Browsing Category

State

କରୋନାରେ ଜଣେ ମୃତ

ଭୁବନେଶ୍ୱର: ରାଜ୍ୟରେ କରୋନା  ପରିସ୍ଥିତି ଗମ୍ଭୀର ରୂପ ନେଇଛି।  ଆଜି  ରାଜ୍ୟରେ କରୋନାରେ ଜଣଙ୍କର ମୃତ୍ୟୁ ଘଟିଥିବାବେଳେ ୫୮ ନୂଆ ଆକ୍ରାନ୍ତଙ୍କୁ ଚିହ୍ନଟ କରାଯାଇଛି। ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩୫୨କୁ ବୃଦ୍ଧି ପାଇଛି। ଏ ନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ
Read More...

ଜିଲ୍ଲା ସ୍ୱାସ୍ଥ୍ୟ କର୍ମଚାରୀଙ୍କ ଅବହେଳା ବହୁ ବିଳମ୍ବରେ ସ୍ଵାବ ସଂଗ୍ରହ

ବିଂଝାରପୁର : ବିଂଝାରପୁର ବ୍ଲକରେ କରୋନା ସଂଦିଗ୍ଧଙ୍କ ସ୍ଵାବ ସଂଗ୍ରହକୁ ନେଇ ବିବାଦ ଦେଖାଯାଇଛି । ବ୍ଲକର ଜରୀ, ବାଙ୍ଗରା, ସିଂହପୁର, ଓଳେଇଚନ୍ଦନପୁର, ହଳଦିଡିହ, ଟିଣା, ବାଚ୍ଛୋଳ ଆଦି ପଞ୍ଚାୟତକୁ ବିଭିନ୍ନ ରାଜ୍ୟରୁ ଆସିଥିବା ସଂଦିଗ୍ଧ ମାନଙ୍କର ସ୍ଵାବ ସଂଗ୍ରହ ପାଇଁ ଜିଲ୍ଲା ସ୍ଵାସ୍ଥ୍ୟ
Read More...

ସୁବାସ ଚୌହାନଙ୍କ ପରଲୋକ

ଭୁବନେଶ୍ଵର : ପଶ୍ଚିମ ଓଡ଼ିଶା ବିକାଶ ପରିଷଦର ଅଧ୍ୟକ୍ଷ ତଥା ବିଜୁ ଜନତା ଦଳର ବରିଷ୍ଠ ନେତା ସୁବାସ ଚୌହ୍ୱାନଙ୍କ ପରଲୋକ ଘଟିଛି । ଭୁବନେଶ୍ୱରର ଏକ ଘରୋଇ ମେଡିକାଲରେ ମାତ୍ର ୫୪ ବର୍ଷ ବୟସରେ ତାଙ୍କର ଦେହାନ୍ତ ଘଟିଛି । ଲିଭର କ୍ୟାନସରରେ ପୀଡ଼ିତ ଥିବାରୁ ସେ ଦୀର୍ଘ ଦିନ ଧରି ସେ ଅସୁସ୍ଥ
Read More...

ସଙ୍ଗରୋଧରେ ରହିବେ ସେବାୟତ

ପୁରୀ: କରୋନା କଟକଣା ଭିତରେ ମହାପ୍ରଭୁଙ୍କ ଘୋଷଯାତ୍ରା ପାଇଁ ରଥ ନିର୍ମାଣ କାମ ଆଗେଇ ଚାଲିଛି। ପ୍ରଶାସନିକ ବିଧି ବ୍ୟବସ୍ଥା ଅନୁସାରେ ରଥ ନିର୍ମାଣରେ ନିୟୋଜିତ ଥିବା ସେବାୟତ ଆଜିଠାରୁ ସଙ୍ଗରୋଧରେ ରହିବେ। ତିନୋଟି ଭକ୍ତ ନିବାସରେ ୨୦୫ ଜଣ ସେବାୟତଙ୍କୁ ରଖିବା ପାଇଁ ବ୍ୟବସ୍ଥା
Read More...

ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇ ଦେଲେ ପ୍ରସୂତୀଙ୍କ ସ୍ୱାମୀ

ଗଞ୍ଜାମ: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଏମ୍‌କେସିଜି ମେଡିକାଲରେ ରବିବାର ଏକ ଅଭାବନୀୟ ଘଟଣା ଘଟିଛି। ଏଠାରେ ଜଣେ ପ୍ରସୂତୀଙ୍କ ସ୍ୱାମୀ ଡାକ୍ତରଙ୍କ କାନ କାମୁଡ଼ି ଛିଣ୍ଡାଇ ଦେବାର ଖବର ସାମ୍ନାକୁ ଆସିଛି। ସୂଚନାଯୋଗ୍ୟ, ଆଜି ଗଞ୍ଜାମ ଜିଲ୍ଲା ତାରାତାରିଣୀ ଅଞ୍ଚଳରୁ ଜଣେ ପ୍ରସୂତୀଙ୍କୁ
Read More...

ଷ୍ଟେଜ୍-୩ ପାଦଦେଶରେ ରହିଛି ଓଡ଼ିଶା

ଭୁବନେଶ୍ବର: ରାଜ୍ୟରେ କରୋନା ସ୍ଥିତିକୁ ନେଇ ଆସିଲା ବଡ ସଂକେତ । ରାଜ୍ୟରେ କରୋନା ବର୍ତ୍ତମାନ ତୃତୀୟ ପର୍ଯ୍ୟାୟର ପାଦ ଦେଶରେ ଥିବା ନେଇ ସୂଚନା ଦେଇଛନ୍ତି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଷୟିକ ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ସେ କହିଛନ୍ତି ଯେ, ବର୍ତ୍ତମାନ ଷ୍ଟେଜ୍-୩ ପାଦଦେଶରେ ରହିଛି
Read More...

ଅନୁଗୁଳକୁ ରେଡ୍ ଜୋନ୍ ଘୋଷଣା

ଅନୁଗୁଳ: ରାଜ୍ୟରେ ଆଜି  ଚିହ୍ନଟ ହୋଇଥିବା ୫୮ ଜଣ କରୋନା ପଜିଟିଭଙ୍କ ମଧ୍ୟରୁ ଅନୁଗୁଳ ଜିଲ୍ଲାରୁ ୧୩ ଜଣ ବୋଲି ଜଣାଯିବା ପରେ ଅନୁଗୁଳକୁ ରେଡ୍ ଜୋନ୍ ଘୋଷଣା କରାଯାଇଛି । ଏ ନେଇ ଅନୁଗୁଳ ଜିଲ୍ଲାପାଳ ମନୋଜ ମହାନ୍ତି ସୂଚନା ଦେଇଛନ୍ତି।। ଅନୁଗୁଳର ୧୩ ଜଣଙ୍କ ମଧ୍ୟରୁ ୧୧ଜଣ ହେଉଛନ୍ତି ସୁରତ
Read More...

କଣ୍ଟନମେଣ୍ଟ ଜୋନ ପାଇଁ ମୋବାଇଲ ଏଟିଏମ

ଯାଜପୁର: ଯାଜପୁର ଜିଲ୍ଲାରେ କରୋନା ପାଇଁ ବିଭିନ୍ନ ଅଂଚଳକୁ କଂଟେନ୍ମେଂଟ ଅଂଚଳ ଭାବେ ଘୋଷଣା କରାଯାଇଛି । ଜିଲ୍ଲାରେ ବାହାରୁଥିବା ପଜିଟିଭି କେସ୍ ଆଧାରରେ ୧୯ଗୋଟି କଣ୍ଟେନ୍ମେଣ୍ଟ ଅଂଚଳ ଘୋଷଣା କରାଯାଇଥିବା ବେଳେ ସେଥି ମଧ୍ୟରୁ ବ୍ରହ୍ମବରଦା ଓ ସାନତ୍ରିଲୋଚନପୁର ଅଂଚଳକୁ କଣ୍ଟେନ୍ମେଣ୍ଟକୁ
Read More...

ଯାଜପୁରକୁ ଫେରିଲେ ୧୧୫୯ ଜଣ ପ୍ରବାସୀ ଓଡ଼ିଆ

ଯାଜପୁର: କରୋନା ଭୂତାଣୁ ଭୟ ସାରା ଭାରତ ବର୍ଷର ମାନବ ସମାଜକୁ ଗ୍ରାସ କରିଛି । କରୋନା ଆକ୍ରାନ୍ତରେ ୧୫୦୦ରୁ ଉର୍ଦ୍ଧ ଲୋକ ମୃତୁ ବରଣ କଲେଣି । ୩ୟ ପର୍ଯ୍ୟାୟ ଲକଡ଼ାଉନ୍ ଚାଲୁ ରହିଛି । ନିଜ ଅଂଚଳରୁ ଯାଇ ବାହାର ରାଜ୍ୟରେ କାର୍ଯ୍ୟ କରୁଥିବା ଓଡ଼ିଆ ଶ୍ରମିକ, ଛାତ୍ରଛାତ୍ରୀ ବ୍ୟବସାୟୀମାନେ
Read More...

ଚିନ୍ତା ବଢ଼ାଇଲେ ସୁରତ ଫେରନ୍ତା

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରେନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ବିଶେଷକରି ସୁରତ ଫେରନ୍ତାଙ୍କ ମଧ୍ୟରୁ ଅଧିକାଂଶ କରେନାରେ ଆକ୍ରାନ୍ତ ହୋଇଛନ୍ତି । ଆଜି ଆଉ ୧୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାସହିତ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୨୮୮କୁ
Read More...