ଆଇପିଏଲ୍ ବାତିଲ୍ ହେଲେ ବିସିସିଆଇକୁ୪୦୦୦ କୋଟି ଟଙ୍କା କ୍ଷତି

ନୂଆଦିଲ୍ଲୀ: ମହାମାରୀ କୋରନା ଯୋଗୁ ଚଳିତ ବର୍ଷର ଆଇପିଏଲ୍ ବାତିଲ୍ ହେଲେ ଭାରିୀୟ କ୍ରିକେଟ୍ କଂଟ୍ରୋଲ ବୋଡର଼୍(ବିସିସିଆଇ) ୪୦୦୦ କୋଟି ଟଙ୍କା କ୍ଷତି ସହିବ । ବିସିସିଆଇ ସଭାପତି ସୈାରଭ ଗାଙ୍ଗୁଲି କହିଛନ୍ତି, ।“ଆମର ଆର୍ଥିକ ସ୍ଥିତିକୁ ପରୀକ୍ଷା କରିବାକୁ ପଡିବ, ଆମ ପାଖରେ କେତେ ଟଙ୍କା ଅଛି ତାକୁ ଦେଖି ଆଗକୁ ବଢିବାକୁ ପଡିବ ଏବଂ ଦରମା ହ୍ରାସ କରିବାକୁ ପଡିବ | ଯଦି ଆଇପିଏଲ୍ ହୁଏ, ତେବେ ଆମକୁ ଦରମା ହ୍ରାସ କରିବାକୁ ପଡିବ ନାହିଁ ଏବଂ ଆମର କାର୍ଯ୍ୟ ଠିକ ସମୟରେ ପରିଚାଳନା କରିପାରିବୁ” ବୋଲି କହିଛନ୍ତି ସୌରଭ ଗାଙ୍ଗୁଲି।

Leave A Reply

Your email address will not be published.

13 − 3 =