Browsing Category

State

ଟ୍ରେନ୍ ଯୋଗେ ଓଡିଶା ଆସିବେ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର- ପ୍ରବାସୀ ଶ୍ରମିକ ମାନେ ଟ୍ରେନଯୋଗେ ଓଡିଶା ଫେରିବେ ନେଇ ସୂଚନା ଦେଇଛନ୍ତି ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା । ସୁପ୍ରିମକୋର୍ଟଙ୍କ ସଂଶୋଧି ରାୟ ପରେ ମନ୍ତ୍ରୀ ଏହି ନିଷ୍ପତି ନେଇଛନ୍ତି । ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରଓ ଗୁଜୁରାଟରୁ ଟ୍ରେନ ଆସିବ ।
Read More...

ମେ ୨୦ରୁ ମାଟ୍ରିକ ଖାତା ମୂଲ୍ୟାୟନ

ଭୁବନେଶ୍ୱର- ମେ ୨୦ ତାରିଖରୁ ମାଟ୍ରିକ ଖାତାଦେଖା ଆରମ୍ଭ । ଏନେଇ ସୂଚନା ଦେଇଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ । ରାଜ୍ୟରେ ୬୦ଟି କେନ୍ଦ୍ରରେ ଖାତା ମୂଲ୍ୟାୟନ କରାଯିବ । ଖାତାଦେଖିବାକୁ ଥିବା ସମସ୍ତ ଇନଭିଜିଲେଟର ମେ ୧୯ ସୁଦ୍ଧା ମୂଲ୍ୟାୟନ କେନ୍ଦ୍ରରେ ରିପୋର୍ଟ
Read More...

ହାଇକୋର୍ଟଙ୍କ ରାୟ ରଦ୍ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ-ପ୍ରବାସୀ ଫେରନ୍ତାଙ୍କ ପ୍ରସଙ୍ଗ ନେଇ ହାଇକୋର୍ଟ ଦେଇଥିବା ରାୟକୁ ରଦ୍ଧ କଲେ ସୁପ୍ରିମକୋର୍ଟ ।ବିନା କୋଭିଡି ଟେଷ୍ଟରେ କୌଣସି ପ୍ରବାସୀ ରାଜ୍ୟ ଭିତରକୁ ପ୍ରବେଶ କରିପାରିବେ ନାହିଁ ବୋଲି ହାଇକୋର୍ଟ ରାୟ ଦେଇଥିବା ବେଳେ ଏହାକୁ ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ବିନା ଟେଷ୍ଟରେ
Read More...

ସେବାୟତଙ୍କ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ

ପୁରୀ-ରଥ ନିର୍ମାଣ କାର୍ଯ୍ୟରେ ନିୟୋଜିତ ସେବାୟତଙ୍କ ପରିବାର ସଦସ୍ୟଙ୍କ କରୋନା ଟେଷ୍ଟ ହେବ । ଶ୍ରମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ଏହି ସୂଚନା ଦେଇଛନ୍ତି । ଏଥିପାଇଁ ପଦେକ୍ଷପ ନେବାକୁ ପୁରୀ ସିଡିଏମକୁ କୁହାଯାଇଛି ।
Read More...

ଅନଲାଇନରେ ପାଠ ପଢିବେ ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀ

ଭୁବନେଶ୍ୱର- ଯୁକ୍ତ ଦୁଇ ଦ୍ୱିତୀୟ ବର୍ଷ ଛାତ୍ରଛାତ୍ରୀଙ୍କ ପାଇଁ ଅନଲାଇନ କ୍ଳାସ ଯୋଗାଇ ଦେବ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ।ଅଧ୍ୟାପକଙ୍କ ଠାରୁ ସମସ୍ତ ଷ୍ଟ୍ରିମ ସଂଗ୍ରହକରିବେ ଅଧ୍ୟାପକ । ଏହାକୁ ଏକ୍ସପର୍ଟ କମିଟି ଯାଂଚ କରିବ । ଡିଜିଟାଲ କୋର୍ସପାଇଁ ଆବଶ୍ୟକ ଶିକ୍ଷାଉପାଦାନ ତଥା ଭିଡିଓ
Read More...

ସଙ୍ଗରୋଧରେ ଥିବା ଯୁକଙ୍କ ମୃତ୍ୟୁ

ସୁବର୍ଣ୍ଣପୁର- ସୁବର୍ଣ୍ଣପୁର ଜିଲ୍ଲା କ୍ୱାରେଂଟାଇନ ସେଂଟର ଭିତରେ ଯୁବକଙ୍କ ମୃତ୍ୟୁ । ଯୁବକ ଜଣଙ୍କ ଶୌଚାଳୟକୁ ଯାଇଥବିା ସମୟରେ ହଠାତ ଅସୁସ୍ଥ ହୋଇ ପଡି ଯାଇଥିଲେ । ଏହାର କିଛି ସମୟ ପରେ ତାଙ୍କର ମୃତ୍ୟୁ ହୋଇଥିଲାା ।ମୃତକଙ୍କ ଘର ପଶ୍ଚିମବଙ୍ଗ ମୁର୍ଶିବାଦ ଜିଲ୍ଲାର କୋହିଦପୁର ଗାଁ
Read More...

କରୋନା ଯୋଦ୍ଧାକୁ ଅବହେଳା

ଭୁବନେଶ୍ୱର- କୋଭିଡ ହସପିଟାଲରେ କର୍ଯ୍ୟରତ ଡାକ୍ତରଙ୍କୁ ମିଳିଲାନି ହୋଟେଲ । ଡିୟୁଟି ଶେଷ ହେବା ପରେ ଡାକ୍ତର, ନର୍ସ ଓ ସ୍ୱାସ୍ଥ୍ୟ କର୍ମୀ ଘରକୁ ନଫେରି ହୋଟେଲରେ୧୪ ଦିନ କ୍ୱାରେଟାଂଇନରେ ରହିବା ପାଇଁ ବ୍ୟବସ୍ଥା କରାଯାଇଛି ।ମାତ୍ର ହୋଟେଲ ମାଲିକ ସେମାନଙ୍କୁ ରହିବା ପାଇଁ ଅନୁମତି ଦେଉ
Read More...

ସୁକତେଲ ପୋଲ ଭୁଶୁଡିବା ଘଟଣା:ନିର୍ବାହୀ ଯନ୍ତ୍ରୀ ସସପେଣ୍ଡ୍

ବଲାଙ୍ଗୀର-ସୁକତେଲ ପୋଲ ଭୁଶୁଡିବା ଘଟଣାରେ ପାଟଣାଗଡ ଗ୍ରାମ୍ୟ ଉନ୍ନୟନ ବିଭାଗର ନିର୍ବାହୀ ଯନ୍ତ୍ରୀ ଆନ୍ଥୋନି କିଶାନ ସସପେଣ୍ଡ । ତାଙ୍କ ସ୍ଥାନରେ ଅନ୍ୟତମ ନିର୍ବାହୀ ଯନ୍ତ୍ରୀ ରାଜେନ୍ଦ୍ର ପ୍ରସାଦ ଆଚାର୍ଯ୍ୟଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯାଇଛି । ତେବେ ପ୍ରକୃତ ଦୋଷୀ କୁହାଯାଉଥିବା
Read More...

ପୁଣି ୧୭ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ୧୭ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟର୧୮ଜିଲ୍ଲାକୁ କରୋନା ବ୍ୟାପିଥିବା ବେଳେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୮୭ରେ ପହଂଚିଛି ।ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଗଞ୍ଜାମରୁ ୧୨, ମୟୂରଭଞ୍ଜରୁ ୩ ,ସୁନ୍ଦରଗଡ ଓ
Read More...

ଜୁଲାଇ ୧୧ରେ ମହାନଦୀ ଜଳ ବିବାଦ ମାମଲାର ଶୁଣାଣି

ନୂଆଦିଲ୍ଲୀ-ଘୁଂଚିଲା ମହାନଦୀ ଜଳ ବିବାଦ ମାମଲାର ଶୁଣାଣି । ମେ ୧୬ ତାରିଖ ଦିନ ଏହି ମାମାଲାର ଶୁଣାଣି ହେବାର ଥିଲା ।ତେବେ ଲକଡାଉନ ଯୋଗୁଁ ଜୁଲାଇ ୧୧ ତାରିଖକୁ ଧାର୍ଯ୍ୟ କରାଯାଇଛି । ଏନେଇ ଟ୍ରିବୁ୍ୟନାଲ ବିଜ୍ଞପ୍ତି ପ୍ରକାଶ ପାଇଛି ।
Read More...