କଂଗ୍ରେସ ନେତ୍ରୀ ମଧୁସ୍ମିତା ସେଠୀଙ୍କ ସାହାଯ୍ୟ ସହଯୋଗରେ ଦିଲ୍ଲୀରୁ ଫେରିଲେ ବହୁ ପ୍ରବାସୀ ଓଡ଼ିଆ ଶ୍ରମିକ
ଭଦ୍ରକ: ପ୍ରାଣାଘାତୀ ଭୂତାଣୁ ବିରୋଧୀ ଲଢେ଼ଇ ତଥା ଲକ୍ଡାଉନ ସମୟରେ ଦିଲ୍ଲୀରେ ଅଟକି ରହିଥିବା ବହୁ ପ୍ରବାସୀ ଓଡ଼ିଆ ଶ୍ରମିକ କଂଗ୍ରେସ ନେତ୍ରୀ ଶ୍ରୀମତୀ ମଧୁସ୍ମିତା ସେଠୀଙ୍କ ପ୍ରତ୍ୟକ୍ଷ ସାହାଯ୍ୟ ଓ ସହଯୋଗରେ ଓଡ଼ିଶା ଫେରିବାକୁ ସମର୍ଥ ହୋଇଛନ୍ତି ବୋଲି ସତ୍ୟବ୍ରତ ବାରିକ ଜଣାଇଛନ୍ତି ।!-->…
Read More...
Read More...