ମାଟ୍ରିକ ଖାତା ମୂଲ୍ୟାୟନ ଶିକ୍ଷକଙ୍କୁ ସୁରକ୍ଷା

କଟକ- ମାଟ୍ରିକ ଖାତା ଦେଖା ଶିକ୍ଷକଙ୍କ ସୁରକ୍ଷା ନେଇ ଓଡିଶା ହାଇକୋର୍ଟ ଗୁରୁତ୍ୱ ପୂର୍ଣ୍ଣ ରାୟ ଦେଇଛନ୍ତି । ୧୦ କିଲୋମିଟର ଦୂରରୁ ଆସୁଥିବା ଶିକ୍ଷକଙ୍କ ଖାଇବା ଓ ରହିବା ବନ୍ଦବୋସ୍ତ କରିବାକୁ ଗଣଶିକ୍ଷା ସଚିବ ଓ ବୋର୍ଡ ସଂପାଦଙ୍କୁ ନିର୍ଦେଶ ଦେଇଛନ୍ତି ହାଇକୋର୍ଟ । ଏଥିସହ ସାମାଜିକ ଦୂରତ୍ୱ ପାଳନ କରିବା ଉପରେ ମଧ୍ୟ ଗୁରୁତ୍ୱରୋପ କରିଛନ୍ତି ।

Leave A Reply

Your email address will not be published.

twenty − fourteen =