ଛତିଶଗଡ ପେପର ମିଲରୁ ଗ୍ୟାସ ଲିକ

ଛତିଶଗଡ-ରାୟଗଡ ଜିଲ୍ଲାର ଏକ ପେପର ମିଲରୁ ଗ୍ୟାସ ଲିକ ହୋଇ ୭ଜଣ କର୍ମଚାରୀ ଅସୁସ୍ଥ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ବୋଲି ରାୟଗଡ ପୁଲିସ ଅଧୀକ୍ଷ ସୂଚନା ଦେଇଛନ୍ତି । ଗୁରୁତର ଅସୁସ୍ଥ ମାନଙ୍କୁ ରାୟପୁର ମେଡିକାଲକୁ କୁ ସ୍ଥାନାନ୍ତର କରାଯାଇଛି । ବିଷାକ୍ତ ଗ୍ୟାସ ଲିକ ହେବା ସମୟରେ ଉକ୍ତ କର୍ମଚାରୀମାନେ ଏକ ଟାଙ୍କି ସଫା କରୁଥିବାରୁ ଗ୍ୟାସ ସଂସ୍ପର୍ଶରେ ଆସିଥିଲେ । ତେଣୁ ସେମାନଙ୍କୁ ଡାକ୍ତରଖାନାରେ ଭର୍ତି କରାଯାଇଛି ।

Leave A Reply

Your email address will not be published.

11 + thirteen =