ନୂଆଦିଲ୍ଲୀ: ଘୁଂଚି ପାରେ ନିର୍ଭୟାଦୋଶୀଙ୍କ ଫାଶୀ ତାରିଖ । ଫାଶୀରୁ ମୁକୁଳିବା ପାଇଁ ଦୃବୁତମାନେ ସୁପ୍ରିମକୋଟରେ କୁ୍ୟରେଟିଭି ପିଟିଶନ ଦାୟର କରିଥିଲେ । ହେଲେ କୋଟ ଏହାକୁ ଖଣ୍ଡନ କରିଥିଲା । ଏପଟେ ଦୋଷୀ ମୁକଶେ ରାଜକ୍ଷମା ପାଇଁ ଆବେଦନ କରିଛି । ୪ ଦୋଷୀଙ୍କୁ ଫାଶୀ ଖୁଣଟରେ ଝୁଲେଇବା ପାଇଁ ସମସ୍ତ ପକ୍ରିୟା ଶେଷହୋଇସାରିଥିଲା ବେଳେ ଦୋଷୀ ରାଜକ୍ଷମା ପାଇବା ପାଇଁ ଆବେଦନ କରିଛନ୍ତି । ଏହା ଉପରେ କେଣ÷ସି ନିଷ୍ପତି ନ ଆସିବା ପର୍ଯ୍ୟନ୍ତ ୪ ଦୋଷୀଙ୍କୁ ଫାଶୀ ଦିଆଯାଇପାରିବ ନାହିଁ ବୋଲି ଦିଲ୍ଲୀ ସରକାର ଆଜି ଦିଲ୍ଲୀ ହାଇକୋଟ୍ଙ୍କୁ କହିଛନ୍ତି । ତେଣୁ ଜାନୁଆରୀ ୨୨ ତାରିଖରେ ଫାଶୀ ଦିଆଯିବକି ନାହିଁ ସେନେଇ ସନେ୍ଦହ କରାଯାଉଛି ।
ତିହାର ଜେଲପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ , ଦୃବୁର୍ତ ମାନେ ୭ ବର୍ଷ ଜେଲରେ ରହିବା ଭିତରେ ବହୁତି କିଛି ଆୟ କରିଛନ୍ତି । ଦୋଷୀ ମୁକେଶ କୈଣସି କାମକରିନଥିବା ବେଳେ ଦୋଷୀ ଅକ୍ଷୟ ଠାକୁର ଦିନ ମଜୁରିଆ ଭାବେ କାମକରି ୬୯.୦୦ଟଙ୍କା ଅରୟ କରିଥିଲା ବେଳେ ପବନ ୨୯,୦୦୦ ଟଙ୍କା ଆୟ କରିଥିଲା । ସେହିପରି ବିନୟ ଶର୍ମା ୩୯,୦୦ ଟଙ୍କା ଆୟକରିଥିଲେ