Browsing Category

State

ଗୋଟିଏ ଦିନରେ ୨୦ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଗୁରୁବାର ଦିନ ଗଞ୍ଜାମରୁ ୧୭ ଓ ମୟୂରଭଞ୍ଜରୁ ୩ ଜଣ ନୂଆ ପଚିଟିଭ ଚିହ୍ନଟ ହୋଇଛନ୍ତି । ଗୋଟିଏ ଦିନରେ ଏହା ସର୍ବାଧିକ ।ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୦୫ କୁ ବୃଦ୍ଧି ପାଇଛି । ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ଏନେଇ ସୂଚନା ଦେଇଛନ୍ତି । ପ୍ରଥମ ଥର ପାଇଁ
Read More...

୩.୦ ଲକଟାଉନ କଟକଣା ସଂପର୍କରେ ସ୍ପଷ୍ଟ କଲେ ପୁଲିସ କମିଶନର

ଭୁବନେଶ୍ୱର- ତୃତୀୟ ପର୍ଯ୍ୟୟ ଲକଡାଉନ କଟକଣାକୁ ନେଇ ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ । ସକାଳ ୭ରୁ ସଂନ୍ଧ୍ୟା ୭ଟା ପର୍ଯ୍ୟନ୍ତ ପୂର୍ବପରି କଫୁ୍ର୍ୟ ଜାରି ରହିବ । କୋଭିଡ-୧୯ ମୁକାବିଲା ପାଇଁ କାର୍ଯ୍ୟ କରୁଥିବା ସଂସ୍ଥା ପାଇଁ ଉକ୍ତ କଟକଣା ଲାଗୁହେବନି । ଆଇଟି
Read More...

ଗଞ୍ଜାମରୁ ଚାଲିକି ଆସିଲେ ଯୁବକ

ବିଞ୍ଝାରପୁର : ବିଞ୍ଝାରପୁର ବ୍ଲକ ଅରେଇ ପଞ୍ଚାୟତ ପଣ୍ଡାସାହିର ଭଗବାନ ପଣ୍ଡାଙ୍କ ପୁଅ ପିଣ୍ଟୁ ପଣ୍ଡା(୨୭) ଗଞ୍ଜାମ ଜିଲ୍ଲାର ଓମ୍ ନଗରରେ ଏକ ଘରୋଇ କମ୍ପାନୀରେ କାର୍ଯ୍ୟ କରୁଥିଲେ । କରୋନା ଜନିତ ଲକଡାଉନ ଯୋଗୁଁ କମ୍ପାନୀ ବନ୍ଦ ହୋଇଯାଇଥିଲା । ଗାଡି ବନ୍ଦ କାରଣରୁ ଶ୍ରୀ ପଣ୍ଡା ଘରକୁ
Read More...

ବାଣ ବିସ୍ଫୋରଣ ରେ ଗଲା ଦୁଇ ଜୀବନ

ଢେଙ୍କାନାଳ:ଢେଙ୍କାନାଳ ତୁମୁସିଙ୍ଗା ଥାନା ଅନ୍ତର୍ଗତ ସୋଗର ଗାଁରେ ସରୋଜ କୁମାର ଙ୍କ ଘରେ ହଠାତ୍ ନିଆଁ ଲାଗିଯାଇଥିଲା । ଫଳରେ ଘରେ ଥିବା ବାଣ ବିସ୍ଫୋରଣ ହୋଇ ଛାତ ଭୁସୁଡ଼ି ପଡ଼ିଛି । ଘଟଣା ସ୍ଥଳରେ ଗ୍ରାମବାସୀ ଓ ଅଗ୍ନୀସମ ବାହୀନି ପହନ୍ଚି ଛାତ ତଳେ ଚାପି ହୋଇଥିବା ୩ଜଣ ନାବାଳକଙ୍କୁ
Read More...

ଜୁଲାଇ ୨୪ରେ +୩ ଶେଷ ବର୍ଷ ପରୀକ୍ଷା

ଭୁବନେଶ୍ୱର- ଆସନ୍ତା ଜୁଲାଇ ୨୪ରେ +୩ ଶେଷ ବର୍ଷ ପରୀକ୍ଷା ଓ ଅଗଷ୍ଟ ୨୦ରେ ପିଜି ଶେଷ ସେମିଷ୍ଟାର ପରୀକ୍ଷା । ୧୧ ଟି ବିଶ୍ୱ ବିଦ୍ୟାଳୟର କୁଳପତିଙ୍କ ସହ ଆଲେଚନା କରିବା ପରେ ଉଚ୍ଚଶିକ୍ଷା ମନ୍ତ୍ରୀ ଅରୁଣ ସାହୁ ଏନେଇ ସ୍ପଷ୍ଟି କରଣ କରିଛନ୍ତି । ପିଜି ଆଡମିସନ ପାଇଁ ଏକକ ପରୀକ୍ଷା
Read More...

ଯାଜପୁରରେ ଆଉ ଜଣେ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ଯାଜପୁର ଜିଲ୍ଲାରେ ପୁଣି ଜଣେ ୫୭ ବର୍ଷୀୟ ପୁରୁଷ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୮୦କୁ ବୃଦ୍ଧିପାଇଛି । ଆକ୍ରାନ୍ତ ବ୍ୟକ୍ତି ନିକଟରେ କଳିକତାରୁ ଫେରି ସଙ୍ଗରୋଧ କେନ୍ଦ୍ରରେ ଥିଲେ । ଏନେଇ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ
Read More...

୧୨ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ

ରାୟଗଡା,ନି.ପ୍ର.: ଅଣାୟତ ହେଲାଣି ରାୟଗଡା ଜିଲ୍ଲାରେ ଡେଙ୍ଗୁ । ୪୯ ଡେଙ୍ଗୁ ରୋଗୀ ଚିହ୍ନଟ ପରେ ପୁଣି ଥଲେ ୧୨ ନୂଆ ଡେଙ୍ଗୁ ରୋଗୀ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ୧୨ ଡେଙ୍ଗୁ ରୋଗୀଙ୍କ ମଧ୍ୟରୁ ଜଣେ ରାୟଗଡା ସଦର ମହକୁମାଠାରୁ ମାତ୍ର ୫ କି.ମି ଦୂର ସ୍ଥିତ ମାଲିଗାଁ ବୋଲି ଜଣାପଡିଛି ।
Read More...

ଲକ୍ଡ଼ାଉନ୍ ରେ ଉଜୁଡ଼ିଗଲା ସଂସାର

ଝାରସୁଗୁଡ଼ା: ସୁନୀଲ ଜଣେ ଦିନ ମଜୁରିଆ । ଘର ଉତରପ୍ରଦେଶର ବଳିଆ ଗାଁ । ସ୍ଥାନୀୟ ଏକ କୋଇଲା ଖଣିର ଠିକା କମ୍ପାନୀରେ କାମକରୁଥିଲେ । କମ୍ପାନୀ ଚାଲିଗଲା ପରେ ବେସାହାରା ହୋଇ କାମଧନ୍ଦା ଖୋଜୁଥିଲେ । ଲକ୍ଡ଼ାଉନ୍ ଯୋଗୁଁ ସବୁ ସଂସ୍ଥା ବନ୍ଦ ହୋଇଯିବା ପରେ ହତାଶରେ ଜୀବନ କାଟୁଥିଲେ ସୁନୀଲ ।
Read More...

ଗଞ୍ଜାମରୁ ଆଉ ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ

ଗଞ୍ଜାମ-ବୁଧବାର ଦିନ ଗଞ୍ଜାମ ଜିଲ୍ଲାରୁ ପୁଣି ଜଣେ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂଆ ଆକ୍ରାନ୍ତଙ୍କୁ ମିଶାଇ ମୋଟ ପଜିଟିଭଙ୍କ ସଂଖ୍ୟା ୧୭୭ରେ ପଂହଚିଛି । ସେମାନଙ୍କ ମଧ୍ୟ ରୁ ୧୧୫ ଜଣ ସକ୍ରିୟ ସଂକ୍ରମିତ
Read More...