Browsing Category

State

ଗ୍ରୀଷ୍ମ ଲହରି: ୭ ସହରରେ ୪୦ ଡିଗ୍ରୀ ଉପରେ

ଭୁବନେଶ୍ୱର-ତତଲା କଡେଇରେ ସିଝୁଛି ସାରା ରାଜ୍ୟ । ଗୁରୁବାର ୭ ଟି ସ୍ଥାନରେ ସର୍ବାଧିକ ତପମାତ୍ରା ୪୦ ଡିଗ୍ରୀ ଟପିଛି । ତାଳଚେରରେ ୪୨.୧ ଡିଗ୍ରୀ ସେଲସିୟସ ରେକର୍ଡ କରାଯାଇଛି । ଟିଟିଲାଗଡରେ ୪୧.୨, ମାଲକାନାଗିରିରେ ୪୧, ପାରଳାଖେମୁଣ୍ଡିରେ ୪୦,ଭବାନୀପାଟଣା, ସମ୍ବଲପୁର ଓ ବଲାଙ୍ଗିରରେ
Read More...

ଆଜି ଚକଡେରା ଅନୁକୂଳ

ପୁରୀ- ଅଜି ତିନି ରଥର ଚକାଡେରା ଅନୁକୂଳ ପର୍ବ । ଏଥିପାଇଁ ତିନି ରଥ ନନ୍ଦିଘୋଷ,ତାଳଧ୍ୱଜ ଓ ଦର୍ପଦଳନର ୨ଟି ଲେଖାଏଁ ୬ ଟି ଚକ ଓ ଗୋଟିଏ ଲେଖାଏଁ ଅଖ ପ୍ରସ୍ତୁତ ହୋଇଛି । ଚକ ଅଖ ସଂଯୋଗ କରାଯାଇ ଚକଡେରା ଅନୁକୂଳ ପୂର୍ବ ଅନୁଷ୍ଠିତ ହେବ ।
Read More...

ପ୍ରବାସୀଙ୍କ ପଞ୍ଜୀକରଣ ପାଇଁ ଆଧାର ବାଧ୍ୟତାମୂଳକ ନୁହେଁ

କଟକ- ପ୍ରବାସୀ ପଞ୍ଜୀକରଣ ପାଇଁ ଆଧାର କାର୍ଡ ବାଧ୍ୟତାମୂଳକ ନୁହେଁ । ରାଜ୍ୟ ସରକାର ଏଥିପାଇଁ ପୋର୍ଟାଲରେ ପଞ୍ଜୀକରଣ ବ୍ୟବସ୍ଥା କରିଛନ୍ତି । କିନ୍ତୁ ଜଣେ ପ୍ରବାସୀଙ୍କ ପରିଚୟଭାବେ ଆଧାର ବାଧ୍ୟତାମୂଳକ କରାଯାଇଛି । ଆଧାର କାର୍ଡ ତଥ୍ୟ ନଦେଲେ ୱେବସାଇଟରେ ପଞ୍ଜୀକରଣ ହେଉନି ।ଏହି
Read More...

ନୂଆ ୪୮ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୪୮ ପଜିଟିଭ ଚିହ୍ନଟ ହୋଇଛି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୬୭୨ରେ ପହଂଚିଛି । ସେମାନଙ୍କୁ ମଧ୍ୟରୁ ଗଞ୍ଜାମରୁ ୧୨,ବାଲେଶ୍ୱରରୁ ୧୨, ପୁରୀରୁ ୧୦,ଭଦ୍ରକରୁ ୧୦, ଭଦ୍ରକରୁ ୬, ନୟାଗଡରୁ ୩, ଯାଜପୁରରୁ ୨, କଟକ,ଦେବଗଡ ଓ ସୁନ୍ଦରଗଡରୁ ଜଣେ ଲେଖାଏଁ
Read More...

କଳାକାରମାନଙ୍କ ଡାଟା ବେସ୍ ପ୍ରସ୍ତୁତ ହେବ

ଯାଜପୁର: ରାଜ୍ୟ ସରକାର କଳାକାର ମାନଙ୍କର ଏକ ଡାଟା ବେସ୍ ବା ତଥ୍ୟ ପୂର୍ଣ୍ଣ ତାଲିକା ପ୍ରସ୍ତୁତ କରିବାକୁ ଯାଉଚ୍ଥନ୍ତି । ପୂର୍ବରୁ ରାଜ୍ୟ ସରକାର ଜିଲ୍ଳ୍ା କଳା ସଂସ୍କୃତି ସଂଘ, ବ୍ଳ୍କ କଳା ସଂସ୍କୃତି ସଂଘ ଗଠନ କରିଚ୍ଥନ୍ତି । ଯାହାଦ୍ୱାରା କଳାକାରମାନେ ସଂଗଠିତ ହେବାସହ ସେମାନଙ୍କର କଳା
Read More...

ରାୟଗଡାରେ ହେବ କୋଭିଡ୍ ସ୍ୱାବ୍ ଟେଷ୍ଟିଂ

ରାୟଗଡା: ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ହେବ ସ୍ୱାବ୍ ପରୀକ୍ଷା । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ଦିନକୁ ୧୦୦ ସ୍ୱାବ୍ ପରୀକ୍ଷଣ ପାଇଁ ଲକ୍ଷ୍ୟ ରଖିଛି ସ୍ୱାସ୍ଥ୍ୟ ବିଭାଗ । ଯଦି ସବୁ ଠିକ୍ ରୁହେ ତେବେ ଚଳିତ ମାସ ୨୫ ତାରିଖଠାରୁ ପରୀକ୍ଷଣ
Read More...

ମମତାଙ୍କ ବଡ ଘୋଷଣା

ଭୁବନେଶ୍ୱର- ରାଜ୍ୟ ବାହାରେ ଫଶିଥିବା ପଶ୍ଚିମବଙ୍ଗର ଲୋକମାନଙ୍କୁ ଫେରେଇ ଆଣିବା ପାଇଁ ୧୦୫ଟି ଅତିରିକ୍ତ ଟ୍ରେନ ଚଲାଇବାକୁ ଘୋଷଣା ପଶ୍ଚିମବଙ୍ଗ ସରକାର ମମତା ବନାର୍ଜୀ କରିଛନ୍ତି । ଏନେଇ ସେ ଟୁଇଟ କରି ସୂଚନା ଦେଇଛନ୍ତି ।
Read More...

ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ମାଓବାଦୀଙ୍କୁ ଆଦିବାସୀ ବିକାଶ ସଂଘର ଆହ୍ଵାନ

ନୂଆପଡ଼ା: ଆଦିବାସୀ ବିକାଶ ସଂଘ ମାଓବାଦୀମାନଙ୍କୁ କରୋନା ମହାମାରୀ ସମୟରେ ମୁଖ୍ୟ ସ୍ରୋତକୁ ଫେରି ଆସିବା ପାଇଁ ଆହ୍ଵାନ ଦେଇ ଏକ ପୋଷ୍ଟର ମାରିଛନ୍ତି। ଏହି ପୋଷ୍ଟର ନୂଆପଡ଼ା ଜିଲ୍ଲା ସଦର ମହକୁମା ଠାରୁ ୩ କିଲୋମିଟର ଟାନୁୱାଟ ଛକ ଠାରେ ଦେଖିବାକୁ ମିଳିଛି। ଏହି ପୋଷ୍ଟର ଉଲ୍ଲେଖ ରହିଛି ଯେ,
Read More...

ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ସୁସ୍ଥ ହେଲେ ଆଉ ୧୫ କରୋନା ଆକ୍ରାନ୍ତ । ସମସ୍ତେ ଯାଜପୁର ଜିଲ୍ଲାର । ଏହାକୁ ମିଶାଇ ୧୫୮ରେ ପଂହଚିଛି ଆରୋଗ୍ୟ ସଂଖ୍ୟା । ଯାଜପୁର ଜିଲ୍ଲାରେ ୮୮ ପଜିଟିଭ ରହିଥିବା ବେଳେ ୪୮ ସୁସ୍ଥ ହୋଇଛନ୍ତି ଓ ୪୦ ଆକ୍ଟିଭ କେଶ ରହିଛି ।
Read More...

ଯାଜପୁରରେ ୧୪୪ ଧାରା ଜାରି

ଜପୁର- ଯାଜପୁର ରୋଡରେ ଗୁରୁବାର ମଧ୍ୟାହ୍ନରୁ ଅନିର୍ଦ୍ଧଷ୍ଟକାଳ ପର୍ଯ୍ୟନ୍ତ ଲାଗୁହେଲା ୧୪୪ ଧାରା । ସୁରତ ଓ ଆନ୍ଧ୍ରପ୍ରଦେଶରୁ ଆସୁଥିବା ଦୁଇଟି ପ୍ରବାସୀ ଶ୍ରମିକ ଟ୍ରେନ ଆଜି ଅପରାହ୍ନ ୪ଟା ଓ ଆସନ୍ତାକାଲି ସକାଳ ୬ ଟାରେ ଯାଜପୁରରେ ପଂହଚିବ । ପ୍ରତି ଟ୍ରେନରେ ୧୫୦୦ ପ୍ରବାସୀ ଆସୁଛନ୍ତି ।
Read More...