କୋଭିଡ-୧୯ ସମୟରେ ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି: ନୁ୍ୟର୍କ ଟାଇମସ୍

ନୂଆଦିଲ୍ଲୀ- କରୋନା ମହାମାରୀ ସମୟରେ ସମଗ୍ର ଦେଶରେ ମୋଦୀଙ୍କ ଲୋକପ୍ରିୟତା ବୃଦ୍ଧି ପାଇଛି ବୋଲି ନୁ୍ୟର୍କ୍ ଟାଇମସ୍ କହିଛି । ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ୍ ଏବଂ ରୁଷୀୟ ରାଷ୍ଟ୍ରପତି ଭ୍ଳଦିମିର ପୁଟିନଙ୍କ ସହ ମୋଦୀଙ୍କୁ ତୁଳନା କରି ନୁ୍ୟୟର୍କ ଟାଇମସ୍ କହିଛି ଯେ କରୋନା ସଂଙ୍କଟ ସମୟରେ ମୋଦୀଙ୍କ ଲୋକପ୍ରିୟତା ବଢିଥିଲା ।ପରବର୍ତି ସମୟରେ ୯୦% ପ୍ରତିଶତ ବୃଦ୍ଧି ପାଇଛି । ମୋଦୀ ଏକଛତ୍ରବାଦୀ ଶାସକ ନୁହଁନ୍ତି ବରଂ ସେ ଜଣେ ସଫଳ ସଙ୍ଗଠକ ହୋଇଥିବାରୁ ସମସ୍ତେ ତାଙ୍କ ଆହ୍ୱାନକୁ ଗ୍ରହଣ କରୁଛନ୍ତି ।

Leave A Reply

Your email address will not be published.

4 + three =