ପଙ୍ଗପାଳ ଆତଙ୍କ:ଖୋଲିଲା କଣ୍ଟ୍ରୋଲ ରୁମ୍
ନୂଆପଡ଼ା : ଛତିଶଗଡ଼ କୋରିଆ ଜିଲ୍ଲା ଭରତପୁରରେ ପଙ୍ଗପାଳ ପହଞ୍ଚିବା ପରେ ଓଡ଼ିଶାର ନୂଆପଡ଼ା, ବଲାଙ୍ଗୀର, କଳାହାଣ୍ଡି, ବରଗଡ଼, ସୁନ୍ଦରଗଡ଼ ଜିଲ୍ଲା ପ୍ରଶାସନକୁ ସର୍ତକ ରହିବାକୁ ନିର୍ଦେଶ ଦିଆଯାଇଛି। ଦିନକୁ ୧୫୦ରୁ ୨୦୦ କିମି ଉଡ଼ି ପାରୁଥିବାରୁ ଛତିଶଗଡ଼ରୁ ନୂଆପଡ଼ାର ଦୂରତ୍ବ ୧୩୦!-->…