Browsing Category

State

୪୦ କିଲୋ ଗଞ୍ଜେଇ ସହ ୨ ଛାତ୍ର ଗିରଫ

ଖଣ୍ଡଗିରି: ମଙ୍ଗଳବାର ଏସ୍‌ଟିଏଫ୍‌ ଓ ଖଣ୍ଡଗିରି ଥାନା ମିଳିତ ଚଢ଼ଉ କରି ପଞ୍ଚସଖାନଗରସ୍ଥିତ ଏକ ଘରୁ ୪୦ କିଲୋ ଗଞ୍ଜେଇ ଜବତ କରିବା ସହ ନିଶା କାରବାରରେ ସମ୍ପୃକ୍ତ ଅଭିଯୋଗରେ ୨ ଜଣ ଛାତ୍ରଙ୍କୁ ଗିରଫ କରିଛନ୍ତି। ସେମାନେ ହେଲେ ବାଲେଶ୍ବରର ରାଜୀବ ପାତ୍ର ଓ ଉଜ୍ଜଲ୍‌ ପ୍ରଧାନ। ରାଜୀବ ଏକ
Read More...

ପଙ୍ଗପାଳ ଆକ୍ରମଣ ନେଇ କୃଷିମନ୍ତ୍ରୀଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ

ଭୁବନେଶ୍ୱର: ଓଡିଶାରେ ସମ୍ଭାବ୍ୟ ପଙ୍ଗପାଳ ଆକ୍ରମଣ ନେଇ କୃଷି ମନ୍ତ୍ରୀ ଅରୁଣ ସାହୁଙ୍କ ଅଧ୍ୟକ୍ଷତାରେ କୃଷି ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିଛି । ବୈଠକରେ କୃଷି ବିଭାଗର ପ୍ରମୁଖ ସଚିବ, ସ୍ୱତନ୍ତ୍ର ସଚିବ, ନିର୍ଦ୍ଦେଶକଙ୍କୁ ନେଇ ଆଲୋଚନା ହୋଇଛି । ପାକିସ୍ତାନ ପଟୁ କୋଟି କୋଟି
Read More...

୧୧ ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ

ଖୋର୍ଦ୍ଧା: ଅନଲାଇନରେ ମଦ ଘରେ ପହଂଚିବାକୁ ସରକାର ଅନୁମତି ଦେଇଥିବାବେଳେ ଏବେ ବ୍ରାଉନସୁଗାର ଡେଲିଭରି କରାଯାଉଥିବାବେଳେ ଧରିଛି ପୁଲିସ । ଖୋର୍ଦ୍ଧା ଅଂଚଳରେ ବ୍ରାଉନସୁଗାର ହୋମ ଡେଲିଭରି ବାବଦରେ ଅବକାରୀ ବିଭାଗ ପାଖରେ ଖବର ପହଞ୍ଚିବା ପରେ ଅବକାରୀ ବିଭାଗ ଚଢ଼ାଉ କରିଛି | ସେକ ଫରିଦ
Read More...

ବନ୍ଦ ହେବ ୩ ଡିଗ୍ରୀ କଲେଜ

ଭୁବନେଶ୍ୱର- ରାଜ୍ୟରେ ବନ୍ଦ ହେବ ୩ ଡିଗ୍ରୀ କଲେଜ । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଭୁବନେଶ୍ୱର, ସମ୍ବଲପୁର ଓ ବାଲେଶ୍ୱର ଆଞ୍ଚଳିକ ଶିକ୍ଷାନିର୍ଦେଶକ ମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ସେହିଭଳି ୧୦ ଟି ଡିଗ୍ରୀ କଲେଜର ଅନୁମୋଦନ ପ୍ରତ୍ୟାହାର କରାଯିବ । ଭୁବନେଶ୍ୱର, ସମ୍ବଲପୁର
Read More...

କ୍ୱାରେଂନଟାଇନ ସେଂଟରରେ ଫାଟିଲା ଗ୍ୟାସ ସିଲିଣ୍ଡର

ଭଦ୍ରକ- ସଙ୍ଗରୋଧ ଗୃହରେ ଫାଟିଲା ଗ୍ୟାସ ସିଲିଣ୍ଡର । ଭଗିବିନ୍ଧା କ୍ୱାଂରେନଟାଇନ ସେଂଟରେ ରୋଷେଇ ବେଳେ ହଠାତ ଗ୍ୟାସ ସିଲିଣ୍ଡର ଫାଟିଯାଇଥିଲା । ଏଥିରେ ସମସ୍ତ ରୋଷେଇ ସାମଗ୍ରୀ ଜଳି ଯାଇଥିବା ବେଳେ ରୋଷେୟା ସମାନ୍ୟ ଆହାତ ହୋଇଛନ୍ତି । ସୌଭାଗ୍ୟ ବଶତଃ ୩୨ ଅନ୍ତେବାସୀ ବଡ ଅଘଟଣରୁ
Read More...

ଚଳଚ୍ଚିତ୍ର ଅଭିନେତା ବିଜୟ ମହାନ୍ତି ଅସୁସ୍ଥ

ଭୁବନେଶ୍ୱର- ଗୁରୁତର ଅସୁସ୍ଥ ହୋଇପଡିଛନ୍ତି ବିଶିଷ୍ଟ ଓଡିଆ ଅଭିନେତା ବିଜୟ ମହାନ୍ତି । ଡାଇବେଟିସରେ ପୀଡିତ ଶ୍ରୀ ମହାନ୍ତିଙ୍କର ସ୍ୱାସ୍ଥ୍ୟ ଅବସ୍ଥା ହଠାତ୍ ଖରାପ ହେବା କାରଣରୁ ତାଙ୍କୁ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରାଖାନାରେ ଭର୍ତି କରାଯାଇଛି ।
Read More...

ନୂଆ ୭୬ କରେନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୭୬ କରେନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୯୩ ପାର କରିଛି । ଚିହ୍ନଟ ହୋଇଥିବା ନୂତନ ସଂକ୍ରମିତଙ୍କ ମଧ୍ୟରୁ ବଲାଙ୍ଗୀରରୁ ୧୬,ଖୋର୍ଦ୍ଧା ଓ ନୂଆପଡା ୧୩, ବାଲେଶ୍ୱର୨, କଟକ ୧୧, ନୟାଗଡ୨, ଜଗତସିଂହପୁର ୬ଜଣ,
Read More...

ଜୁନ ପହିଲାରୁ ଯୁକ୍ତ ଦୁଇ ଖେତା ଦେଖି ଆରମ୍ଭ

ଭୁବନେଶ୍ୱର- ଜୁନ ପ୍ରଥମ ସପ୍ତାହରୁ ଯୁକ୍ତ ଦୁଇ କଳା, ବିଜ୍ଞାନ, ବାଣିଜ୍ୟ ଧନ୍ଦାମୂଳକ ବିଭାଗର ଖାତା ଦେଖା ଆରମ୍ଭ । ତେବେ ରାଜ୍ୟରେ ମୂଲ୍ୟାୟନ କେନ୍ଦ୍ରଗୁଡିକରେ କରେନା ସଙ୍ଗରୋଧ କରାଯାଉଥିବାରୁ ମେ ୩୦ ତାରିଖ ସୁଦ୍ଧା ଖାଲିକରିବା ସହ ସମସ୍ତ କେନ୍ଦ୍ରଗୁଡିକୁ ସାନିଟାଇଜ କରିବାକୁ +୨
Read More...

କ୍ୟାନସର ରୋଗୀଙ୍କ ଚିକିତ୍ସା ପାଇଁ ଜିଲ୍ଲାପାଳଙ୍କ ସହାୟତା

ଯାଜପୁର: ଜଣେ ୧୦ବର୍ଷ ବୟସର ବାଳକର ଚିକିତ୍ସା ଓ ଯାତାୟତ ଖର୍ଚ୍ଚ ପାଇଁ ଜିଲ୍ଲାପାଳ ରଂଜନ କୁମାର ଦାସ ପାଂଚହଜାର ଟଙ୍କା ମଞ୍ଜୁର କରିଛନ୍ତି । ବିହାର ରାଜ୍ୟ ଦରଭଙ୍ଗା ଜିଲ୍ଲା ନରକଟିୟା ଗ୍ରାମର ରାମାନନ୍ଦ ସାହାଣୀ ତାଙ୍କ ପରିବାର ସହ ଗୁପଚୁପ ବ୍ୟବସାୟ କରି ଯାଜପୁର ମୁ୍ୟନିସିପାଲିଟିରେ
Read More...

କଳାକାରଙ୍କୁ ସହାୟତା ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ

ଯାଜପୁର: କରୋନା ଦୁର୍ବିସହ କରିଛି ଜୀବନ, ଛଡେଇ ନେଇଛି ଜୀବିକା । ଲକ୍ଷ ଲକ୍ଷ ଲୋକ ଆର୍ଥିକ ଅନାଟନରେ ହନ୍ତସନ୍ତ ହେଉଥିବା ବେଳେ କଳାକରମାନେ ଅନୁରୂପ ଭାବେ ପ୍ରଭାବିତ ହୋଇଛନ୍ତି । କଳାକାରମାନଙ୍କ ପାଇଁ ଜନଗହଳିପୂର୍ଣ୍ଣ ସ୍ଥାନ ମହତ୍ୱପୂର୍ଣ୍ଣ ହେଉଥିବା ବେଳେ କରୋନା ଜନଗହଳିକୁ ବାରଣ କରିଛି
Read More...