Browsing Category

State

ପୁରୀରେ ୧୫୦୦ ହେକ୍ଟର ଧାନ ଫସଲ ନଷ୍ଟ

ପୁରୀ : ଅମ୍ପନ ଯୋଗୁ ଜିଲ୍ଲାର ୩ଟି ବ୍ଲକରେ ପ୍ରାୟ ୧୫୦୦ ହେକ୍ଟର ଧାନ ଫସଲ ନଷ୍ଟ ହୋଇଛି । ଧାନ ଜମିରେ ପାଣି ଜମି ରହିଛି । ଅଧା ପାଚିଲା ଧାନ ଫସଲ ପାଣିରେ ଲୋଟୁଛି। ବିଭିନ୍ନ ସ୍ଥାନରେ ଗଛ ଉପୁଡି ପଡିବା ସହ ବିଦ୍ୟୁତ ସରବରାହ ବ୍ୟାହତ ହୋଇଛି। ଅନେକ ସ୍ଥାନରେ ଟେ​ଲିଫୋନ ସେବା ମଧ୍ୟ
Read More...

ଅମ୍ପନ ମୁକାବିଲା:ବ୍ୟାଙ୍କରେ ପର୍ଯ୍ୟାପ୍ତ ଅର୍ଥ ମହଜୁଦ ପାଇଁ ନିର୍ଦେଶ

ଭୁବନେଶ୍ୱର:  ଅମ୍ପନରେ ପ୍ରଭାବିତ ହେବାକୁ ଥିବା ଜିଲାଗୁଡ଼ିକର ବ୍ୟାଙ୍କଶାଖା/ଏଟିଏମ୍‌/ସିଏସ୍‌ପିଏସ୍‌/ବିସିଏସ୍‌ଗୁଡ଼ିକରେ ପର୍ଯ୍ୟାପ୍ତ ନଗଦ ଟଙ୍କା ମହଜୁଦ ରଖିବା ସହ ପାୱାର ବ୍ୟାକ୍‌ ଅପ୍‌ ସହିତ ଇଣ୍ଟରନେଟ୍‌ ସଂଯୋଗ ନିରବଚ୍ଛିନ୍ନ ଭାବେ ଜାରି ରଖିବା ପାଇଁ ବ୍ୟାଙ୍କଗୁଡ଼ିକୁ ନିର୍ଦ୍ଦେଶ
Read More...

ନୂଆ ମାର୍ଗଦର୍ଶିକା ଜାରି କଲା ଭୁବନେଶ୍ବର ମହାନଗର ନିଗମ

ଭୁବନେଶ୍ବର :  ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ନୂଆ ମାର୍ଗଦର୍ଶିକା ଜାରି କରାଯାଇଛି । ଏହି ଲକଡାଉନ ୪.୦ରେ କେଉଁ କ୍ଷେତ୍ରକୁ କଟକଣା କୋହଳ କରାଯାଇଛି ଓ କେଉଁ କ୍ଷେତ୍ରରେ କଟକଣା ଜାରିରହିଛି  ତାହା ସ୍ପଷ୍ଟ ସୂଚନା ଦେଇଛି ଭୁବନେଶ୍ୱର ମହାନଗର ନିଗମ  । ବିମାନସେବା ଉପରେ
Read More...

୪ ବର୍ଷର ଶିଶୁ ସହ ଦୁଷ୍କର୍ମ

କୋରାପୁଟ ୪ ବର୍ଷର ଶିଶୁ କନ୍ୟା ସହ ହୋଇଛି ଦୁଷ୍କର୍ମ। କୋରାପୁଟ ଜିଲ୍ଲା କାକିରିଗୁମ୍ମ‌ା ଅଂଚଳରେ ହୋଇଥିବା ଏହି ଘଟଣାରେ ପୀଡ଼ିତାଙ୍କ ଅବସ୍ଥା ଅତି ଗୁରୁତର ହୋଇ ପଡ଼ିଛି। ତାଙ୍କୁ କୋରାପୁଟ ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜରେ ଚିକିତ୍ସା କରାଯାଉଛି। ପୁଲିସ
Read More...

ଅଗ୍ନିଶମ ବାହିନୀ ଗାଡ଼ିରେ ପ୍ରସବ କଲେ ମହିଳା

ମହାକାଳପଡ଼ା:  ଆମ୍ବୁଲାନ୍ସ ଆସି ନ ପାରିବାରୁ ବାଧ୍ୟ ହୋଇ  ଅଗ୍ନିଶମ ଗାଡ଼ିରେ ପ୍ରସୂତି ଯାଉଥିବା ବେଳେ ବାଟରେ ଏକ କନ୍ୟା ସନ୍ତାନ ପ୍ରସବ କରିଛନ୍ତି।  ମହାକାଳପଡ଼ା ପଞ୍ଚାୟତର ଜହଁରା ଗ୍ରାମର ହାପିନା ସେଠୀଙ୍କ ସ୍ତ୍ରୀ ଜାନକୀ ସେଠୀଙ୍କର ଆଜି ସକାଳେ ପ୍ରସବ ବେଦନା ହୋଇଥିଲା। ଏହାପରେ
Read More...

ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ

ଭୁବନେଶ୍ବର: ରାଜ୍ୟରେ ଆଜି ପୁଣି ଜଣେ କରୋନା ଆକ୍ରାନ୍ତଙ୍କର ମୃତ୍ୟୁ ଘଟିଛି। ସେ ଖୋର୍ଦ୍ଧା ଜିଲ୍ଲାର ଏବଂ ତାଙ୍କ ବୟସ ୭୦ ବର୍ଷ ବୋଲି ଜଣାଯାଇଛି। ଏବେ ମୃତ୍ୟୁ ସଂଖ୍ୟା ୬ରେ ପହଞ୍ଚିଛି। ସୂଚନାଯୋଗ୍ୟ, ଏହା ପୂର୍ବରୁ କଟକର ୭୫ବର୍ଷର ଜଣେ ବ୍ୟକ୍ତି କରୋନାରେ ପ୍ରାଣ ହରାଇଥିଲେ। ତାଙ୍କର
Read More...

ବିଳମ୍ବିତ ରାତିରେ ପବନର ବେଗ ହଠାତ୍ ବଢ଼ିପାରେ

ଭୁବନେଶ୍ୱର: ବଙ୍ଗୋପସାଗରରୁ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବାତ୍ୟା ‘ଅମ୍ଫାନ’ ଯୋଗୁଁ ପବନର ବେଗ ଆଜି ରାତି ହଠାତ୍ ବଢ଼ିପାରେ । ତେଣୁ ଲୋକେ ସତର୍କ ରହିବା ଦରକାର । ସ୍ୱତନ୍ତ୍ର ରିଲିଫ କମିସନର (ଏସ୍ଆରସି) ପ୍ରଦୀପ ଜେନା ଗଣମାଧ୍ୟମକୁ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, ଆଜି
Read More...

ସାମୁଦ୍ରିକ ବାତ୍ୟା ପ୍ରତି ସତର୍କ ରହିବାକୁ ଜିଲ୍ଲାପାଳଙ୍କ ଅନୁରୋଧ

ଯାଜପୁର: ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଅମ୍ଫାନ ଘନୀଭୂତ ହୋଇ ଉପକୂଳ ଅଭିମୁଖେ ଗତିକରୁଥିବା ବେଳେ ଏହାର ପ୍ରଭାବରେ ୧୯ ତାରିଖ ଠାରୁ ଜିଲ୍ଲାରେ ବର୍ଷା ଓ ପବନର ବେଗ ବଢିବାର ଆଶଙ୍କା ଥିବାରୁ ସମସ୍ତ ଜନସାଧାରଣ ସତର୍କ ରହିବାକୁ ଜିଲ୍ଲାପାଳ ରଂଜନ କୁମାର ଦାସ ଅନୁରୋଧ କରିଛନ୍ତି । ସୋମବାର
Read More...

ଦୁର୍ଗମ ଅଂଚଳରେ ସହାୟତା ପ୍ରଦାନ

ଢେଙ୍କାନାଳ: ଦ୍ୱିତୀୟ ଥର ପାଇଁ ଓଡିଶାର ସବୁଠାରୁ ଦୁର୍ଗମ ଅପହଂଚ ଆଦିବାସୀ ଇଲାକା ଭାବେ ପରିଚିତ ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ନିକଟସ୍ଥ କଙ୍କଡାହାଡ ବ୍ଲକ୍ କନ୍ତଲ ପଂଚାୟତ ପୁଟିପାଳ, କୋଟ, ଏକୁଲ୍, ସେକୁଲ୍ ଗ୍ରାମରେ ପହଁଚିଥିଲା ଢେଙ୍କାନାଳ ଜିଲ୍ଲାର ଯୁବ ସ୍ୱେଚ୍ଛାସେବୀ ଅନୁଷ୍ଠାନ
Read More...

ସଙ୍ଗରୋଧ କେନ୍ଦ୍ରରେ ଅବ୍ୟବସ୍ଥା : ଅନ୍ତେବାସୀ ଥାନାର ଦ୍ୱାରସ୍ଥ

ରାୟଗଡା: ରାୟଗଡା ସହର ସ୍ଥିତ ଜିସିଡି ହାଇସ୍କୁଲଠାରେ ପରିଚାଳନା ହେଉଥିବା ସଙ୍ଗରୋଧ କେନ୍ଦ୍ରରେ ଅନ୍ତେବାସୀଙ୍କୁ ମୌଳିକ ସୁବିଧା ମିଳୁନଥିବା ନେଇ ଥାନାର ଦ୍ୱାରସ୍ଥ ହୋଇଛନ୍ତି ୩୦ ଜଣ ଅନ୍ତେବାସୀ । ସମସ୍ତ ଅନ୍ତେବାସୀ ବରଗଡ ଜିଲ୍ଲା ପଦ୍ମପୁର ବ୍ଲକର ବାସିନ୍ଦା ବୋଲି ଜଣାପଡିଛି । ଓଡିଶା -
Read More...