Browsing Category

State

ସୁସ୍ଥ ହେଲେ ଆଉ ୯୯ ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟବାସୀଙ୍କ ପାଇଁ ଆଶ୍ୱସ୍ତିର ଖବର ।ସୁସ୍ଥ ହେଲେ ଆଉ ୯୯ ଆକ୍ରାନ୍ତ । ଏହାକୁ ମିଶାଇ ମୋଟ ଆରୋଗ୍ୟ ସଂଖ୍ୟା ୬୪୯କୁ ବୃଦ୍ଧି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ବାଲେଶ୍ୱରରୁ ୩୪,ଗଞ୍ଜାମ୧୫, ଯାଜପୁର ଓ କେନ୍ଦ୍ରାପଡା ୧୩, ପୁରୀରୁ ୧୦, ଭଦ୍ରକ ୯, ନୟାଗଡ ୩, ସୁନ୍ଦରଗଡ
Read More...

ଆନ୍ତାକାଲି ଠୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ

ଭୁବନେଶ୍ୱର- କାଲିଠାରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରକି ଖାତା ମୂଲ୍ୟାୟନ ପକ୍ରିୟା । ସକାଳ ୧୦ରୁ ଦିନ ୩ ଟା ପର୍ଯ୍ୟନ୍ତ ଖାତା ଦେଖା ହବ । ସମାଜିକ ଦୂରତ୍ୱ କୁ ବଜାୟ ରଖିବା ପାଇଁ କମ ସଂଖ୍ୟକ ପରୀକ୍ଷକ ଖାତା ଦେଖିବେ । ମାଧ୍ୟମିକ ଶିକ୍ଷା ପରିଷଦ ସଭାପତି ରାମାଶିଷ ହଜାରା ଏହି ସୂଚନା
Read More...

ସ୍ନାନ ଯାତ୍ରାରେ ସେବାୟତ କମିବା ନେଇ ତାଲିକା ପ୍ରସ୍ତୁତ

ପୁରୀ- ସ୍ନାନ ଯାତ୍ରରେ ସେବାୟତଙ୍କ ସଂଖ୍ୟା ହ୍ରାସ କରାଯାଇଛି । ଚତୁର୍ଧାମୂର୍ତିଙ୍କ ପହଣ୍ଡିରେ ରହିବେ ୧୫୦ ଦଇତାପତି । ଜଗନ୍ନାଥଙ୍କ ପାଇଁ ୬୦, ବଳଭଦ୍ରଙ୍କ ପାଇଁ ୫୦ ,ଦେବୀ ସୁଭଦ୍ରାଙ୍କ ପାଇଁ ୩୦ ଓ ସୁଦର୍ଶନଙ୍କ ପାଇଁ ୧୦ ଜଣ ଲେଖାଏଁ ଦଇତାପତି ନିୟୋଜିତ ହେବେ । ଶ୍ରମନ୍ଦିର ସତ୍ୱଲିପିକୁ
Read More...

ପବିତ୍ର ଇଦ୍ ଉଲ ଫିତର

ଭୁବନେଶ୍ୱର- ଆଜି ପବିତ୍ର ଇଦ୍ ଉଲ ଫିତର । ମାସ ସାରା ରୋଜା ପାଳିବା ସହ ରବିବାର ଦିନ ଚାନ୍ଦ ଦେଖିବା ପରେ ଆଜି ପାଳନ କରୁଛନ୍ତି ଇଦ ଲକଡାଉନ ଓ କରେନା କଟକଣା ଯୋଗୁଁ ମସଜିଦରେ ସମୁହ ନମାଜ ପାଠ ଉପରେ କଟକଣା ଯାରି କରାଯାଇଛି । ତେଣେୁ ଘରେ ରହି ସମସ୍ତେ ନମାଜ ପାଠ କରିବା ପାଇଁ ମୁସଲିମ
Read More...

ଟ୍ରାଫିକରେ ଧରପଗଡ ଆରମ୍ଭ

ଭୁବନେଶ୍ୱର- ଲକଡାଉନ କଟକଣା କୋହଳ ପରେ ଆରମ୍ଭ ହୋଇଛି ଜାନବାହନ ଯାଂଚ ।ତେଣୁ ସହରର ସବୁ ଟ୍ରାଫିକ ଛକରେ ଚାଲିଛି ଗାଡିମଟର ଧରପଗଡ । ଯେଉଁମାନେ ମାକ୍ସ ଓ ହେଲେମେଟ୍ ପିନ୍ଧି ନାହାନ୍ତି ସେମାନଙ୍କୁ ଜୋରିମାନା କରାଯାଉଛି ।ସେହିପରି ୪ ଚକିଆ ଯାନ ଚାଳକ ସିଟ ବେଲ୍ଟ ପିନ୍ଧିବା ଓ ଭୁଲ
Read More...

ଗଡିଲାନି ବସ୍

ଭୁବନେଶ୍ୱର- ସରକାରଙ୍କ ନିର୍ଦେଶ ଓ ଅନୁମତି ସତ୍ୱେ ଗଡିଲାନି ଘରୋଇ ବସ । ରାଜ୍ୟ ପରିବହନ ବିଭାଗ ଓ ଘରୋଇ ବସ ମାଲିକ ସଂଘ ମଧ୍ୟରେ ବସ ଚଳାଚଳ ନେଇ କୌଣସି ସକରାତ୍ମକ ନିର୍ଯ୍ୟାସ ବାହାରି ପାରିଲା ନାହିଁ ।ସରକାରଙ୍କ ନିର୍ଦେଶ ଓ ନିୟମ ଅନୁଯାୟୀ ବସ ଚଳାଇବା କଷ୍ଟକର ବୋଲି ଘରୋଇ ବସ ମାଳିକ
Read More...

ଆରମ୍ଭ ହେବ ମୋ ବସ ସେବା

ଭୁବନେଶ୍ୱର- ଖୁବ୍ ଶୀଘ୍ର ଗଡିବ ମୋ ବସ୍ । କେଉଁ ରୁଟରେ କେତେ ବସ ଚାଲିବ ସେ ନେଇ ଆସନ୍ତା କାଲି ସୂଚନା ଦିଆଯିବ ବୋଲି କ୍ୟାପିଟାଲ ରିଜିନ ଅର୍ବାନ ଟ୍ରାନ୍ସପୋର୍ଟର ସିଇଓ ଅରୁଣ ବୋଥ୍ରା କହିଛନ୍ତି । ବର୍ତମାନ ମୋ ବସ ପ୍ରବାସୀଙ୍କ ନେବା ଆଣିବାରେ ନିୟୋଜିତ ହେଉଛି । ରାଜଧାନୀରେ ମୋ
Read More...

ସୂଚନା ନଦେଇ ରାଜ୍ୟ ବହାରୁ ଆସୁଛନ୍ତି ୨୦ ହଜାର ପ୍ରବାସୀ

ଭୁବନେଶ୍ୱର- ବିନା ସୂଚନାରେ ଓଡିଶା ଫେରୁଛନ୍ତି ତେଲେଙ୍ଗାନାରେ ଫସି ରହିଥିବା ୨୦ ହଜାରରୁ ଅଧିକ ପ୍ରବାସୀ । ୧୨ ଟି ଟ୍ରେନ ଯୋଗେ ସେମାନେ ଓଡିଶାକୁ ଆସୁଛନ୍ତି । ଏନେଇ ତେଲେଙ୍ଗାନା ପ୍ରଶାସନ କିମ୍ବା ସମ୍ପୃକ୍ତ ପ୍ରବାସୀଙ୍କ ପକ୍ଷରୁ କୌଣସି ସୂଚନା ମିଳିନାହିଁ । କତେ ପ୍ରବାସୀ
Read More...

ଭୁବନେଶ୍ୱରରେ ଚାଲିଛି ଅଫଲାଇନ ମଦ ବିକ୍ରି: ସରକାରଙ୍କ କଟକଣାକୁ ଫୁ

ଭୁବନେଶ୍ୱର- ସରକାରଙ୍କ କଟକଣାକୁ ଫୁ କରି ଉଡାଇ ଦେଇଛନ୍ତି ମଦ ବ୍ୟବସାୟୀ । ରାଜଧାନୀ ଭୁବନେଶ୍ୱରରେ ଅଫଲାଇନରେ ଚାଲିଛି ଖୁଲମଖୁଲା ମଦ ବିକ୍ରି । ମଦ କାଉଂଟର ପାଖରେ ଲୋକଙ୍କ ଅସମ୍ଭାଳ ଭିଡ । କରୋନା କଟକଣା ଓ ସମାଜିକ ଦୂରତା ନିୟମ ଉଲଘଂନ କରି ଦେକାନ ଆଗାରେ ଭିଡ ଜମାଇଛନ୍ତି ଗ୍ରାହକ
Read More...

ଟ୍ରେନ୍ ଚେନ୍ ଟାଣି ଖସିପଳାଇଲେ ପ୍ରବାସୀ ଶ୍ରମିକ

ଭୁବନେଶ୍ୱର- ଟ୍ରେନ ଚେନ ଟାଣି ପୁଣି ଅଧିାବାଟରୁ ଖସିପଳାଇଲେ ୩୨୦ପ୍ରବାସୀ ଶ୍ରମିକ । ଏହି ଘଟଣା ବଲାଙ୍ଗିର ଜିଲ୍ଲା କଂଟାବାଞ୍ଜି ରେଲ୍ୱେ ଷ୍ଟେସନ ନିକଟେହୋଇଛି ।ଶ୍ରମିକମାନେ ଗୁଜୁରାଟ ଗାନ୍ଧିନଗରରୁ ନିର୍ଗୁଣ୍ଡି ଅଭିମୁଖେ ସ୍ପୋସାଲ ଟ୍ରେନରେ ଫେରୁଥିଲେ । ସମସ୍ତେ ନୂଆପଡା ଓ ବରଗଡ
Read More...