଚିକିତ୍ସିତ ହେଉ ଥିବା ରୋଗୀ ୧୦ ଦିନରେ ଡିସଚାର୍ଜ ହେବେ ବୋଲି ଗାଇଡ ଲାଇନ ଜାରି କରିଛନ୍ତି କେନ୍ଦ୍ର ସରକାର ।ଡିସଚାର୍ଜ ପୂର୍ବରୁ ତାଙ୍କର କୋ÷ଣସି ଆରଟି-ପିସିଆର ଟେଷ୍ଟ କରାଯିବ ନାହିଁ । କମ ଲକ୍ଷଣ କିମ୍ବା ଆଦୋ÷ ଲକ୍ଷଣ ନ ଥାଇ କରୋନା
Read More...

ଚୀନ ବିରୋଧରେ ଏକଜୁଟ ହେଉଛି ବିଶ୍ବ

 ଅନେକ ରାଷ୍ଟ୍ର କରୋନା ମହାମାରୀ ପାଇଁ ଚୀନକୁ ଦାୟୀ କରିବା ସହ କ୍ଷତିପୂରଣ ଦାବି କରିବାର ଯୋଜନା କରିଛନ୍ତି। ବ୍ରିଟେନ ଓ ଜର୍ମାନୀ ମଧ୍ୟ ଚୀନର ଏପରି କାର୍ଯ୍ୟ ଉପରେ ପରୋକ୍ଷ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି। ଚୀନର ପ୍ରମୁଖ ବହୁ ରାଷ୍ଟ୍ରୀୟ ଟେକ୍ନୋଲୋଜି କମ୍ପାନୀ ହୁଏଇକୁ କାର୍ଯ୍ୟ ଅନୁମତି
Read More...

ଅସ୍ତ୍ରବିରତି ଉଲଘଂନ: ପାକିସ୍ତାନକୁ ଜାତିସଂଘର ତାଗିଦ

ଜାତିସଂଘ:ମହାମାରୀ କୋଭିଡ -୧୯ ସମୟରେ ଅସ୍ତ୍ର ବିରତି ଉଲଘଂନରୁ ବିରତ ରହିବା ପାଇଁ ପାକିସ୍ତାନକୁ ତାଗିଦ କରିଛି ଜାତିସଂଘ । ଜାମ୍ମୁ-କାଶ୍ମୀର ସଂଲଗ୍ନ ଆନ୍ତର୍ଜାତୀୟ ସୀମା ରେଖା ଇଲାକାରେ ପାକିସ୍ତାନ ସେନା ବାରମ୍ବାର ଗୁଳି ମାଡ କରୁଥିବାା ନେଇ ଭାରତ ଅଭିଯୋଗ କରିବା ପରୀପ୍ରେକ୍ଷୀରେ
Read More...

ରୁଷ୍‌ ସ୍ଥିତି ସାଂଘାତିକ: ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ଟପିଲା, ୨୪ ଘଣ୍ଟା‌ରେ ୭,୦୦୦ ନୂଆ ମାମଲା

ୟୁ‌ରୋପ୍‌ରେ ଦ୍ବିତୀୟ କ୍ଷତିଗ୍ରସ୍ତ ରାଷ୍ଟ୍ର ବ୍ରିଟେନ୍‌, ମୃତ୍ୟୁସଂଖ୍ୟା ୨୬ ହଜାର ଟପିଲା ଆମେରିକାରେ ୬୨ ହଜାର ମୃତ ନୂଆଦିଲ୍ଲୀ: ଏବେ ରୁଷ୍‌ରେ କରୋନା ଭୂତାଣୁ ଉଗ୍ର ରୂପ ନେଉଛି। ମାତ୍ର ସପ୍ତାହକ ମଧ୍ୟରେ ସଂକ୍ରମଣ ଆଶାତୀତ ଭାବେ ବଢ଼ିଯିବାରୁ ରୁଷ୍‌‌ ସ୍ଥିତି ସାଂଘାତିକ ହୋଇଯାଇଛି।
Read More...