Browsing Category

State

ରାୟଗଡାରେ ପଂହଚିଲା ପ୍ରବାସୀ ଶ୍ରମିକ ଟ୍ରେନ

ରାୟଗଡା- ତାମିଲନାଡୁ ତିରିପୁରରୁ ଆସିଥିବା ପ୍ରବାଦୀ ଶ୍ରମିକ ଟ୍ରେନ ରାୟଗଡାରେ ପଂହଚିଛି । ପ୍ରଶାସନ ପକ୍ଷରୁ ବ୍ୟପକ ବ୍ୟବସ୍ଥା କରାଯାଇଛି । ସଂକ୍ରମଣ ଏଡାଇବା ପାଇଁ ଆଜି ସଂଧ୍ୟା ୭ ଟା ପର୍ଯ୍ୟନ୍ତ ଷ୍ଟେସନ ଆଖପାଖ ଅଂଚଳରେ ୧୪୪ଧାରା ଜାରି କରାଯାଇଛି ।
Read More...

ବଦଳିଲେ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ସଚିବ

ଭୁବନେଶ୍ୱର- ବଦଳିଲେ ସ୍ୱାସ୍ଥ୍ୟ ବିଭାଗ ପ୍ରମୁଖ ନିକୁଞ୍ଜ ବିହାରୀ ଧଳ । ଶକ୍ତି ବିଭାଗ ପ୍ରମୁଖ ସଚିବ ଭାବେ ଧଳଙ୍କୁ ନିଯୁକ୍ତି କରିଛନ୍ତି ରାଜ୍ୟ ସରକାର ।ସେହିଭଳି ଶକ୍ତି ବିଭାଗ ସଚିବ ବିଷ୍ଣୁପଦ ସେଠୀଙ୍କୁ ରାଜସ୍ୱ ବିଭାଗ ସଚିବ ଦାୟିତ୍ୱ ଦିଆଯାଇଛି । ବିଜ୍ଞାନ ଓ ବୈଷୟିକ ବିଭାଗ ସଚିବ
Read More...

ବିମାନ ଓ ରେଳ ଯାତ୍ରୀଙ୍କ ପାଇଁ ସଙ୍ଗରୋଧ ବାଧ୍ୟତାମୂଳକ

ଭୁବନେଶ୍ବର : ବିମାନ ଓ ରେଳରେ ଓଡ଼ିଶାକୁ ଆସୁଥିବା ଯାତ୍ରୀଙ୍କ ପାଇଁ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ନିର୍ଦେଶାବଳୀ ଜାରି ହୋଇଛି। ଯାତ୍ରୀମାନେ ଏଥିପାଇଁ ପ୍ରାକ୍ ପଞ୍ଜୀକରଣ କରିବା ସହିତ ସଙ୍ଗରୋଧରେ ରହିବା ବାଧ୍ୟତାମୂଳକ କରିଛନ୍ତି ରାଜ୍ୟ ସରକାର। ତେବେ ସଙ୍ଗରୋଧରେ ରହିବା ସମୟରେ ଯେଉଁମାନେ
Read More...

ଲଘୁଚାପ : ୧୬ରେ ବାତ୍ୟା ରୂପ ନେବ

ଭୁବନେଶ୍ବର : ବଙ୍ଗୋପସାଗରରେ ଆଣ୍ଡାମାନ ନିକଟବର୍ତ୍ତୀ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ଘନୀଭୂତ ହୋଇ ଅବପାତ ରୂପ ନେବା ସହିତ ପରବର୍ତ୍ତୀ ୪୮ଘଣ୍ଟାରେ ଅର୍ଥାତ ଆସନ୍ତା ୧୬ ତାରିଖ ସୁଦ୍ଧା ସାମୁଦ୍ରିକ ବାତ୍ୟାର ରୂପ ନେବ ବୋଲି ଆକଳନ କରାଯାଇଛି। ତେବେ ଏହି ବାତ୍ୟା ଓଡ଼ିଶା
Read More...

ଓଡ଼ିଶାରେ କୋଭିଡ୍‌ ହସ୍ପିଟାଲ ବେଡ୍‌ ସଂଖ୍ୟା ୪ ହଜାର ହେବ

ଭୁବନେଶ୍ଵର: ରାଜ୍ୟରେ କୋଭିଡ୍‌ ହସ୍ପିଟାଲରେ ବେଡ୍‌ ସଂଖ୍ୟା ବୃଦ୍ଧି କରାଯାଇ ୪ହଜାର ହେବ। ଗୁରୁବାର ଅନୁଷ୍ଠିତ ମନ୍ତ୍ରୀସ୍ତରୀୟ ବୈଠକ ପରେ ସ୍ୱାସ୍ଥ୍ୟ ମନ୍ତ୍ରୀ ନବକିଶୋର ଦାସ ଏ ନେଇ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ରାଜ୍ୟରେ କରୋନା ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଉଥିବାରୁ ବେଡ୍‌
Read More...

କେନ୍ଦ୍ରପଡାରେ ୧୩ ପଜିଟିଭ ଚିହ୍ନଟ

ଭୁବନେଶ୍ୱର-କେନ୍ଦ୍ରପଡାରେ ପୁଣି ୧୩ କରୋନା ଆକ୍ରାନ୍ତ ଚିହ୍ନଟ । କେନ୍ଦ୍ରାପଡା ଜିଲ୍ଲା ପ୍ରଶାସନ ପକ୍ଷରୁ ଏହି ସୂଚନା ଦିଆଯାଇଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ କେନ୍ଦ୍ରପଡାରେ ପଜିଟିଭଙ୍କ ସଂଖ୍ୟା ୨୨କୁ ବୃଦ୍ଧି ପାଇଛି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୬୨୪ ପଂହଚିଛି ।
Read More...

ଯାଜପୁରରେ କରୋନା ସ୍ଥିତି ଅନୁଧ୍ୟନ କଲେ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ

ଯାଜପୁର-ବୁଧବାର ତିନି ଜଣିଆ କେନ୍ଦ୍ରୀୟ ସ୍ୱାସ୍ଥ୍ୟ ଟିମ ଯାଜପୁର ଜିଲ୍ଲାରେ କରୋନା ସ୍ଥିତି ସମୀକ୍ଷା କରିଛନ୍ତି । ଏହି ଟିମ୍ ଜିଲ୍ଲାପାଳ ଓ ଅନ୍ୟ ଅଧିକାରୀମାନଙ୍କ ସହ ସ୍ଥିତିସମ୍ପର୍କରେ ଆଲୋଚନା କରିଛନ୍ତି । କରେନା ଆକ୍ରାନ୍ତଙ୍କୁ ମିଳୁଥିବା ସୁବିଧା ସୁଯୋଗ, ଚିକିତ୍ସା ଓ କଂଟେନମେଂଟ
Read More...

ଅବସରପ୍ରାପ୍ତ ପୁଲିସଙ୍କୁ ଠିକା ନିଯୁକ୍ତି

ଭୁବନେଶ୍ୱର- ଅବସାରପ୍ରାପ୍ତ ୨୩୯୪ ପୁଲିସ କର୍ମଚାରୀଙ୍କୁ ଠିକା ନିଯୁକ୍ତି । କରୋନା ଲକଡାଉନ ପାଇଁ ଅଧିକ ସଂଖ୍ୟକ ପୁଲିସ କର୍ମଚାରୀଙ୍କ ଆବଶ୍ୟକତା ରହିଛି । ତେଣୁ ୩ ମାସ ପାଇଁ ଅବସରପ୍ରାପ୍ତ କର୍ମଚାରୀଙ୍କୁ ସ୍ୱତନ୍ତ୍ର ପୁଲିସ ଅଧିକାରୀ ଭାବେ ନିଯୁକ୍ତି ଦିଆଯିବ । ଏଥିପାଇଁ ଅର୍ଥ ବିଭାଗ
Read More...

ଲକ୍ଡ଼ାଉନ୍ ରେ ଫାଇଦା ନେଉଛନ୍ତି ଶିକାରୀ ଓ କାଠ ମାଫିଆ

କଟକ : ଲକ୍‌ଡାଉନ୍‌ରେ ସକ୍ରିୟ ହୋଇଉଠିଛନ୍ତି ଶିକାରୀ ଓ କାଠ ମାଫିଆ। ଜଙ୍ଗଲରେ ଜନ୍ତୁ ଶିକାର ପାଇଁ ଅବାଧରେ ବିଛାଉଛନ୍ତି ଜା‌ଲ । ମାର୍ଚ୍ଚ ୨୨ ରୁ ମେ ୬ ତାରିଖ ସୁଦ୍ଧା କେବଳ ନରସିଂହପୁର ଓ ବଡ଼ମ୍ବା ରେଞ୍ଜ୍‌ରୁ ୭ଜଣ କାଠ ଓ କୋଇଲା ଚୋରାଚାଲାଣକାରୀଙ୍କୁ ଗିରଫ କରିଥିଲା ବନବିଭାଗ। ୩ଜଣ
Read More...

କଟକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ ଭଦ୍ରକର ନୂଆ ୯ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ଆଜି ଚିହ୍ନଟ ହୋଇଥିବା ଭଦ୍ରକର ୯ ନୂଆ କରୋନା ଆକ୍ରାନ୍ତଙ୍କୁ କଟକ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଛି । ଏନେଇ ଭଦ୍ରକ ପ୍ରଶାସନ ପକ୍ଷରୁ ସୂଚନା ଦିଆଯାଇଛି । ଭଦ୍ରକ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୦କୁ ବୃନ୍ଧି ପାଇଛି । ସେଥିମଧ୍ୟରୁ ୧୯ ସୁସ୍ଥ ହୋଇଥିବା
Read More...