Browsing Category

State

କୋରନା ପ୍ରଭାବରେ ଖାଁ ଖାଁ ମସଜିଦ

ଭୁବନେଶ୍ୱର- ଚଳିତ ବର୍ଷ ଫିକା ପଡିଛି ରମଜାନ ପର୍ବ । ରମଜାନ ମାସ ଆରମ୍ଭ ହେବାର ୧୧ ଦିନ ବିତିଯାଇଥିଲେ ବି ଖାଁ ଖାଁ ମସଜିଦ । ମୁସଲମାନ ସମ୍ପ୍ରଦାୟ ପାଇଁ ଏହା ଅତି ଅନନ୍ଦ ଉଲ୍ଲାସାର ପବ ।ର୍ ସବୁ ବିଗାଡି ଦେଲା କରୋନା । ନମାଜ ପାଠ ଧ୍ୱନିରେ ଗୁଞ୍ଜରିତ ହେଉଥିବା ମସଜିଦରେ ଏବେ
Read More...

ରାଜ୍ୟରେ ଦ୍ୱିତୀୟ କୋରନା ମୃତ

ଭୁବନେଶ୍ୱର-ରାଜ୍ୟରେ କରୋନା ନେଲା ଆଉ ଜଣଙ୍କ ଜୀବନ । ଏହାକୁ ମିଶାଇ ମୃତୁ୍ୟ ସଂଖ୍ୟା ୨ରେ ପହଂଚିଛି । ମୃତକ ବ୍ୟକ୍ତି ଜଣଙ୍କ ଭୁବନେଶ୍ୱର ମଧୁସୂଦନ ଅଂଚଳର । ସେ କିମସ ହସ୍ପିଟାଲରେ ଚିକିତ୍ସାଧୀନ ଥିଲେ । ମୃତୁ୍ୟ ବେଳକୁ ତାଙ୍କୁ ୭୭ ବର୍ଷବୟସ ହୋଇଥିଲା । ତାଙ୍କର ମଧୁମେହ ସହ କୀଡିନ
Read More...

ରାଜ୍ୟରେ ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ହେଲା ୧୭୩

ଭୁବନେଶ୍ୱର: ରାଜ୍ୟରେ ଆଜି ଅପରାହ୍ନରେ ପୁଣି ୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ନୂତନ ଭାବେ କରୋନା ପଜିଟିଭ ଚିହ୍ନଟ ହୋଇଥବା ବ୍ୟକ୍ତିମାନେ ବାଲେଶ୍ୱର ଓ କଟକ ଜିଲ୍ଲାର ବୋଲି ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ବାଲେଶ୍ୱର ଜିଲ୍ଲାରୁ ୩ ଜଣ
Read More...

କାଳବୈଶାଖୀ: ୯ ଜିଲ୍ଲାକୁ ଅରେଞ୍ଜ; ୮ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର: ଆସନ୍ତା ୧୦ ତାରିଖ ପର୍ଯ୍ୟନ୍ତ ସମଗ୍ର ରାଜ୍ୟରେ କାଳବୈଶାଖୀର ସମ୍ଭାବନା ରହିଛି। ତେବେ, ଆଜି ଅପରାହ୍ଣ ଠାରୁ ଆସନ୍ତା ୨୪ ଘଣ୍ଟା ମଧ୍ୟରେ ଅର୍ଥାତ ମଙ୍ଗଳବାର, ୫ ମେ ଅପରାହ୍ଣ ଠାରୁ ବୁଧବାର ଅପରାହ୍ଣ ମଧ୍ୟରେ ଉତ୍ତର ଓଡ଼ିଶା, ଦକ୍ଷିଣ ଉପକୂଳ ଓଡ଼ିଶା ସମେତ ଆଭ୍ୟନ୍ତର ଦକ୍ଷିଣ
Read More...

ପ୍ରବାସୀ ଓଡ଼ିଆମାନଙ୍କୁ ନିୟମ ମାନିବାକୁ ନିବେଦନ

ଭୁବନେଶ୍ବର: ପ୍ରବାସୀ ଓଡ଼ିଆମାନଙ୍କୁ କ୍ୱାରେଣ୍ଟିନରେ ରହିବା ସହ ସରକାରଙ୍କ ସମସ୍ତ ନିୟମ ମାନିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଛନ୍ତି। ସେ ନିଜର ଟୁଇଟରରେ ଏହି କଥା ଜଣାଇଛନ୍ତି। ସେ କହିଛନ୍ତି, ‘ବାହାର ରାଜ୍ୟରୁ ଆସୁଥିବା ଓଡ଼ିଆମାନେ ନିଜ ତଥା ନିଜ ପରିବାରର ଜୀବନ
Read More...

ପ୍ରେସ ୟୁନିୟନ ରାୟଗଡ ତରଫରୁ କରୋନା ଭୂତାଣୁ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

ରାୟଗଡ:ବିଶ୍ଵ ପ୍ରେସ ଦିବସ ଅବସରରେ ରାୟଗଡ ବ୍ଲକର ବଡ଼ ଈରୁକୁବାଡି ପଞ୍ଚାୟତ ଅନ୍ତର୍ଗତ ନାକିଟି ଗ୍ରାମରେ ପ୍ରେସ ୟୁନିୟନ ରାୟଗଡ ତରଫରୁ ବର୍ତ୍ତମାନ ସମଗ୍ର ବିଶ୍ଵକୁ କବଳିତ କରିଥିବା ମହାମାରୀ କରୋନା ଭୂତାଣୁ ଯେଉଁ ଭଳି ଭାବେ କାୟା ବିସ୍ତାର କରି ଚାଲିଛି ଏଥିରୁ ଆମ ଦେଶ ଭାରତ ଓ ଆମ ରାଜ୍ୟ
Read More...

ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ବସଗୁଡ଼ିକର ରୁଟ୍ ବଦଳିଲା

ଫୁଲବାଣୀ : ଆଜି ସକାଳେ କଳିଙ୍ଗା ଘାଟିରେ ପୁଣି ଏକ ବସ୍ ଦୁର୍ଘଟଣାଗ୍ରସ୍ତ ହେବା ପରେ ରାଜ୍ୟ ସରକାର ବଡ଼ ନିଷ୍ପତ୍ତି ନେଇଥିବା ଜଣାଯାଇଛି। ରାଜ୍ୟ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଏନେଇ ସୂଚନା ଦେଇଛନ୍ତି । ସୁରତରୁ ପ୍ରବାସୀ ଓଡ଼ିଆଙ୍କୁ ନେଇ ଆସୁଥିବା ସମସ୍ତ ବସକୁ ଏଣିକି ଘାଟି
Read More...

ଅନୁଧ୍ୟାନ କଲେ ଉପଜିଲ୍ଲାପାଳ

ବିଞ୍ଝାରପୁର : ଉପଜିଲ୍ଲାପାଳ ନାରାୟଣଚନ୍ଦ୍ର ଧଳ ଶୁକ୍ରବାର ବିଂଝାରପୁର ବ୍ଲକ ପରିଦର୍ଶନ କରି ଫେରିଛନ୍ତି । ବ୍ଲକର ବିଭିନ୍ନ ପଞ୍ଚାୟତରେ ଥିବା ସଂଗରୋଧକ କେନ୍ଦ୍ର ସମେତ କଲ୍ୟାଣପୁର ପଞ୍ଚାୟତ ଶ୍ରୀବନ୍ତ ହାଇସ୍କୁଲ ସ୍ଥିତ ସଂଗରୋଧକ କେନ୍ଦ୍ର ଅନୁଧ୍ୟାନ କରିଛନ୍ତି । ପରେ ବ୍ଳକ କାର୍ଯ୍ୟାଳୟରେ
Read More...

ପିଇଓଙ୍କୁ ଆକ୍ରମଣ ଘଟଣା ଅଭିଯୁକ୍ତ ଗିରଫ

ବିଞ୍ଝାରପୁର : ବିଞ୍ଝାରପୁର ଥାନା ଗୁହାଳି ପଞ୍ଚାୟତରେ କାର୍ଯ୍ୟରତ ପିଇଓ ତଥା ନୋଡାଲ ଅଫିସର ଅରୁଣ କୁମାର କରଙ୍କୁ ଆକ୍ରମଣ ଘଟଣାରେ ବିଞ୍ଝାରପୁର ପୋଲିସ ଅଭିଯୁକ୍ତ ଦାମୋଦର ସାହୁଙ୍କୁ ଗିରଫକରି କୋର୍ଟ ଚାଲାଣ କରିଥିଲା । ପ୍ରକାଶ ଯେ ଗୁରୁବାର ଅପରାହ୍ଣରେ ପିଇଓ ଶ୍ରୀ କର ଗୁହାଳି ପଞ୍ଚାୟତ
Read More...

ରଥ ଯାତ୍ରାକୁ ନେଇ ଦ୍ୱନ୍ଦ୍ୱ ବଢ଼ାଇଲା କରୋନା

ଭୁବନେଶ୍ୱର : ପବିତ୍ର ଘୋଷ ଯାତ୍ରା ପାଇଁ ପୁଣି ଦ୍ୱନ୍ଦ୍ୱ ବଢ଼ାଇଲା ଲକ୍ ଡାଉନ । ସାଂପ୍ରତିକ ପରିସ୍ଥିତିକୁ ଉପଲବ୍ଧି କରି କେନ୍ଦ୍ର ସରକାର ଲକ୍ ଡାଉନ ଅବଧିକୁ ମେ ୧୭ ତାରିଖ ପର୍ଯ୍ୟନ୍ତ ବଢ଼ାଇବା ଫଳରେ ଆସନ୍ତା ଜୁନ ୨୩ ତାରିଖରେ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ହୋଇ ପାରି କି ନାହିଁ ସେ ନେଇ
Read More...