Browsing Category

State

ଟି.ଏମ୍.ସି. କେନ୍ଦ୍ର ବୁଲିଲେ ବିଧାୟିକା ଓ ଜିଲ୍ଲାପାଳ

ଯାଜପୁର: ବରୀ ବିଧାୟିକା ସୁନନ୍ଦା ଦାସ ବୁଧବାର ବରୀ ନିର୍ବାଚନ ମଣ୍ଡଳୀର ବିଭିନ୍ନ ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିରକୁ ଜିଲ୍ଲାପାଳ ରଂଜନ କୁମାର ଦାସଙ୍କ ସହ ଅନୁଧ୍ୟାନ କରିଛନ୍ତି । ବିଭିନ୍ନ ରାଜ୍ୟରେ ଅଟକି ରହିଥିବା ଯାଜପୁର ଲୋକମାନେ ନିଜ ନିଜ ଅଂଚଳକୁ ଫେରୁଥିବାରୁ ସେମାନଙ୍କର ନିରାପଦ ରହଣି
Read More...

ନାଲକୋ ଅଞ୍ଚଳରୁ ବିଦେଶୀ ମଦ ଜବତ

ଅନୁଗୁଳ: 14/05/2020ରିଖ ଦିନ ନାଲକୋ ଥାନାର ନୂତନ ଥାନା ଅଧିକାରିଣୀ ଶ୍ରୀମତୀ ବିନ୍ଦୁ ବାସିନୀ ବିଶ୍ୱାଳଙ୍କ ନିର୍ଦେଶ କ୍ରମେ ଥାନାର ନୂତନ ASI ଶ୍ରୀ ଭଗବାନ ସାହୁ ଓ ଥାନା କର୍ମଚାରୀଙ୍କ ସହାୟତାରେ ନାଲକୋ କେନାଲ ରୋଡରୁ 46ଲିଟର ଦାମୀ ଦାମୀ ବିଦେଶୀ ମଦ ଜବତ କରାଯାଇଛି |ପୋଲିସ ସୂତ୍ରରୁ
Read More...

ନୂତନ ଏଡିଏମ୍ଙ୍କ ଯୋଗଦାନ

ରାୟଗଡା: ରାୟଗଡା ଜିଲ୍ଲାର ନୂତନ ଅତିରିକ୍ତ ଜିଲ୍ଲାପାଳ ଭାବେ ଶରତ ଚନ୍ଦ୍ର ପଣ୍ଡା, ଓ.ପ୍ର.ସେ (କ) କାର୍ଯ୍ୟରେ ଯୋଗଦାନ କରିଛନ୍ତି । ଏଥି ପୂର୍ବରୁ ଶ୍ରୀ ପଣ୍ଡା ସୂବର୍ଣ୍ଣପୁର ଜିଲ୍ଲାରେ ଅତିରିକ୍ତ ଜିଲ୍ଲାପାଳ ଭାବରେ ୨୦୧୮ ମସିହାଠାରୁ ୨୦୨୦ ଯାଏଁ କାର୍ଯ୍ୟରତ ଥିଲେ । ଏଥିସହ ଅତିରିକ୍ତ
Read More...

୨ଟି ଟ୍ରେନରେ ଫେରିଲେ ରାୟଗଡାର ୫୭ ଶ୍ରମିକ

ରାୟଗଡା: କରୋନା ମହାମାରୀକୁ ନେଇ ସାରା ଦେଶରେ ଲକ୍ଡାଉନ୍ ଘୋଷଣା ହୋଇଥିଲା । ଫଳରେ ସାରା ଦେଶରେ ଚକ, ଅଖ ସବୁ ଠପ୍ ହୋଇଯାଇଥିଲା । ଲକ୍ଡାଉନ୍ ଯୋଗୁଁ ବିଶେଷ କରି ବାହାର ରାଜ୍ୟରେ କାମ କରୁଥିବା ପ୍ରବାସୀ ଶ୍ରମିକମାନେ ବହୁ ଅସୁବିଧାର ସମ୍ମୁଖୀନ ହୋଇଥିଲେ । ଏ ନେଇ ରାଜ୍ୟ ସରକାର
Read More...

ବାପୁଜୀ ନଗରରେ ଖୋଲିଲା ଦୋକାନ

ଭୁବନେଶ୍ୱର- ବାପୁଜୀ ନଗରରେ ଦେକାନ ଖୋଲିବା ନେଇ ଏସଓପି ସହ ମହାନଗର ନିଗମ ଅନୁମତି ଦେଇଛନ୍ତି । ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡି ପ୍ରବେଶ ନେଇ କଟକଣା ଜାରି କରାଯାଇଛି । ବ୍ୟବସାୟୀ, ଦୋକାନ କର୍ମଚାରୀ ଓ ଗ୍ରାହକ ମାନେ ଜନପଥରେ ଗାଡି ପାକିଂ କରି ଚାଲିଚାଲି ଯିବେ । ସମାଜିକ ଦୁରତ୍ୱ
Read More...

କଳା କୋଟ୍ ଓ ଗାଉନ ପିନ୍ଧିବେନି ହାଇକୋର୍ଟ ଓକିଲ

କଟକ- ହାଇକୋର୍ଟ ଓକିଲଙ୍କୁ କଳା କୋଟ୍ ଓ ଗାଉନ ମନା । କରୋନା ସଂକ୍ରମଣ ଆଶଙ୍କା ନେଇ ମୁଖ୍ୟ ବିଚାରପତି ଓକିଲ ମାନଙ୍କୁ ନିର୍ଦେଶ ଦେଇଛନ୍ତି । ପୁରୁଷ ମାନେ ଧଳା ସାର୍ଟ,ପ୍ୟାଂଟ ଓ କମିଜ ପିନ୍ଧିବା ସହ ମହିଳା ମାନେ ଧଳା ଶାଢୀ ଓ ଧଳା ନେକ୍ ବ୍ୟାଣ୍ଡ ପରିଧାନ କରିବାକୁ ପରାମର୍ଶ ଦେଇଛନ୍ତି
Read More...

ବାଲେଶ୍ୱରରେ ପଂହଚିଲା ଶ୍ରମିକ ଟ୍ରେନ୍

ବାଲେଶ୍ୱର- ପ୍ରବାସୀ ଓଡିଆଙ୍କୁ ନେଇ ବାଲେଶ୍ୱରରେ ପଂହଚିଲା ସ୍ୱତନ୍ତ୍ର ଟ୍ରେନ । ବାଲେଶ୍ୱର ଜିଲ୍ଲାର ୧୧୬ ଓ ମୟୂରଭଞ୍ଜ ଜିଲ୍ଲାର ୧୬୧ ଜଣ ଶ୍ରମିକ ଏହି ଟ୍ରେନରେ ଅଛନ୍ତି । ଆଜି ଆଉ ଦୁଇଟି ସ୍ୱତନ୍ତ୍ର ଟ୍ରେନ ଗୁଜୁରାଟ ଓ ହାଇଦ୍ରାବାଦରୁ ଆସିବ ବୋଲି ସୂଚନା ମିଳିଛି ।
Read More...

ସରପଂଚଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ୫୦ ଲକ୍ଷ ଟଙ୍କା ସହାୟତା

ଭୁବନେଶ୍ୱର- ସରପଂଚଙ୍କ ପାଇଁ ରାଜ୍ୟ ସରକାରଙ୍କ ବଡନିଷ୍ପତି । କରୋନା ଯୁଦ୍ଧରେ ସାମିଲ କୌଣସି ସରପଂଚ ମୃତୁ୍ୟ ବରଣ କଲେ ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରିଛନ୍ତି । ଏନେଇ ଟୁଇଟ ଜରିଆରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ।
Read More...

ସୁସ୍ଥ ହେଲେ ୮ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ଶୁକ୍ରବାର ରାଜ୍ୟରେ ପୁଣି ୮ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏହାକୁ ମିଶାଇ ଆରୋଗ୍ୟ ସଂଖ୍ୟା ୧୬୬ରେ ପହଂଚିଛି ।ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ଯାଜପୁରରୁ ୪, ଭଦ୍ରକରୁ ୨, ବାଲେଶ୍ୱର ଓ କେନ୍ଦୁଝରରୁ ୧ ଜଣ । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ
Read More...