ମୁମ୍ବାଇରେ କରୋନା ସଂକ୍ରମିତ ୨୫୦ ପୋଲିସ୍ କର୍ମଚାରୀ

ନୂଆଦିଲ୍ଲୀ: ମୁମ୍ବାଇରେ ୨୫୦ ପୋଲିସ୍ କର୍ମଚାରୀ କରୋନା ସଂକ୍ରମିତ ଥିବା ନେଇ କମିଶନର ପରମବୀର ସିଂହ ଗୁରୁବାର ସୂଚନା ଦେଇଛନ୍ତି । କର୍ମଚାରୀଙ୍କଠାରେ ଲକ୍ଷଣ ଖୁବ୍ ସାମାନ୍ୟ ଥିବାରୁ ସେମାନଙ୍କୁ ଆଇସିୟୁରେ ରଖାଯାଇନାହିଁ । ମୁମ୍ବାଇରେ ସଂକ୍ରମିତଙ୍କ ସଂଖ୍ୟା୧୦୫୨୭ କୁ ପହଂଚି ଥିବାବେଳେ ମୃତୁ୍ୟ ସଂଖ୍ୟା ୪୧୨ ରହିଛି । ରାଜ୍ୟରେ ସଂକ୍ରମିତ ସଂଖ୍ୟା ୧୬୭୫୮ ହୋଇଥିବାବେଳେ ୬୫୧ ଲୋକଙ୍କ ମୃତୁ୍ୟ ହୋଇଛି ।

Leave A Reply

Your email address will not be published.

6 + seventeen =