Browsing Category

State

ପୁଣି ୯୬ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୧ ରେ ପଂହଚିଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡା ଓ ଗଜପତି ଜିଲ୍ଲାରୁ ୧୦ ଜଣ ଲେଖାଏଁ, ଗଞ୍ଜାମ, ଯାଜପୁର, କଟକ, ଜଗତସିଂହପରରୁ ୬ ଜଣ ଲେଖାଏଁ,
Read More...

ପ୍ରବାସୀଙ୍କ ଜୀବିକା ପାଇଁ ୧୭ ହଜାର କୋଟି

କ୍ୟାବିନେଟ ନିଷ୍ପତି ୨୨ଟି ପ୍ରସ୍ତାବ ଉପରେ ମୋହର । ଧାମରାରେ ଟେକ୍ସଟାଇଲ ପାର୍କ । ଢେଙ୍କାନାଳରେ ମେଡିକାଲ ପାର୍କ । ବ୍ୟୟ ହେବ ୭୦୦୦ କୋଟି । ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଇଡକୋ ଦେବ ଜମି । ଆସ୍କ ଚିନି କଳକୁ ୧୫ କୋଟି ଟଙ୍କା । ଶକ୍ତି ବିଭାଗକୁ ଗଲା ଓରେଡା । ଅଙ୍ଗନୱାଡି ପିଲାଙ୍କୁ
Read More...

ସହାୟତା ଅପେକ୍ଷାରେ ‘ଅମ୍ଫନ’ କ୍ଷତିଗ୍ରସ୍ତ

ଯାଜପୁର: ସାମୁଦ୍ରିକ ଝଡ-ବାତ୍ୟା ‘ଅମ୍ଫନ’ର ଚାରିଦିନ ପରେ ଗତ ସୋମବାର ରାତ୍ରିର ପ୍ରବଳ ପବନରେ ପୂର୍ବରୁ ଭାଙ୍ଗି ଯାଇଥିବା ବର ଗଛ ଡାଳ ପଡି କଳାମାଟିଆ ପଂଚାୟତର କାଇପଡାଗୋଲା ହାଟ ଅଂଚଳରେ ଅହେତୁକ କ୍ଷତି ହୋଇଛି । ଏହି ବିରାଟ ଗଛ ନିକଟରେ ଥିବା ହୃଷିକେଶ ମିଶ୍ର, ଶ୍ରୀନିବାସ ମିଶ୍ର ଏବଂ
Read More...

ଛାତ୍ରଛାତ୍ରୀଙ୍କ ଫିସ୍ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର: ଦୁଇମାସର ଲକ୍ଡାଉନ ଏବଂ ଅମ୍ଫାନ ବାତ୍ୟାର ପ୍ରଭାବରେ ରାଜ୍ୟର ଛାତଛାତ୍ରୀ ଆଜି ଦୁର୍ଦ୍ଧଶାଗ୍ରସ୍ତ । କର୍ମସଂସ୍ଥାନ ବନ୍ଦ ଫଳରେ ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗିଯାଇଛି । କର୍ମ ହରାଇ ଲକ୍ଷ ଲକ୍ଷ କ୍ଷୁଧାର୍ତ୍ତ ପ୍ରବାସୀ ଶ୍ରମିକ କଳ୍ପନାତୀତ ପଥକଷ୍ଟ
Read More...

ଫନି ସହାୟତା ଗଲା କୁଆଡେ଼, ଅମ୍ଫନ ଝଡ଼ ବର୍ଷା ପାଇଁ ଚାଷୀଙ୍କ ଭାଳେଣି

ଜଗସିଂହପୁର: ଜଗସିଂହପୁର ଜିଳ୍ଳା ସର୍ବାଧିକ ପ୍ରାକୃତି ପ୍ରବଣ ଜିଲ୍ଲା ହୋଇଥିବା ବେଳେ ଏଠିକାର ୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ ।ଯଦିଓ ପାରାଦ୍ୱୀପ ଭଳି ଭାରତର ଗଭୀରତମ ବନ୍ଦର ଭାବରେ ଖ୍ୟାତି ଅର୍ଜନ କରିଛି । ସ୍ପେଶାଲ ଇକୋନୋମିକ ଯୋନ ଭାବେ ବନ୍ଦର ନଗରୀ ବହୁ ବଡ଼ବଡ଼ ଶିଳ୍ପ ଏବଂ
Read More...

ଓଡିଆ ପ୍ରବାସୀଙ୍କ ପାଇଁ ସରକାରଙ୍କ ବ୍ଳୁ ପ୍ରିଂଟ ପ୍ରସ୍ତୁତ

ଭୁବନେଶ୍ୱର- ଓଡିଶା ଫେରୁଥିବା ପ୍ରବାସୀଙ୍କ ପାଇଁ ୧୭ ହଜାର କୋଟି ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର ।ଚଳିତ ବର୍ଷରୁ ୨୦୨୧ ମଧ୍ୟରେ ହି ଅର୍ଥ ଖର୍ଚ୍ଚ ହେବ । ପ୍ରବାସୀ ମାନଙ୍କ ଜୀବିକା ଫେରେଇ ଆଣିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ
Read More...

ବର୍ଷାରେ ଭିଜୁଛି କ୍ବାରେନଣ୍ଟାଇନ ଫେରନ୍ତାଙ୍କ ଶବ

ବେତନଟୀ: କରୋନା ମଣିଷଠାରୁ ମଣିଷକୁ ଅଲଗା କରି ଦେଇଛି । ସାହି ପଡ଼ିଶା ତ ଦୂରର କଥା , ପରିବାରର ଲୋକ ବି ଶବକୁ ଛୁଇଁବାକୁ ଡ଼ରୁଛନ୍ତି । କ୍ବାରେନଣ୍ଟାଇନ ସେଣ୍ଟରରୁ ଫେରିଥିବା ଜଣେ ପ୍ରବାସୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ଶବ ଘର ଅଗଣାରେ ଧୁ ଧୁ ବର୍ଷାରେ ଭିଜୁଛି । ଅସହାୟ ପରିବାର
Read More...

ଆଜି ଠାରୁ ଉଛେଦ କାମ ଆରମ୍ଭ

ଭୁବନେଶ୍ୱର- ଦୀର୍ଘ ଦୁଇ ମାସ ବ୍ୟବଧାନ ପରେ ଆଜି ଠାରୁ ପୁରୀ ଓ ଲିଙ୍ଗରାଜ ଉନ୍ନୟନ କାର୍ଯ୍ୟ ପୁଣିଥିରେ ଆରମ୍ଭ ହୋଇଛି । ମୁଖ୍ୟମନ୍ତ୍ରୀଙ୍କ ନିର୍ଦେଶ ପରେ ତତ୍ପର ହୋଇପଡିଛି ଜିଲ୍ଲା ପ୍ରଶାସନ । ପୁରୀ ଜିଲ୍ଲାପାଳଙ୍କ ନେତୃତ୍ୱ କ୍ରମେ ଉତର ଦ୍ୱାର ପାଖରୁ ଚାଲିଛି ଉଛେଦ କାର୍ଯ୍ୟ । ଏହା
Read More...

ଲକଡାଉନ ବୃଦ୍ଧି ସମ୍ଭାବନା

ନୂଆଦିଲ୍ଲୀ- ଲକଡାଉନ ଅବଦ୍ଧି ବଢିବା ନେଇ ପ୍ରଧାନମନ୍ତ୍ରୀଙ୍କୁ ଭେଟିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ମେ ୩୧ ତାରିଖରେ ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଶେଷ ହେବାକୁ ଥିବା ବେଳେ ପୁଣି ଥିରେ ଏହାକୁ ବଳବତର କରିବା ପାଇଁ ଆସନ୍ତାକାଲି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି
Read More...

ରାଜଧାନୀରେ ଘରୁ ନବବିବାହିତ ଦମ୍ପତିଙ୍କ ମୃତ‌ଦେହ ଉଦ୍ଧାର

ଭୁବନେଶ୍ବର: ଆଜି ସକାଳେ ଲିଙ୍ଗରାଜ ଥାନା ଅଧୀନ କପିଳେଶ୍ବର କୁମ୍ଭାରସାହିରେ ଗୋଟିଏ ଘରୁ ନବବିବାହିତ ଦମ୍ପତିଙ୍କ ମୃତଦେହ ଉଦ୍ଧାର କରାଯାଇଛି। ମୃତ ଦମ୍ପତି ହେଉଛନ୍ତି ଖବରକାଗଜ ହକର୍‌ ଭାବେ କାର୍ଯ୍ୟ କରୁଥିବା ୩୨ ବର୍ଷିୟ ରାକେଶ ରାଉତ ଏବଂ ୨୬ ବର୍ଷୀୟ ମୀନାକ୍ଷି ରାଉତ। ଦୁହେଁ ତିନି
Read More...