ହକି କିମ୍ବନ୍ଦନ୍ତୀ ବଲବୀର ସିଂହ ଗୁରୁତର
ଚଣ୍ଡୀଗଡ଼: ହକି କିମ୍ବନ୍ଦନ୍ତୀ ବଲବୀର ସିଂହ ହୃଦ୍ଘାତର ଶିକାର ହୋଇଛନ୍ତି। ତାଙ୍କ ଅବସ୍ଥା ଗୁରୁତର ରହିଛି। ମୋହାଲିସ୍ଥିତ ଫର୍ଟିସ ମେଡିକାଲରେ ତାଙ୍କୁ ଭେଣ୍ଟିଲେଟରରେ ରଖି ଚିକିତ୍ସା ଚାଲିଥିବା ପରିବାର ସୂତ୍ରରୁ ସୂଚନା ମିଳିଛି। ବଲବୀର ୩ଥର ଅଲିମ୍ପିକ୍ସରେ ସ୍ବର୍ଣ୍ଣପଦକ ବିଜୟୀ!-->…
Read More...
Read More...