Browsing Category

State

ପୁଣି ନୂଆ ୫୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ପୁଣି ନୂଆ ୫୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ ପାର କରିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ନୂତନ ସଂକ୍ରମିତଙ୍କ ମଧ୍ୟରୁ ପୁରୀରୁ ୧, କଳାହାଣ୍ଡିରୁ ୧୧, ଗଞ୍ଜାମରୁ ୪,
Read More...

ଜୁନ୍ ୧ରୁ ୨୦୦ ଯାତ୍ରୀବାହୀ ଟ୍ରେନ ଚଳାଚଳ

ଭୁବନେଶ୍ୱର- ଜୁନ୍ ପହିଲାରୁ ଦେଶର ବିଭିନ୍ନ ସ୍ଥାନକୁ ୨୦୦ ଯାତ୍ରୀବାହୀ ଟ୍ରେନ ଚାଳିବ । ଏନେଇ ରେଳ ମନ୍ତ୍ରାଳୟ ଘୋଷଣା କରିଛି । ଏଥି ପାଇଁ ଗୁରୁବାର ଦିନ ୧୦ ଟାରୁ ଯାତ୍ରୀମାନେ ଅନଲାଇନ ଟିକଟ ବୁକିଂ ଆରମ୍ଭ କରିଦେଇଛନ୍ତି ।
Read More...

୭କୁ ଛୁଇଁଲା କରୋନା ମୃତୁ ସଂଖ୍ୟା

ଭୁବନେଶ୍ୱର- ଗୁରୁବାର ରାଜ୍ୟରେ ପୁଣି ଜଣେ କରୋନା ଆକ୍ରାନ୍ତରେ ମୃତୁ୍ୟ ବରଣ କରିଛି । ମୃତୁ୍ୟକ ଜଣଙ୍କ ଗଞ୍ଜାମ ଜିଲ୍ଲାର ଓ ବୟସ ୮୫ ବର୍ଷ ବୋଲି ଜଣା ପଡିଛି । ଏହାକୁ ମିଶାଇ ମୃତୁ ୭ରେ ପଂହଚିଛି ।
Read More...

ନିତ୍ୟ ବ୍ୟବହୃତ ଜିନିଷର ଦର ଆକାଶଛୁଆଁ

ରାୟଗଡା: କରୋନା ଓ ଲକଡାଉନ ଯୋଗୁଁ ନିତ୍ୟ ବ୍ୟବହୃତ ଜିନିଷର ଯୋଗାଣରେ ବାଧା ଉପୁଜିଥିବା ବେଳେ କିଛି କଳାବଜାରୀ ଏହାର ସୁଯୋଗ ନେଇ ନିତ୍ୟ ବ୍ୟବହୃତ ଜିନିଷର ଦର ଆକାଶ ଛୁଆଁ କରିଛନ୍ତି । ଦିନକୁ ଦିନ ଦର ବୃଦ୍ଧି ଯୋଗୁଁ ଖାଉଟି ହନ୍ତସନ୍ତ ହେବାକୁ ପଡୁଛି । ସରକରାଙ୍କ ତରଫରୁ ଏ ନେଇ
Read More...

୭୬ ପ୍ରବାସୀ ଶ୍ରମିକଙ୍କ ରକ୍ତନମୂନା ନେଗେଟିଭ

ଚମ୍ପୁଆ: ଚମ୍ପୁଆ ସୀମାନ୍ତ ଦେଇ ଏକ କଂଟେନରରେ ଯାଉଥିବା ୭୨ଜଣ ଶ୍ରମିକଙ୍କୁ ଅଟକାଇ ଚମ୍ପୁଆ ପୁଲିସ ସଙ୍ଗରୋଧ ଗୃହରେ ରଖିଥିଲେ । ସେମାନେ ଚେନ୍ନାଇରୁ ଆସି ଝାଡଖଣ୍ଡ ଦେଇ ଉତରପ୍ରଦେଶ ନିଜ ଘର ଅଭିମୁଖେ ଯାଉଥିଲେ । ସୋମବାର ଦିନ ସମସ୍ତ ୭୨ଜଣ ଶ୍ରମିକଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇଥିଲା
Read More...

ଅସ୍ତରଙ୍ଗରେ ୨୫୦୦ ଲୋକ ସ୍ଥାନାନ୍ତରିତ

ଅସ୍ତରଙ୍ଗ: ସମ୍ଭାବ୍ୟ ବାତ୍ୟା ଅମ୍ଫାନକୁ ନେଇ ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂଙ୍କ ନିଦେ୍ର୍ଧଶକ୍ରମେ ତପ୍ତର ହୋଇ ଉଠିଛି ଅସ୍ତରଙ୍ଗ ବ୍ଳକ ଓ ତହସିଲ ପ୍ରଶାସନ । ତହସିଲ ତରଫରୁ ଡାକବାଜି ଯନ୍ତ୍ର ଦ୍ୱାରା ଜାହାନିଆଁ ଉପକୂଳରେ ଥିବା ଗାଁଗୁଡିକୁ ବାତ୍ୟା ସମ୍ଭଦ୍ଧିୟ ସତର୍କ କରାଇ ଦିଆଯାଉଥିବା
Read More...

ବାଲିକୁଦାରେ ୩ ଆକ୍ରାନ୍ତ : ସମସ୍ତେ ସୁରଟ ଫେରନ୍ତା

ବାଲିକୁଦା: ଆଜି ଆଉ ୩ କରୋନା ପଜିଟିଭ ଚିହ୍ନ ହୋଇଛି । ଏମାନେ ସମସ୍ତେ ବାଲିକୁଦା ବ୍ଲକର ବୋଲି ଜଣା ପଡିଛି । ଏମାନଙ୍କ ମଧ୍ୟରୁ ଜଣେ ଗରାମ ପଂଚାୟତର ହୋଇଥିବା ବେଳେ ଅନ୍ୟ ଦୁଇଜଣ କରୋନା ପଜିଟିଭ୍ କାଳିଓ ପଂଚାୟତର ବୋଲି ଜଣାପଡିଛି । ଏମାନେ ସମସ୍ତେ ସୁରଟରୁ ଫେରିଥିବା ଜଣାପଡିଛି । ତେବେ
Read More...

ବାତ୍ୟା ଆସିଲେ ଖୋଜା ପଡେ଼ ରେଡିଓ

ଯାଜପୁର: ସମୟ ଥିଲା ଦେଶ ବିଦେଶରେ କ’ଣ ଟିକେ ଘଟଣା ଘଟିଲେ ଘରେ ଘରେ ରେଡିଓ ମାଧ୍ୟମରେ ଖବର ପହଂଚିଯାଉଥିଲା । ସେ କି୍ରକେଟ୍ ଖେଳ ହେଉ କି ରାଜନୈତିକ ଘଟଣା ସବୁ ପାଇଁ ସମସ୍ତେ କାନ ଡେରୁଥିଲେ ରେଡିଓ ପାଖରେ । ଘଟଣା କ୍ରମେ ଘରେ ଘରେ ଟିଭି ସଂଖ୍ୟା ବଢିବା ସହିତ ମୋବାଇଲର ଜମାନା ଆସିବା ପରେ
Read More...

କାନ୍ଥ ପଡ଼ି ଶିଶୁ , ମହିଳାଙ୍କ ମୃତ୍ୟୁ

ଭଦ୍ରକ : ତିହିଡି ବ୍ଲକ ଅନ୍ତର୍ଗତ କାଞ୍ଚଡ଼ା ପଞ୍ଚାୟତର ଦକ୍ଷିଣପାରି ଗତକାଲିଠାରୁ ପ୍ରବଳ ବର୍ଷା ଯୋଗୁ ଵଳରାମ ଦାସଙ୍କ ମାଟି ଘରର କାନ୍ଥ ଭୁଶୁଡ଼ି ପଡ଼ିଥିଲା। ଏଥିରେ ମା’ ସାମାନ୍ୟ ଆହତ ହୋଇଥିଲା ଵେଳେ ଶିଶୁପୁତ୍ରର ମୃତ୍ୟୁ ଘଟିଛି। ସେହିପରି କେନ୍ଦ୍ରାପଡ଼ା ଜିଲାର ସାତଭାୟା ଅଞ୍ଚଳରେ
Read More...

କଳାହାଣ୍ଡିରୁ ୧୧ କରୋନା ପଜିଟିଭ୍

ଭବାନୀପାଟଣା : କଳାହାଣ୍ଡି ଜିଲ୍ଲାକୁ ପୁଣି କୋରନା ଫେରିଲା । ଗୋଟିଏ ଦିନରେ ୧୧ ପଜିଟିଭ ଚିହ୍ନଟ । ସେମାନଙ୍କ ମଧ୍ୟରେ ଲାଞ୍ଜିଗଡ ବ୍ଲକର ବସନ୍ତପଡା ଅସ୍ଥାୟୀ ସ୍ୱାସ୍ଥ୍ୟ କେନ୍ଦ୍ର ବା ସଂଗରୋଧ କେନ୍ଦ୍ରରେ ଗତ ୧୫ ତାରିଖ ଦିନ ସୁରଟ ଓ ଛତିଶଗଡରୁ ଆସି ଥିବା ୬ ଜଣ ଶ୍ରମିକଙ୍କ ସହିତ ସେହି
Read More...