Browsing Category

State

ଟ୍ରକ୍ ଧକ୍କାରେ ପ୍ରାଣ ହରାଇଲେ ଦୁଇ ପ୍ରବାସୀ ଓଡ଼ିଆ ଶ୍ରମିକ

ନୂଆପଡ଼ା:  ଓଡ଼ିଶାର ଦୁଇ ପ୍ରବାସୀ ଶ୍ରମିକଙ୍କ ମୃତ୍ୟୁ ଘଟିଥିବାର ସୂଚନା ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଆଜି ସକାଳେ ଓଡ଼ିଶା-ଛତିଶଗଡ଼ ସୀମାନ୍ତରେ ଥିବା ମହାସମୁନ୍ଦ ନିକଟରେ ୪ଜଣ ପ୍ରବାସୀ ଓଡ଼ିଆ ଶ୍ରମିକ ଚାଲିଚାଲି ନିଜ ଗାଁକୁ ଫେରୁଥିବା ବେଳେ ଏକ ଟ୍ରକ୍ ସେମାନଙ୍କୁ ପଛପଟୁ ଧକ୍କା
Read More...

ଗୋମାଂସ ବୋଝେଇ ଅଟୋ ଜବତ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାର ବିଶ୍ରାରୁ ରାଉରକେଲାକୁ ଚାଲାଣ ହେଉଥିବା ଗୋମାଂସ ବୋଝେଇ ଅଟୋକୁ ବନ୍ଧମୁଣ୍ଡା ପୁଲିସ ଜବତ କରିଛି l ଘଟଣାସ୍ଥଳରୁ ଚମ୍ପଟ ମାରୁଥିବା ଅଟୋ ଚାଳକ ମହମ୍ମଦ ସାଜିଦ ରେଳଧାରଣାରେ ପଡ଼ି ଗୁରୁତର ଆହତ ହୋଇଛନ୍ତି l କୁତ୍ରାରୁ ଚରିଟି ପିକଅପ ଭ୍ୟାନରେ ଗୋରୁମାଂସ
Read More...

ଭଦ୍ରକ ଜିଲ୍ଲାରୁ ଚିହ୍ନଟ ୨୮ ନୂଆ କରୋନା ପଜିଟିଭ:୧୭ ଜଣ ଗୁଜୁରାଟ ଫେରନ୍ତା

ଭଦ୍ରକ: ଆଜି ଭଦ୍ରକ ଜିଲ୍ଲାରେ ୨୮ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି,  ସେମାନଙ୍କମଧ୍ୟରୁ ୧୭ ଜଣ ଗୁଜୁରାଟ ଫେରନ୍ତା, ୮ ଜଣ ପଶ୍ଚିମବଙ୍ଗ ଫେରନ୍ତା, ୨ଜଣ ମହାରାଷ୍ଟ୍ର ଫେରନ୍ତା  ଓ ଜଣେ ତେଲେଙ୍ଗାନା ଫେରନ୍ତା ବୋଲି ଜଣାଯାଇଛି। ଏମାନେ ସମସ୍ତେ ସଙ୍ଗରୋଧ କେନ୍ଦ୍ରରେ ଥିଲେ |
Read More...

ଦୁଇ ପୁଅଙ୍କ ଦେହରେ ନିଆଁ ଲଗାଇ ମା’ର ଆତ୍ମହତ୍ୟା ଉଦ୍ୟମ

ଭୁବନେଶ୍ୱର: ଘରୋଇ କଳିର କରୁଣ ପରିଣତି । ପାରିବାରିକ କଳି ଉଗ୍ରରୂପ ଧାରଣ କରିବା ପରେ ମା’ ଦୁଇ ପୁଅଙ୍କ ଦେହରେ କିରୋସିନ ଢାଳି ନିଅାଁ ଲଗାଇ ନିଜେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଘଟିଛି କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକର ଲାଞ୍ଜୁଡ଼ା ପଂଚାୟତ
Read More...

କରୋନା ଯୋଦ୍ଧାଙ୍କୁ ଖାଦ୍ୟ ସାମଗ୍ରୀ ଉପହାର

ଯାଜପୁର: ଯାଜପୁର ଜିଲ୍ଲାର କରୋନା ଯୋଦ୍ଧାମାନଙ୍କୁ ଉତ୍ସାହିତ କରିବା ପାଇଁ ଲୋକପି୍ରୟ ବିଧାୟକ ଶ୍ରୀ ପ୍ରଣବ ପ୍ରକାଶ ଦାସଙ୍କ ତତ୍ୱାବଧାନରେ ଓଡ଼ିଶାର ଅଗ୍ରଣୀ ମସଲା ଓ ଖାଦ୍ୟ ପ୍ରସ୍ତୁତକାରୀ ଉଦ୍ୟୋଗ ରୁଚି ଫୁଡ୍ ଲାଇନ୍ ପକ୍ଷରୁ ସ୍ୱତନ୍ତ୍ର ଖାଦ୍ୟ ସାମଗ୍ରୀ ଉପହାର ପ୍ରଦାନ କରାଯାଇଛି ।
Read More...

ବାତ୍ୟାରେ ପ୍ରଭାବିତ ହେବେ ୬୪୯ ଗାଁର ୭ ଲକ୍ଷ ଲୋକ

ଭୁବନେଶ୍ୱର: ଓଡ଼ିଶା ଆଡ଼କୁ ମୁହାଁଉ ଥିବା ସାମୁଦ୍ରିକ ବାତ୍ୟା ‘ଅମ୍ଫାନ’ ପ୍ରଭାବରେ ଉପକୂଳ ଓଡ଼ିଶାର ୬୪୯ଟି ଗାଁର ପ୍ରାୟ ୭ ଲକ୍ଷ ଲୋକ ପ୍ରଭାବିତ ହେବାର ଆଶଙ୍କା ରହିଛି । ବାତ୍ୟା ମୁକାବିଲା ନେଇ ସଚିବସ୍ତରୀୟ ପ୍ରସ୍ତୁତି ବୈଠକ ପରେ ମୁଖ୍ୟ ଶାସନ ସଚିବ ଅସିତ କୁମାର ତ୍ରିପାଠୀ ଗଣମାଧ୍ୟମକୁ
Read More...

ଜିଲ୍ଲାପାଳଙ୍କ ବିଭିନ୍ନ ଟିଏମ୍ସି କେନ୍ଦ୍ର ପରିଦର୍ଶନ

ଯାଜପୁର: ଯାଜପୁର ଜିଲ୍ଲାପାଳ ରଂଜନ କୁମାର ଦାସ ଏବଂ ଅନ୍ୟାନ୍ୟ ବରିଷ୍ଠ ଅଧିକାରୀମାନେ ବିଂଝାରପୁର ବ୍ଲକର ବିଭିନ୍ନ ଅଂଚଳରେ ଥିବା ଟି.ଏମ୍.ସି କେନ୍ଦ୍ର ପରିଦର୍ଶନ କରିବା ସହିତ କୋଭିଡ୍-୧୯ ଉଦେ୍ଧଶ୍ୟରେ ସମସ୍ତ ଦିଗ ପ୍ରତି ନଜର ଦେଇଥିଲେ । ଏହି ଗସ୍ତ ସମୟରେ ବ୍ଲକ୍ ପକ୍ଷରୁ କରୋନା
Read More...

ବିଞ୍ଝାରପୁରକୁ ଫେରିଲେ ୩୭୮ ପ୍ରବାସୀ ଶ୍ରମିକ

ବିଞ୍ଝାରପୁର: କରୋନା ସଂକ୍ରମଣ ଭୟରେ ଅନ୍ୟ ରାଜ୍ୟମାନଙ୍କରେ କାର୍ଯ୍ୟ କରୁ୍ଥିବା ଓଡିଆ ଶ୍ରମିକ ଓ ତାଙ୍କ ପରିବାର ସମେତ ପାଠ ପଢିବାକୁ ଯାଇଥିବା ଛାତ୍ରଛାତ୍ରୀ ଘରକୁ ଫେରୁଥିବା ଦେଖିବାକୁ ମିଳିଛି । ବିଞ୍ଝାରପୁର ବ୍ଲକରେ ପ୍ରାୟ ୧୦ ହଜାରରୁ ଅଧିକ ଲୋକ ଫେରିବା ପାଇଁ ନିଜନିଜର ନାମ ପଞ୍ଜୀକରଣ
Read More...

ସ୍ୱାମୀଙ୍କୁ ଶିଳପୁଆରେ ଛେଚି ହତ୍ୟା କଲା ସ୍ତ୍ରୀ

ବ୍ରହ୍ମପୁର : ବ୍ରହ୍ମପୁର ଗେଟ ବଜାର ଜଗିଲି ସାହିରେ ବନମାଳି ବହେରା ତାଙ୍କର ପତ୍ନୀ ଓ ଦୁଇ ପିଲାଙ୍କ ସହ ରହନ୍ତି। ତେବେ ବନମାଳି କିଛି ରୋଜଗାର କରନ୍ତି ନାହିଁ। ଆର୍ଥିକ ପରିସ୍ଥତିକୁ ନେଇ ଅନେକ ସମୟରେ ବନମାଳି ଓ ତାଙ୍କ ସ୍ତ୍ରୀଙ୍କ ମଧ୍ୟରେ କଳହ ଲାଗି ରହିଥାଏ। ଗତକାଲି ସନ୍ଧ୍ୟାରେ ବି
Read More...

ଆଉ ଚାଲିବେନି ପ୍ରବାସୀ ଶ୍ରମିକ

ଭୁବନେଶ୍ବର : ପ୍ରବାସୀ ଓଡ଼ିଆ ଶ୍ରମିକ ହୁଅନ୍ତୁ କି ଅଣଓଡ଼ିଆ ଶ୍ରମିକ , ଓଡ଼ିଶା ମଧ୍ୟ ଦେଇ ଯାଉଥିବା ଶ୍ରମିକମାନଙ୍କୁ ଆଉ ଚାଲିବାକୁ ପଡ଼ିବ ନାହିଁ। ସରକାର ସେମାନଙ୍କୁ ମାଗଣାରେ ବସ୍‌ ସେବା ଯୋଗାଇଦେବେ। ଅଣଓଡ଼ିଆ ଶ୍ରମିକ ‌ହୋଇଥିଲେ, ବସ୍‌ ସେମାନଙ୍କୁ ଓଡ଼ିଶା ସୀମା ପାର୍ କରାଇବ।
Read More...