Browsing Category

State

ମେ ୨୧ରୁ ମାଟ୍ରିକ ଖାତା ମୂଲ୍ୟାୟନ

ଭୁବନେଶ୍ୱର- ଘୁଂଚିଲା ମାଟ୍ରିକ ଖାତା ମୂଲ୍ୟାୟନ ତାରିଖ । ମେ ୨୦ ପରିବର୍ତେ ୨୧ ରୁ ଖାତା ଦେଖା ପକ୍ରିୟା ଆରମ୍ଭ ହେବ । ସାମ୍ଭବ୍ୟ ବାତ୍ୟା ଆମ୍ଫନକୁ ଦୃଷ୍ଟିରେ ରଖି ଲୋକାସବା ଭବନରେ ଅନୁଷ୍ଠିତ ବୈଠକରେ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏଭଳି ନିଷ୍ପତି ନେଇଛନ୍ତି ।…
Read More...

ଅମ୍ପାନ ପ୍ରଭାବ; କଟକ ,ପୁରୀ ଓ ଖୋର୍ଦ୍ଧା ଜିଲ୍ଲାରେ ପ୍ରବଳ ବର୍ଷା ସମ୍ଭାବନା

ଭୁବନେଶ୍ୱର- ସମାଦ୍ରିକ ଝଡ ଅମ୍ପାନ ମହାବାତ୍ୟା ରୁପ ନେଇଥିବା ବେଳେ ଓଡିଶାରେ ଏହାର ପ୍ରଭାବ ଅନୁଭୂତ ହେବ । ୧୯ ତାରିଖ ଦିନ ଏହା ସ୍ଥଳ ଭାଗକୁ ଗତି କରିବା ପାଇଁ ଥିବା ବେଳେ କଟକ ,ପୁରୀ, ଖୋର୍ଦ୍ଧା ସମେତ ରାଜ୍ୟର ଅଧିକାଂଶ ଅଂଚଳରେ ସେମାବାର ସନ୍ଧ୍ୟାରୁ ବର୍ଷା ଓ ପବନ ଆରମ୍ଭ ହୋଇ ୨୦…
Read More...

ଅମ୍ପାନ ମୁକାବିଲା ପାଇଁ ଭଦ୍ରକ ପ୍ରଶାସନର ପ୍ରସ୍ତୁତି

ଭଦ୍ରକ- ଅମ୍ପାନ ମୁକାବିଲା ପାଇଁ ଭଦ୍ରକ ପ୍ରଶାସନ ପକ୍ଷରୁ ବ୍ୟାପକ ବନେ୍ଦାବସ୍ତ କରାଯାଇଛି ।ସମୁଦ୍ର ଉପକୂଳବର୍ତୀ ଚାନ୍ଦବାଲି, ବାସୁଦେବପୁର ଏବଂ ଧାମରା ଉପକୂଳରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ କଡାକଡି କରିବା ସହ ଏନଡିଆରଏଫ୍ ଟିମକୁ ପଠାଯାଇଛି । ଭଦ୍ରକ ମୁଖ୍ୟାଳୟରେ ମଧ୍ୟ ଓଡ୍ରାଫ ଟିମକୁ…
Read More...

ସ୍ୱାଭାବିକ ହେବ ବସ ଚଳାଚଳ

ଭୁବନେଶ୍ୱର- ଖୁବ ଶୀଘ୍ର ରାଜ୍ୟ ଭିତରେ ଓ ବାହାରେ ବସ୍ ଚଳାଚଳ କରିବ ନେଇ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି । ଲକଡାଉନ ୪.୦ ଲାଗୁ ହେବା ପରେ ବସ ଚାଲିବ କି ନାହିଁ ସେହି ନିଷ୍ପତି ରାଜ୍ୟ ସରକାରଙ୍କୁ ଦିଆଯାଇଛି ।ତେଣୁ ଏନେଇ ରାଜ୍ୟ ସରକାର ପ୍ରକ୍ରିୟା ଆରମ୍ଭ କରିଛନ୍ତି ।…
Read More...

ମେ ୨୦ ଅପରାହ୍ନ କିମ୍ବା ସନ୍ଧ୍ୟାରେ ଉପକୂଳ ଅତିକ୍ରମ କରିବ ଅମ୍ପାନ

ଭୁବନେଶ୍ୱର- ବଙ୍ଗୋପସାଗରରେ ସୃଷ୍ଟ ସିଭିୟର ସାଇକ୍ଳୋନିକ ଷ୍ଟର୍ମ ଅମ୍ପାନ ଆଜି ଭୋର ସମୟରେ ଭିଷଣ ରୂପ ଧାରଣ କରିଛି । ଆସନ୍ତା ୨୦ ଅପରାହ୍ନ କିମ୍ବା ସନ୍ଧ୍ୟାରେ ପଶ୍ଚିମବଙ୍ଗର ଦିଘା ଓ ବଙ୍ଗାଲାଦେଶର ହାତିଆ ଦ୍ୱୀପ ଦେଇ ଅତିକ୍ରମ କରିବ ଅମ୍ପାନ । ସେତେବେଳେ ପବନର ବେଗ ୧୫୫-୧୬୫ କିଲୋମିଟର…
Read More...

୩୦ ମିନିଟ ପର୍ଯ୍ୟନ୍ତ ମାଗଣା ମୋ ସାଇକେଲ ସେବା

ଭୁବନେଶ୍ୱର- ଅଜିଠୁ ପୁଣି ଥରେ ରାଜଧାନୀରେ ଗଡିବ ମୋ ସାଇକେଲ । ମାଗଣାରେ ଲୋକମାନେ ୩୦ ମିନିଟ ପର୍ଯ୍ୟନ୍ତ ସାଇକେଲ ଚଳେଇ ପାରିବେ । ୩୦ ମିନିଟରୁ ଅଧିକ କୌଣସି ରାଇଡରେ ଗଲେ ଗ୍ରାହକଙ୍କୁ ଭଡା ଦେବାକୁ ପଡିବ । ସହରବାସୀ ଜୁନ୍ ୩୦ ଯାଏ ଏହି ରିହାତି ପାଇପାରିବେ । ସଂକ୍ରମଣକୁ ନଜରରେ ରଖି…
Read More...

ପୁଣି ୪୮ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଆଜି ପୁଣି ୪୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ କନ୍ଧମାଳରୁ ୨,ଯାଜପୁରରୁ୧୬, ଗଞ୍ଜାମରୁ ୧୫, ପୁରୀରୁ ୪, କେନ୍ଦ୍ରାପଡାରୁ ୩, ନୟାଗଡରୁ ୩, ବଲାଙ୍ଗିରରୁ ୨, ବୌଦ୍ଧ, କଟକ ଓ ଖୋର୍ଦ୍ଧାରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ…
Read More...

ପେଟ୍ରୋଲ ବଢ଼ିଲା ୩ଟଙ୍କା ୧୧ ପଇସା, ଡ଼ିଜେଲରେ ୧.୦୩ ପଇସା

ଭୁବନେଶ୍ବର: ରାଜ୍ୟ ସରକାର ପେଟ୍ରୋଲ ଓ ଡ଼ିଜେଲ ଉପରେ ବଢ଼ାଇଛନ୍ତି ଭାଟ୍ । ଫଳରେ ରାଜ୍ୟରେ ପେଟ୍ରୋଲ ୩.୧୧ ପଇସା ଡ଼ିଜେଲ ୧.୦୩ ପଇସା ମହଙ୍ଗା ହୋଇଛି । ରାଜ୍ୟ ସରକାରଙ୍କ ଟିକସ ବୃଦ୍ଧିକୁ ବିଜେପି ଓ କଂଗ୍ରେସ ସମାଲୋଚନା କରିଛନ୍ତି । ସମ୍ପ୍ରତି ଆନ୍ତର୍ଜାତିକ ବଜାରରେ ଅଶୋଧିତ ତୈଳ ଦର…
Read More...

କରୋନା ସଂକ୍ରମିତକୁ ଗିରଫ ପରେ ଥାନାର ସବୁ କର୍ମଚାରୀ ଗଲେ ‘ସଙ୍ଗରୋଧ’

ପୁରୀ: ଜଣେ କରୋନା ସଂକ୍ରମିତକୁ ଗିରଫ କରିବା ପୁରୀ ଜିଲା କୁମ୍ଭାରପଡ଼ା ଥାନା ପୁଲିସ ପାଇଁ ମହଙ୍ଗା ପଡ଼ିଛି । ଥାନାକୁ ସାନିଟାଇଜ୍ କରାଯାଇଛି ଓ ସମସ୍ତ କର୍ମଚାରୀ ସଙ୍ଗରୋଧରେ ରହିଛନ୍ତି । କାର୍ଯ୍ୟ ତୁଲାଇବା ପାଇଁ ଅସ୍ଥାୟୀ କର୍ମଚାରୀ ଥାନାକୁ ଆସିବେ ବୋଲି ସୂଚନା ମିଳିଛି ।  ଦୁଇଦିନ…
Read More...

ଆଦର୍ଶ ଓଡ଼ିଶା ତରଫରୁ ବରୀରେ କରୋନା ସଚେତନତା କାର୍ଯ୍ୟକ୍ରମ

ଯାଜପୁର: “ଆଦର୍ଶ ଓଡ଼ିଶା” ନିର୍ମାଣର ସ୍ୱପ୍ନ ନେଇ କିଛି ତ୍ୟାଗ ବ୍ରତୀ, ଉର୍ସଗିକୃତ ଯୁବ ସମାଜସେବୀଙ୍କ ଦ୍ୱାରା ଗଠିତ ଅଗ୍ରଣୀ ସଂଗଠନ “ଆଦର୍ଶ ଓଡ଼ିଶା ଫାଉଣ୍ଡେସନ” ତରଫରୁ ସମଗ୍ର ବରୀ ବ୍ଲକ ଅଂଚଳରେ କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ବ୍ୟାପକ ସ୍ୱଚ୍ଛତା ଓ ସଚେତନତା କାର୍ଯ୍ୟକ୍ରମ…
Read More...