Browsing Category

State

ଟିପିସିଓଡ଼ିଏଲ୍ ବିଜୁଳି ଦର ଧାର୍ଯ୍ୟ କରିବ ଓଇଆର୍ସି

ଭୁବନେଶ୍ୱର: ଟିପି ସେଂଟ୍ରାଲ ଓଡ଼ିଶା ଡିଷ୍ଟ୍ରବୁ୍ୟସନ ଲିମିଟେଡ୍ (ସେସୁ ପୂର୍ବତନ ନାମ)ର ବିଜୁଳି ଟାରିଫ୍ ଓଡ଼ିଶା ବିଦୁ୍ୟତ୍ ନିୟାମକ ଆୟୋଗ (ଓଇଆର୍ସି) ହିଁଁ ଧାର୍ଯ୍ୟ କରିବ ।ବିନିମୟରେ ସେସୁର ୫୧% ଅଂଶଧନ କିଣିଛି । ଏହାପରେ ସେଂଟ୍ରାଲ ଇଲେକ୍ଟ୍ରିସିଟି ସପ୍ଲାଏ ୟୁଟିଲିଟି (ସେସୁ)ର ନୂଆ
Read More...

କାଲିଠାରୁ ଅନଲାଇନରେ ହେବ ଯୁକ୍ତ୨ ଖାତା ଦେଖା

ଭୁବନେଶ୍ୱର- ଅସନ୍ତା କାଲିଠାରୁ ଅନଲାଇନରେ ହେବ ଯୁକ୍ତ ୨ ଖାତା ଦେଖା । ଏଥିପାଇଁ ୩୬ ଟି ମୂଲ୍ୟାୟନ କେନ୍ଦ୍ର ରହିବା ସହ ଦୁଇଟି ପର୍ଯ୍ୟାୟରେ ଖାତା ଦେଖା ହେବା ପାଇଁ ନିଷ୍ପତି ନିଆଯାଇଛି । ପ୍ରଥମ ସିଫ୍ଟସକାଳ ୭ ରୁ ମଧ୍ୟାହ୍ନ ସାଢେ ୧୨ ଓ ଦିନ ୧.୩୦ରୁ ସନ୍ଧ୍ୟା ୬,୩୦ ପର୍ଯ୍ୟନ୍ତ ଦ୍ୱିତୀୟ
Read More...

ଜୁନ ୧୭ ତାରିଖରେ ସ୍କୁଲ୍ ଖୋଲିବ ନାହିଁ

ଭୁବନେଶ୍ବର: ଆଗାମୀ ଜୁନ ୧୭ ତାରିଖରେ ସ୍କୁଲ୍ ଖୋଲିବ ନାହିଁ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଆଜି ସୂଚନା ଦେଇଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ ସ୍ଥିତି ଅନୁଧ୍ୟାନ ପରେ ଜୁଲାଇରେ ଏନେଇ ନିଷ୍ପତ୍ତି ନିଆଯିବ।
Read More...

ଟିକ୍‌ଟକ୍ ଦେଖୁଥିବା ବେଳେ ଆକାଉଣ୍ଟ୍‌ରୁ ସାଢ଼େ ୧୨ ହଜାର ଗାଏବ

ଚନ୍ଦ୍ରଶେଖରପୁର : ଟିକ୍‌ଟକ୍ ଅନ୍‌ଲାଇନ୍‌ ଠକେଇର ଶିକାର ହୋଇଛନ୍ତି ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ କଲୋନି ଅଞ୍ଚଳର ବିରଞ୍ଚି ନାରାୟଣ ନାଥ। ସଂଧ୍ୟାରେ ସେ ଘର ନିକଟ ଏକ ପଡ଼ିଆରେ ଟିକ୍‌ଟକ୍ ଦେଖୁଥିବା ବେଳେ ତାଙ୍କ ନିକଟକୁ ଏକ ୱେବ୍ ମେସେଜ୍ ଆସିଥିଲା। ଯେଉଁଥିରେ ସେ ଓକେ ବଟନ୍‌ ଚିପି
Read More...

ସୁସ୍ଥ ହେଲେ ୭୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ଆଜି ପୁଣି ୭୩ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏଯାବତ୍ ରାଜ୍ୟରେ ୧୦୫୦ ସୁସ୍ଥ ହୋଇଛନ୍ତି । ସୁସ୍ଥ ହୋଇଥିବା ୭୩ ଜଣଙ୍କ ମଧ୍ୟରୁ ବୌଦ୍ଧରୁ ୨୮, ପୁରୀ ୧୧, କେନ୍ଦ୍ରାପଡା ୧୦, କଟକ ୯, ଖୋର୍ଦ୍ଧା୭,ମାଲାକାନାଗିରି ଓ ଅନୁଗୁଳ ୨, ଗଞ୍ଜାମ, ବାଲେଶ୍ୱର, ଯାଜପୁର ଓ କନ୍ଧମାଳ
Read More...

ପୁରୀରେ ଟ୍ରେନ ଚଳାଚଳକୁ ବିରୋଧ

ପୁରୀ- ପୁରୀକୁ ଟ୍ରେନ ଚଳାଚଳ ବନ୍ଦ କରିବା ପାଇଁ ପୂର୍ବତଟ ରେଳବାଇ ନିଷ୍ପତି ନେଇଛି । ପୂର୍ବ ନିଷ୍ପତି ଅନୁସାରେ ପୁରୀକୁ ଯାଉଥିବା ସମସ୍ତ ଟ୍ରେନ ଭୁବନେଶ୍ୱରରେ ରହିବ । ସେହିପରି ସିଆଲଦା- ପୁରୀ ଦୁରନ୍ତ ଏକ୍ସପ୍ରେସ ପାଇଁ ଏହି ନିମ ଲାଗୁ କରାଯାଇଛି । ଆଗକୁ ମାହାପ୍ରଭୁଙ୍କ ସ୍ନାନ
Read More...

ଓୟୋ ହୋଟଲରେ ଚାଲିଛ ବେଧଡକ ଜୁଆ ଖୋଳ

ଭୁବନେଶ୍ୱର-ନୟାପଲ୍ଲୀ ଥାନା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଓୟୋ ହୋଟଲ ଉପରେ ଚଢଉ କରି ୯ ଜୁଆଡିଙ୍କୁ ଗିରିଫ କରିବା ସଙ୍ଗେ ସେମାନଙ୍କ ଠାରୁ ୩ ଦାମି ଗାଡି, ୧ ଲକ୍ଷ ୫୩ ହଜାର ଟଙ୍କା ଓ ଏକାଧିକ ଦାମି ମୋବାଇଲ ଜବତ କରିଛି ।
Read More...

କେନ୍ଦ୍ରାପଡାରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡା- ରାଜକନିକା ବ୍ଳକ ଅନ୍ତର୍ଗତ ବରୁଣାଡିହା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଜଳି ପାଉଁଶ ହୋଇଗଲା ୨୦ ବଖରା ଘର । ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହେବା ସହ ନିଆଁରେ ଦୁଇ ଗାଈ ଜୀବନ୍ତ ଦଗ୍ଦ ହୋଇଯାଇଛନ୍ତି । ଅଗ୍ନଶମ ବାହିନୀ ଘଟଣା ସ୍ଥଳରେ ପହଂଚବା ବେଳକୁ ସବୁ
Read More...

ଗୋପନ ରହିବ କରୋନା ଆକ୍ରାନ୍ତଙ୍କ ତଥ୍ୟ

କଟକ- ପ୍ରଘଟ ହେବନି କରେନା ସଂକ୍ରମିତଙ୍କ ପରିଚୟ । ଏନେଇ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆକ୍ରାନ୍ତ ହୋଇଥିବା ବ୍ୟକ୍ତି କୌଣସି ସରକାରୀ କିମ୍ବା ବେସରକାରୀ ହସ୍ପିଟାଲରେ ଭର୍ତି ହୋଇଥିଲେ ବା କ୍ୱରେଂନଟାଇନ ସେଂଟରେ ରହୁଥିଲେ ପ୍ରଘଟ କରାଯିବ ନାହିଁ । ଏହା ବ୍ୟତିତ ସରକାରୀ ତଥ୍ୟ ଆଦାନ
Read More...

ଓଲଟି ପଡିଲା ପ୍ରବାସୀ ବସ୍

ବାଲେଶ୍ୱର- ପୋଲ ତଳକୁ ଖସି ପଡିଲା ପ୍ରବାସୀ ଫେରନ୍ତା ବସ୍ । ବାଲେଶ୍ୱର ଜିଲ୍ଲା ମଙ୍ଗଳପୁର ନୂଆଗାଁ ନିକଟରେ ଏହି ଦୁର୍ଘଟଣା ହୋଇଛି । କେରଳରୁ ପ୍ରବାସୀଙ୍କୁ ଆଣି ପଶ୍ଚିମବଙ୍ଗ ଯାଉଥିବା ବେଳେ ବସ୍ ଟି ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ
Read More...