Browsing Category

State

ଆବଶ୍ୟକ ୫୩୮୦ କ୍ୱଇଂଟାଲ ଧାନ ବିହନ : ଆସିଛି ୨୬୨୪.୬ କୁଇଂଟାଲ

ଯାଜପୁର,୨ ।୦୬(ନି.ପ୍ର.): ଚଳିତ ବର୍ଷ ଯାଜପୁର ଜିଲ୍ଲାରେ ପାଗ ଅନୁକୁଳ ଥିବାରୁ ଖରିଫ ଧାନ ଚାଷ ଭଲ ହେବାର ସମ୍ଭାବନା ଅଛି ବୋଲି ଜିଲ୍ଲା କୃଷି ବିଭାଗ ସୂତ୍ରରୁ ପ୍ରକାଶ । କରୋନା ଭୂତାଣୁରେ ଚାଷୀମାନେ ଡରିନଯାଇ ବରଂ ଖରିଫ୍ ଧାନ ଚାଷକୁ କିଭଳି ଭଲ ଭାବେ ଉତ୍ପାଦନ କରିବେ ଆଜିଠୁ ଧାନ ବିଲରେ
Read More...

ସୁସ୍ଥ ହେଲେ ଆଉ ୮୦ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ସୁସ୍ଥ ହେଲେ ପୁଣି ୮୦ କରୋନା ଆକ୍ରାନ୍ତ । ଆରୋଗ୍ୟ ସଂଖ୍ୟା ୧,୩୨୫କୁ ବୃଦ୍ଧି ହୋଇଛି । ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଏନେଇ ସୂଚନା ଦେଇଛନ୍ତି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ପୁରୀରୁ ୧୭, କେନ୍ଦ୍ରାପଡା ୧୬, ମାଲାକାନାଗିରି ୧୬, କଟକ
Read More...

ପୁରୀରେ ୧୪୪ ଧାରା ଜାରି

ପୁରୀ- ସ୍ନାନ ଯାତ୍ରା ପାଇଁ ପୁରୀରେ ଲୋକ ଗହଳି ଏଡାଇବା ପାଇଁ ୪ ତାରିଖରୁ ୩ ଦିନ ଧରି ୧୪୪ ଧାରା ଜାରି କରା ଯିବ । ଜିଲ୍ଲାପାଳ ବଲୱନ୍ତ ସିଂହ ଏହି ସୂଚନା ଦେଇଛନ୍ତି । ଅସନ୍ତା ୪ ତାରିଖ ରାତି ୧୦ ଟାରୁ ୬ ତାରିଖ ଦିନ ୨ଟା ଯାଏଁ ପୁରୀ ମାର୍କେଟ ଛକଠାରୁ କାକୁଡି ଖାଇ ଛକ ପର୍ଯ୍ୟନ୍ତ
Read More...

ପଙ୍ଗପାଳ ଆତଙ୍କ:ଖୋଲିଲା କଣ୍ଟ୍ରୋଲ ରୁମ୍

ନୂଆପଡ଼ା :  ଛତିଶଗଡ଼ କୋରିଆ ଜିଲ୍ଲା ଭରତପୁରରେ ପଙ୍ଗପାଳ ପହଞ୍ଚିବା ପରେ ଓଡ଼ିଶାର ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ସର୍ତକ ରହିବାକୁ ନିର୍ଦେଶ ଦିଆଯାଇଛି। ଦିନକୁ ୧୫୦ରୁ ୨୦୦ କିମି ଉଡ଼ି ପାରୁଥିବାରୁ ଛତିଶଗଡ଼ରୁ ନୂଆପଡ଼ାର ଦୂରତ୍ବ ୧୩୦
Read More...

ମହିଳାଙ୍କୁ ଅପହରଣ ଉଦ୍ୟମ : କନେଷ୍ଟେବଳଙ୍କ ସମେତ ୩ ଗିରଫ

ଭୁବନେଶ୍ୱର- ଜନୈକା ମହିଳାଙ୍କୁ ସାହାଯ୍ୟ ପ୍ରତିଶ୍ରୁତି ଦେଇ ଅପହରଣ ଉଦ୍ୟମ କରିବା ଅଭିଯୋଗରେ ସହିନ ନଗର ପୁଲିସ ଓଡିଶା ସଶସ୍ତ୍ର ପୁଲିସ ବାହିନୀର ଜଣେ କନେଷ୍ଟବଳଙ୍କ ସହ ୩ ଜଣଙ୍କୁ ଗିରଫ କରିଛି । ସ୍ୱାମୀଙ୍କ ସହ କଳହ ହେବା ପରେ ରାତିରେ ଉକ୍ତ ମହିଳା ଘରୁ ବାହାରି ଚାଲିଚାଲି ଯାଉଥିବା
Read More...

ସତ୍ୟଜିତ ମହାନ୍ତି ଅଗ୍ନିଶମ ଡିଜି

ଭୁବନେଶ୍ୱର- ଆଇପିଏସ ସ୍ତରରେ ଅଦଳବଦଳ । ଅଗ୍ନିଶମ ଡିଜି ଭାବେ ଅତିରିକ୍ତ ଦାୟିତ୍ୱ ଗ୍ରହଣ କରିଛନ୍ତି ଭୁଇନ୍ଦା ବିଭାଗର ସ୍ପୋଶାଲ ଡିଜି ସତ୍ୟଜିତ ମହାନ୍ତି । ଅଗ୍ନିଶମ ଡିଜି ଦାୟିତ୍ୱ ସହ ହୋମଗାର୍ଡ ଆଣ୍ଡ ଡାଇରେକ୍ଟର ସିଭିଲ ଡିଫେନ୍ସର କମାଣ୍ଡା ଜେନେରାଲ ଭାବେ ମଧ୍ୟ ଅତିରିକ୍ତ
Read More...

ମୁଖ୍ୟମନ୍ତ୍ରୀ ଓ ମୋଦୀଙ୍କ ଉପରେ ଓଡିଶାବାସୀଙ୍କ ପ୍ରଶସାଂ

ଭୁବନେଶ୍ୱର- ଦେଶରେ ସବୁ ମୁଖ୍ୟମନ୍ତ୍ରୀଙ୍କ ମଧ୍ୟରେ ସର୍ବାଧିକ ଲୋକପ୍ରିୟ ଓ ଉର୍ଦ୍ଧରେ ଅଛନ୍ତି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଦ୍ୱିତୀୟରେ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ ଓ କୋରଳ ମୁଖ୍ୟମନ୍ତ୍ରୀ ପି.ବିଜୟନ । ତେବେ ଏହି ତାଲିକାର ଶେଷରେ ଅଛନ୍ତି ବିଜେପି ଶାସିତ
Read More...

ପୁଣି ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି

ଭୁବନେଶ୍ଵର : ଆଜି ପୁଣି ୧୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଛି । ଚିହ୍ନଟ କରୋନା ସଂକ୍ରମିତଙ୍କୁ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭ ; ଖୋର୍ଦ୍ଧାରୁ ୨୬, ନୂଆପଡାରୁ ୧୯, କେନ୍ଦ୍ରାପଡାରୁ ୧୩,
Read More...

ସଙ୍ଗରୋଧ କେନ୍ଦ୍ରରୁ ଫେରି ଜୀବନ ହାରିଲେ ଯୁବକ

ଭଞ୍ଜନଗର,୧.୬ (ନି.ପ୍ର.): ୪ ଦିନ ତଳେ ସେ ସଙ୍ଗରୋଧ କେନ୍ଦ୍ର ଫେରିଥିଲେ । ସେଠି ୨୧ ଦିନିଆ କ୍ୱାରେଂଟାଇନ୍ ଅବଧି ବିତାଇଥିଲେ । ଫେରିବା ବେଳକୁ ମନରେ ଖୁସି ଥିଲା ଯେ ଦୀର୍ଘ ଦିନ ପରେ ପତ୍ନୀଙ୍କୁ ଭେଟିବେ, ନିଜର ଶିଶୁ କନ୍ୟାକୁ ପ୍ରଥମ ଥର ଦେଖିବେ । ହେଲେ ଶ୍ୱଶୁର ଘରୁ ଫେରିବା ପରେ ରବିବାର
Read More...