Browsing Category

State

ପୁଣି ୧୦୩ ନୂଆ କରୋନା ପଜିଟିଭ ଚିହ୍ନଟ

ବନେଶ୍ୱର- ରାଜ୍ୟରେ ପୁଣି ୧୦୩ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତଙ୍କ ସଂଖ୍ୟା ୧୪୩୮ରେ ପଂହଚିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଦେବଗଡରୁ ସର୍ବାଧିକ ୨୨, କେନ୍ଦ୍ରାପଡା ୧୫, ଜଗତସିଂପୁର ୧୦,
Read More...

୪୧ ଡିଗ୍ରି ଉପରେ ୧୩ ଅଞ୍ଚଳ ତାପମାତ୍ରା

ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ୪୦ ଡିଗ୍ରି ସେଲିସିୟସ୍‌ରୁ ଅଧିକ ଉତ୍ତାପ ରେକର୍ଡ କରାଯାଇଛି। ଟିଟିଲାଗଡ଼ର ତାପମାତ୍ରା ୪୫. ୫ ଡିଗ୍ରି ସେଲିୟିସ୍‌ରେ ଥିବା ବେଳେ ଭବାନୀପାଟଣାର ତାପମାତ୍ରା ୪୪. ୨ ଡିଗ୍ରି ସେଲିସିୟସ୍ ରେକର୍ଡ କରାଯାଇଛି। ସେହିପରି ତାଳଚେରରେ ୪୩. ୮,
Read More...

ଖୋଲିଲା ପାର୍କ

ଭୁବନେଶ୍ଵର : ରାଜଧାନୀର କିଛି ପାର୍କ ପରୀକ୍ଷାମୂଳକ ଭାବେ ଆଜି ବିଏମସି ପକ୍ଷରୁ ଫରେଷ୍ଟ ପାର୍କ,ଆଇଜି ପାର୍କ ଏବଂ ବୁଦ୍ଧ ପାର୍କ ସର୍ବସାଧାରଣଙ୍କ ଉଦେଶ୍ୟରେ ଖୋଲା ଯାଇଛି । ପାର୍କ ଖୋଲିବା ନେଇ ଗାଇଡଲାଇନ ଜାରି କରାଯାଇଛି। ପାର୍କ ଖୋଲିବା ସମୟ ପରିବର୍ତ୍ତନ ହୋଇଛି। ସକାଳ ୭ରୁ ଦିନ ୧୦
Read More...

ଅନ୍‌ଲାଇନ୍‌ରେ ମଦ

ଭୁବନେଶ୍ବର: ରବିବାର ଠାରୁ ଅନ୍‌ଲାଇନ୍‌ରେ ମିଳିବ ମଦ। ଦୋକାନରେ ମଦ ବିକ୍ରି ପାଇଁ ଅନୁମତି ମିଳିବ ନାହିଁ । ତେବେ ଅନ୍‌ଲାଇନ୍‌ରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଦେଢ଼ ଗୁଣାରୁ ଅଧିକ ମୂଲ୍ୟ ଦେବାକୁ ହେବ। ସବୁ ପ୍ରକାର ବିଦେଶୀ ମଦ ଓ ବିୟର୍ ଉପରେ ଓଡ଼ିଶା ସରକାର ’ସ୍ପେଶାଲ କୋଭିଡ୍ ଫି’
Read More...

ଗଡିବ ବସ୍ ଓ ଟ୍ୟାକ୍ସି

ଭୁବନେଶ୍ବର : ରାଜ୍ୟରେ ଆସନ୍ତାକାଲିଠାରୁ ଗଡିବ ବସ୍ ଓ ଟ୍ୟାକ୍ସି ।  ଏହି ସୂଚନା ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିଶନର ପ୍ରଦୀପ ଜେନା । ବସରେ ଯେତିକ ସଂଖ୍ୟକ ସିଟ୍ ଥିବ ସେତିକି ଯାତ୍ରୀ ଯିବେ । କେହି ଠିଆ ହୋଇ ଯାଇପାରିବେ ନାହିଁ । ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ
Read More...

କେଉଁ ଜିଲ୍ଲାରେ କେତେ ଆକ୍ରାନ୍ତ

ଭୁବନେଶ୍ବର:  ତାଜା ତଥ୍ୟ ଅନୁସାରେ ଗଞ୍ଜାମ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୪୮ରେ ପହଞ୍ଚିଛି ।  ଯାଜପୁର ଜିଲ୍ଲାରେ ଦ୍ୱିତୀୟ ସର୍ବାଧିକ ୨୩୯, ବାଲେଶ୍ୱର ଜିଲ୍ଲାରେ ୧୨୮, ଭଦ୍ରକ ଜିଲ୍ଲାରେ ୯୮, ଖୋର୍ଦ୍ଧା ଜିଲ୍ଲାରେ ୭୭, ପୁରୀ ଜିଲ୍ଲାରେ ୮୧, କଟକ ଜିଲ୍ଲାରେ ୫୯,  କେନ୍ଦ୍ରାପଡ଼ା
Read More...

ନୂଆପଡ଼ାକୁ ଛୁଇଁଲା କରୋନା

ଭୁବନେଶ୍ବର: ନୂଆପଡ଼ା ଜିଲ୍ଲାକୁ ଛୁଇଁଛି କରୋନା। ଖଡ଼ିଆଳ ବ୍ଲକ୍ ଅନ୍ତର୍ଗତ ସାନମହେଶ୍ଵର ଗ୍ରାମପଞ୍ଚାୟତର ଝୋଳପଦର ଗ୍ରାମରେ ଜଣେ ପ୍ରବାସୀ ଓଡ଼ିଆ ଶ୍ରମିକଙ୍କଠାରେ ନୂଆପଡା ଜିଲ୍ଲାର ପ୍ରଥମ କୋଭିଡ-୧୯ ପଜିଟିଭ ରିପୋର୍ଟ ଆସିଛି। ଆଜି ପୁଣି ୬୭ଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ
Read More...

ସ୍ୱଚ୍ଛ ସହର ତାଲିକାରେ ରାଜ୍ୟର ନାହିଁ କୌଣସି ସହର

ଭୁବନେଶ୍ୱର: ଓଡ଼ିଶାର କୌଣସି ସହର ଦେଶର ଆବର୍ଜନାମୁକ୍ତ ସହର ତାଲିକାରେ ସ୍ଥାନ ପାଇନାହିଁ । କେନ୍ଦ୍ର ଗୃହ ଓ ସହରାଂଚଳ ମନ୍ତ୍ରାଳୟ ପକ୍ଷରୁ ୨୦୧୯/୨୦ ପାଇଁ ପ୍ରକାଶ ପାଇଥିବା ୧୪୧ଟି ଆବର୍ଜନାମୁକ୍ତ ସହର ଭିତରେ ସ୍ଥାନ ପାଇବାରେ ରାଜ୍ୟ ବିଫଳ ହୋଇଛି । ଦେଶର ୬ଟି ସହରକୁ ପଂଚତାରକା ରେଟିଂ
Read More...

ମିଳିଲା ବାତ୍ୟା ଅଗ୍ରୀମ

୧୦ ଜିଲ୍ଲା ପ୍ରଭାବିତ ୧ ଲକ୍ଷ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ୪୪ ଲକ୍ଷ ଲୋକ ପ୍ରଭାବିତ କେହି ମୃତ୍ୟୁବରଣ କରିନାହାନ୍ତି ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଙ୍କ ଘୋଷଣା ହେବାର ୨୪ ଘଂଟା ନ ପୁରୁଣୁ ଆଜି ରାଜ୍ୟ ସରକାରଙ୍କୁ ୫୦୦ କୋଟି ଟଙ୍କାର ଅଗ୍ରୀମ ସହାୟତା ମିଳିଛି
Read More...

ଜାତୀୟ ରାଜପଥରେ ଶୁଖିଲା ଖାଦ୍ୟ ବଂଟନ

ଯାଜପୁର: ଗୁରୁବାର ଦିନ ଆଶ୍ୱାସନା ପକ୍ଷରୁ ଜାତୀୟ ରାଜପଥ ୫ଠାରେ କୁଆଖିଆଠାରୁ ଚଣ୍ଡିଖୋଲ ପର୍ଯ୍ୟନ୍ତ ଲକଡାଉନ୍ ପାଇଁ ବିଭିନ୍ନ ଅସୁବିଧାରେ ଚାଲି ଚାଲି ଯାଉଥିବା ପ୍ରବାସୀ ଓଡ଼ିଆଙ୍କୁ ଶୁଖିଲା ଖାଦ୍ୟ ଓ ପାନୀୟଜଳ ବିତରଣ କରାଯାଇଥିଲା । ପରେ ଚଣ୍ଡିଖୋଲର ପ୍ରସିଦ୍ଧ ପର୍ଯ୍ୟଟନର ପ୍ରସିଦ୍ଧ
Read More...