ଭୁବନେଶ୍ୱର- ଜୁଲାଇ ୩୧ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ସ୍କୁଲ , କଲେଜ ଓ କୋଚିଂ ସେଂଟର ବନ୍ଦ ରହିବା ନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ କହିଛନ୍ତି । କରୋନା ସ୍ଥତିର ସମୀକ୍ଷା କରି ଏଭଳି ନିଷ୍ପତି ନିଆଯାଇଛି । ପୂର୍ବରୁ ଜୁନ ୧୭ରେ ବିଭିନ୍ନ ଶିକ୍ଷାନୁଷ୍ଠାନ ଖୋଲିବା ନେଇ ମନ୍ତ୍ରୀ ପରିଷଦ ବୈଠକରେ କୁହାଯାଇଥିଲା ।ତେବେ ପଂଚମ ପର୍ଯ୍ୟାୟ ଲକଡାଉନ ରେ ଏହାକୁ ଘୁଂଚାଇ ଦିଆଯାଇଛି ।