Browsing Category

State

ମାସ୍କ ବଂଟନ ଓ କରୋନା ସଚେତନତା

ବଲାଙ୍ଗିର: ଗତ କିଛି ଦିନ ଧରି ବଲାଙ୍ଗୀର ଜିଲ୍ଲାର ବିଭିନ୍ନ ବ୍ଲକ ଓ ବରଗଡ ଜିଲ୍ଲାର ପାଇକମାଲ ଓ ପଦ୍ମପୁର ଅଂଚଳରେ ପଶ୍ଚିମ ଓଡିଶା ପରିବାର, ମୁମ୍ବାଇର ସହାୟତାରେ ବଲାଙ୍ଗିର ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପଲ୍ଲୀ ଆଲୋକ ପାଠାଗାର, ନଅଗାଁ ତରଫରୁ ଆଜି ବଲାଙ୍ଗୀର ସହରର କଂସାରୀପଡା,
Read More...

ନାଗାବଳୀ ନଦୀରୁ ଦୈନିକ ଶହ ଶହ ଟ୍ରାକ୍ଟର ବାଲି ଚାଲାଣ

ରାୟଗଡା: ରାୟଗଡା ଜିଲ୍ଲାରେ ବାଲି ମାଫିଆମାନେ ସକ୍ରିୟ ହୋଇଛନ୍ତି । ଜିଲ୍ଲାରେ ଥିବା ବିଭିନ୍ନ ବାଲି ଘାଟରୁ ଦୈନିକ ଶହ ଶହ ସଂଖ୍ୟକ ଟ୍ରାକ୍ଟର ଯୋଗେ ବାଲି ଚୋରା ଚାଲାଣ ହେଉଥିବା ଅଭିଯୋଗ ହେଉଛି । ୨ ଦିନ ତଳେ ଓଡିଶା-ଆନ୍ଧ୍ର ସୀମାନ୍ତ କେରେଡାଠାରେ ବେଆଇନ ଭାବେ ବାଲି ଖନନ କରାଯାଇ ଚଢା ଦରରେ
Read More...

ଜୁନ ୨୨ ମଧ୍ୟରେ ରଥ ନିର୍ମାଣ ଶେଷ କରିବାକୁ ହାଇକେର୍ଟଙ୍କ ନିର୍ଦେଶ

ଜୁନ ୨୨ ମଧ୍ୟରେ ରଥ ନିର୍ମାଣ ଶେଷ କରିବାକୁ ହାଇକେର୍ଟଙ୍କ ନିର୍ଦେଶ କଟକ: ଆସନ୍ତା ଜୁନ ମାସ ୨୨ ତାରିଖ ସୁଦ୍ଧା ତିନି ଠାକୁରଙ୍କ ରଥ ନିର୍ମାଣ କାର୍ଯ୍ୟ ଶେଷ କରିବାକୁ ଓଡିଶା ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । କରୋନା ଆତଙ୍କ ନେଇ ଲକ୍ ଡାଉନ ଜାରି ହୋଇଥିବାରୁ ୧୦ ଦିନ ବିଳମ୍ବରେ ରଥ
Read More...

ଆଜି ଦେଶବାସୀଙ୍କୁ ସମ୍ବୋଧିିତ କରିବେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ- ଆଜି ସନ୍ଧ୍ୟା ୮ଟାରେ ପଂଚମ ଥର ପାଇଁ ଦେଶବାସୀଙ୍କୁ ସମ୍ଭୋଧିିତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତୃତୀୟ ପର୍ଯ୍ୟୟ ଲକଡାଉନ ପରେ କଣ ହେବ ସେ ନେଇ ଆଲୋଚା କରିପାନ୍ତି ।
Read More...

ବଢିବ ବସ ଭଡା

ଭୁବନେଶ୍ୱର- ବଢିବ ବସ ଭଡା ଏନେଇ ସୂଚନା ଦେଇଛନ୍ତି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ପୂର୍ବରୁ ଗ୍ରୀନ ଜୋନରେ ୫୦% ଯାତୀଙ୍କୁ ନେଇ ବସ ଚାଳିବା ପାଇଁ ନିର୍ଦ୍ଧଶ ଦେଇଥିଲେ । ହେଲେ ବସ ମାଲିକ ମାନେ ଗାଡି ଚଲାଇନଥିଲେ । ଅଧା ସିଟରେ ଲୋକମାନେ ଗଲେ ବସମାଲିକ କ୍ଷତି ସହିବାକୁ ପଡିବ । ତେଣୁ
Read More...

ବିପଦକୁ ଖାତିର ନକରି ଫେରୁଛନ୍ତି ପ୍ରବାସୀ ଓଡ଼ିଆ

ନୂଆପଡ଼ା: କୋରୋନା ପାଇଁ ସାରା ଦେଶରେ ଜାରି ରହିଛି ଲକ୍ଡ଼ାଉନ୍ । ପ୍ରବାସୀ ଶ୍ରମିକ ମାନଙ୍କୁ ରାଜ୍ୟ ସରକାର ନିଜ ଖର୍ଚ୍ଚରେ ଫେରାଇ ଆଣୁଛନ୍ତି । ସଂକ୍ରମଣ କୁ ରୋକିବା ପାଇଁ ସେମାନଙ୍କ ପାଇଁ କ୍ୱାରେନ୍ଟାଇନ୍ ସେନ୍ଟର୍ରେ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଇଛି । ତେବେ ପ୍ରବାସୀ ମାନଙ୍କୁ ଫେରାଇ
Read More...

କଟକ- ଭୁବନେଶ୍ୱର ମଧ୍ୟରେ ଗଡିବ ବସ୍

ଭୁବନେଶ୍ୱର- ଚାକିରିଆଙ୍କ ସୁବିଧା ପାଇଁ ବୁଧାବାର ଠାରୁ କଟକ- ଭୁବନେଶ୍ୱର ମଧ୍ୟରେ ବସ ଚାଳିବ । ରାଜ୍ୟ ସଡକ ପରିବହନ କର୍ତୁପକ୍ଷ ଏହି ବସ ଚଳାଇବେ । ଅଫିସ ଟାଇମରେ ବସଟି ଯାଆସ କରିବ । ୩୦ ଟଙ୍କା ଭଡା ରଖାଯାଇଛି । ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏହି ସୂଚନା ଦେଇଛନ୍ତି ।
Read More...

ଭୁବନେଶ୍ୱରରୁ ଦିଲ୍ଲୀକୁ ଗଡିବ ଟ୍ରେନ

ଭୁବନେଶ୍ୱର- ଆଜିଠୁ ଭୁବେନଶ୍ୱରୁ ଦିଲ୍ଲୀକୁ ଗଡିବ ଯାତ୍ରୀବାହୀ ଟ୍ରେନ । ପ୍ରାଥମିକ ପର୍ଯ୍ୟାୟରେ ୧୫ ଯୋଡା ଟ୍ରେନ ଚଲିବ । ଏନେଇ କେନ୍ଦ୍ର ଗୃହମନ୍ତ୍ରାଳୟ ନିଦେ୍ର୍ଧଶାବଳୀ ଜାରି କରିଛନ୍ତି । ଭୁବନେଶ୍ୱର- ଦିଲ୍ଲୀ ଟ୍ରେନ ଟିକେଟ ଘଂଟାଟେ ମଧ୍ୟରେ ସରିଯାଇଥିବା ନେଇ ରେଲେୱ ପକ୍ଷରୁ ସୂଚନା
Read More...

ରେଳ ଧାରଣାରେ ନ ଚାଲିବାକୁ ନିର୍ଦେଶ

ଭୁବନେଶ୍ୱର-ରେଳ ଟ୍ରାକ ଉପରେ ନଚାଳିବା ପାଇଁ ଦକ୍ଷିଣ ପୂର୍ବାଂଚଳ ରେଳପଥ ପରାମର୍ଶ ଦେଇଛନ୍ତି । ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ପାଇଁ ମାଲବାହୀ ଓ ପାର୍ସେଲ ଟ୍ରେନ ଗୁଡିକ ଚଳାଚଳ କରୁଛି । ଏଥି ସହ ପ୍ରବାଶୀ ମାନଙ୍କ ପାଇଁ ସ୍ୱତନ୍ତ୍ର ଟ୍ରେନ ଯାତାୟତ କରୁଛି । ଏହି ସମସ୍ତ ଟ୍ରେନ ଦକ୍ଷିଣ
Read More...

ମେ ୧୬ ପରେ ବଢିବ ତାତି

ଭୁବନେଶ୍ୱର- ମେ ୧୬ ତାରିଖ ପରେ ତାପମାତ୍ରାରେ ପରିବର୍ତନ ହେବ । ପାରଦ ବଢିବା ସାଙ୍ଗଙ୍କୁ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେବ । ୨ ସପ୍ତାହ ଧରି ଏଭଳି ସ୍ଥିତି ଲାଗି ରହିବ ବୋଲି ଆଂଚଳିକ ପାଣିପାଗ ପୂର୍ବାନୁମାନ କରିଛି ।
Read More...