Browsing Category

State

୧୨ଶହ ଟପିଲା ଆକ୍ରାନ୍ତଙ୍କ ସଂଖ୍ୟା

ଭୁବନେଶ୍ୱର- ରାଜ୍ୟରେ ୧୨ଶହ ପାର କରିଛି ସଂକ୍ରମଣ ସଂଖ୍ୟା । ଆଜି ପୁଣି ନୂଆ ୮୦ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨୬୯ରେ ପହଂଚିଛି । ଚିହ୍ନଟ ହୋଇଥିବା ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୧୯, ଯାଜପୁର୧୪, ବାଲେଶ୍ୱର ୩, ପୁରୀ ୧୭, କଟକ ୧, ସୁନ୍ଦରଗଡ
Read More...

ତେଲ କଡେଇରେ ରାଜ୍ୟ: ୪୫ ଡିଗ୍ରୀ ଟପିଛି ତାପମାତ୍ରା

ଭୁବନେଶ୍ୱର-ବଢିବ ତାତି ଅସ୍ୟହ ହେବ ଗୁଳିଗୁଳି । ଅଗାମୀ ୩ ଦିନରେ ପାଗ ଶୁଖିଲା ରହିବା ସହ ପାରଦ ବଢିବା ନେଇ ଭୁବନେଶ୍ୱର ଆଂଚଳିକ ପାଣିପାଗ କେନ୍ଦ୍ର ନିର୍ଦେଶକ ଏଚ.ଆର. ବିଶ୍ୱାସ ପକ୍ଷରୁ ସୂଚନା ମିଳିଛି । ବିଭିନ୍ନ ଜିଲ୍ଲାରେ ପାରଦ ୪୦ ଡିଗ୍ରୀ ପାର କରିବ । ବାତ୍ୟା ଅମ୍ପାନ ପରେ
Read More...

ମେ ୨୫ରୁ ଝାରସୁଗୁଡାରୁ ବିମାନ ଉଡାଣ

ଝାରସୁଗୁଡା- ମେ ୨୫ରୁ ଝାରସୁଗୁଡା ବିମାନବନ୍ଦରରୁ ବିମାନ ସେବା ଆରମ୍ଭ । ଏନେଇ ଟିକଟ ବୁକିଂ ଆରମ୍ଭ ହୋଇଯାଇଛି । ବିମାନ ଯାତ୍ରୀ ପାଇଁ ଏୟାରପୋର୍ଟ ଅଥରିଟି ଯାତ୍ରୀମାନଙ୍କ ଲାଗି ଏସଓପି ଜାରି କରାଯାଇଛି । ଏହାକୁ ମାନୁ ନ ଥିବା ଯାତ୍ରୀଙ୍କୁ ଏହାରପୋର୍ଟରେ ପ୍ରବଶେ ଅନୁମତି ମିଳିବ ନାହିଁ ।
Read More...

ଆକାଶମାର୍ଗରୁ ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କଲେ ପ୍ରଧାନମନ୍ତ୍ରୀ ଓଡ଼ିଶାକୁ ୫୦୦ କୋଟିର ସହାୟତା

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦି ଆଜି ଆକାଶମାର୍ଗରୁ ରାଜ୍ୟର ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ କରିବା ସଙ୍ଗେ ସଙ୍ଗେ ଓଡ଼ିଶା ପାଇଁ ୫୦୦ କୋଟି ଟଙ୍କାର ତକ୍ରାଳ ଅଗ୍ରିମ ସହାୟତା ଘୋଷଣା କରିଛନ୍ତି ।ମହାବାତ୍ୟା ଅମ୍ଫାନ କ୍ଷୟକ୍ଷତି ଅନୁଧ୍ୟାନ କରିବା ପରେ ବିମାନବନ୍ଦର
Read More...

ସୁସ୍ଥ ହେଲେ ଆଉ ୪୩ କରୋନା ଆକ୍ରାନ୍ତ

ଭୁବନେଶ୍ୱର- ରାଜ୍ୟରେ ସୁସ୍ଥ ହେଲେ ଆଉ ୪୩ କରୋନା ଆକ୍ରାନ୍ତ ।ଏଯାବତ୍ ୪୩୬ ଆରୋଗ୍ୟ ଲାଭ କରିଛନ୍ତି । ସୁସ୍ଥ ୪୩ ବ୍ୟକ୍ତିଙ୍କ ମଧ୍ୟରୁ ଅନୁଗୁଳରୁ ୧୫, ଗଞ୍ଜାମ,ସୁନ୍ଦରଗଡ ଓ ଯାଜପୁର ପ୍ରତ୍ୟେକ ଜିଲ୍ଲାରୁ ୮ ଲେଖାଏଁ ଏବଂପୁରୀ, କେନ୍ଦ୍ରାପଡା, କଟକ, ବୌଦ୍ଧରୁ ଜଣେ ଲେଖାଏଁ ବୋଲି ରାଜ୍ୟ
Read More...

ପୂର୍ବ ପରି ଜାରି ରହିବ ବ୍ୟାଙ୍କ ସେବା

ଭୁବନେଶ୍ୱର- ପୂର୍ବ ଭଳି ବ୍ୟାଙ୍କ ସେବା ଚାଲୁ ରଖିବା ପାଇଁ ରାଜ୍ୟ ସରକାର ନିର୍ଦେଶ ଜାର କରିଛନ୍ତିି । ପ୍ରତିଦିନ ୧୦ରୁ ଅପରାହ୍ମ ୪ଟା ପର୍ଯ୍ୟନ୍ତ ସମସ୍ତ ବ୍ୟାଙ୍କ ଖୋଲା ରହିବ । ସବୁ କର୍ମଚାରୀ କାର୍ଯ୍ୟ ରେ ଯୋଗଦାନ କରିବେ ।ବାଣିଜ୍ୟକ ବ୍ୟାଙ୍କ ଓ ସମବାୟ ବ୍ୟାଙ୍କ ମଧ୍ୟ ଧାର୍ଯ୍ୟ ସମୟରେ
Read More...

ନିଆରା ଢଙ୍ଗରେ ସାବିତ୍ରୀ ବତ୍ର ପାଳିଲେ ମହିଳା

ଭୁବନେଶ୍ୱର- ଆଜି ହେଉଛି ସାବିତ୍ରୀ ଅମାବାସ୍ୟା । ମହିଳାମାନେ ନିଜ ସ୍ୱାମୀଙ୍କ ଦିର୍ଘାୟୁ କାମନା ପାଇଁ ବିଭିନ୍ନ ଶୈାବାଳୟରେ ପୂଜାର୍ଚ୍ଚନା କରିଥାନ୍ତି । କିନ୍ତୁ ବାଡ ଓଗାଳି ଦେଇଛି କରୋନା । ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ମନ୍ଦିରମାନ ଙ୍କରେ ୧୪୪
Read More...

ସଙ୍ଗରୋଧ କେନ୍ଦ୍ରରେ ସାବିତ୍ରୀ ବ୍ରତ ପାଳନ

କଟକ- ଆଠଗଡ ସଙ୍ଗରୋଧ କେନ୍ଦ୍ରରେ ମହିଳା ମାନେ ସାବିତ୍ରୀ ବତ୍ର ପାଳନ କରିଛନ୍ତି । ସାମାଜିକ ଦୂରତା ସହ ସଭିଙ୍କ ମୁହଁରେ ଥିଲା ମାସ୍କ । ସଙ୍ଗରୋଧ ଗୃହକୁ ଅନ୍ୟ କାହାକୁ ପ୍ରବେଶ ଅନୁମତି ନଥିବାରୁ ଫାଟକ ନିକଟରେ ସ୍ୱାମୀ ମାନେ ସାମାଜିକ ଦୂରତା ରକ୍ଷା କରି ଧଡି ହୋଇ ଠିଆ ହୋଇଥିଲେ ।
Read More...

ଆଜିଠୁ କାଉଣ୍ଟରରେ ମିଳିବ ରିଜର୍ଭେସନ୍ ଟ୍ରେନ୍ ଟିକେଟ୍

ଭୁବନେଶ୍ୱର- ଆଜିଠୁ ରିଜର୍ଭେସନ ଟ୍ରେନ ଟିକେଟ ପାଇଁ କାଉଣ୍ଟର ଖୋଲା ରହିବ । ପୂବତଟ ରେଲୱର ୧୨ ଟି ଷ୍ଟେସନରେ ଟିକଟ ଉପଲବ୍ଧ ହେବାକୁ ଥିବା ବେଳେ ଆଜିଠାରୁ କମନ ସର୍ଭିସ ସେଂଟରରେ ମଧ୍ୟ ରିଜର୍ଭ ଟିକେଟ ମିଳିବ ।୧ ଲକ୍ଷ ୭୦ ହଜାର କମନ୍ ସର୍ଭିସ ସେଣ୍ଟରକୁ କାର୍ଯ୍ୟକ୍ଷମ କରାଯିବ ବୋଲି
Read More...

ଅଗଷ୍ଟ ୨୪ ପର୍ଯ୍ୟନ୍ତ କଟକଣା ବଳବତର

ଭୁବନେଶ୍ୱେର- ମେ ୨୫ରୁ ଘରୋଇ ବିମାନ ଉଡାଣ ଅରମ୍ଭ ହେବାକୁ ଯାଉଛି । ଏନେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରଣାଳୟ ଘୋଷଣା କରିଛି । କିନ୍ତୁ ବିମାନ ସେବା ଉପରେ ଲାଗିଥିବା କଟକଣା ଅଗଷ୍ଟ ୨୪ ରାତି ୧୨ ଟା ପର୍ଯ୍ୟନ୍ତ ବଳବତର ରହିବ ।ଏବେ ଏକ ତୃତୀୟାଂଶ ବିମାନ ଉଡାଣ କରିବ । କେଉଁ ବିମାନ
Read More...