ପୁଣି ୧୪୧ କରୋନା ଆକ୍ରାନ୍ତ ଚିହ୍ନଟ, ସଂକ୍ରମିତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି

ଭୁବନେଶ୍ଵର : ଆଜି ପୁଣି ୧୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ୍ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୨୪୫କୁ ବୃଦ୍ଧି ପାଇଛି । ଚିହ୍ନଟ କରୋନା ସଂକ୍ରମିତଙ୍କୁ ମଧ୍ୟରୁ ଗଞ୍ଜାମ ଜିଲ୍ଲାରୁ ସର୍ବାଧିକ ୨୭ ; ଖୋର୍ଦ୍ଧାରୁ ୨୬, ନୂଆପଡାରୁ ୧୯, କେନ୍ଦ୍ରାପଡାରୁ ୧୩,

ବଜ୍ରପାତରେ ବୃଦ୍ଧଙ୍କ ମୃତ୍ୟୁ

ନବରଙ୍ଗପୁର,୧.୬(ନି.ପ୍ର.): ବଜ୍ରଘାତରେ ନବରଙ୍ଗପୁର ବ୍ଲକ୍ ବଡକୁମୁଲି ଗାଁର ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଛି । ତାଙ୍କ ନାଁ ଶୁକ୍ରୁ ଗୌଡ଼ ୫୫ । ଶନିବାର ସକାଳ ୮ଟାରେ କଳାହାଣ୍ଡିଆ ମେଘ ଦେଖି ଅମଳ ହୋଇଥିବା ମକା ଫସଲରେ ପଲିଥିନ ଢାଙ୍କିବାକୁ ଯାଇଥିଲେ ଶୁକ୍ରୁ । ଏହି ସମୟରେ ବଜ୍ରପାତ

ସଙ୍ଗରୋଧ କେନ୍ଦ୍ରରୁ ଫେରି ଜୀବନ ହାରିଲେ ଯୁବକ

ଭଞ୍ଜନଗର,୧.୬ (ନି.ପ୍ର.): ୪ ଦିନ ତଳେ ସେ ସଙ୍ଗରୋଧ କେନ୍ଦ୍ର ଫେରିଥିଲେ । ସେଠି ୨୧ ଦିନିଆ କ୍ୱାରେଂଟାଇନ୍ ଅବଧି ବିତାଇଥିଲେ । ଫେରିବା ବେଳକୁ ମନରେ ଖୁସି ଥିଲା ଯେ ଦୀର୍ଘ ଦିନ ପରେ ପତ୍ନୀଙ୍କୁ ଭେଟିବେ, ନିଜର ଶିଶୁ କନ୍ୟାକୁ ପ୍ରଥମ ଥର ଦେଖିବେ । ହେଲେ ଶ୍ୱଶୁର ଘରୁ ଫେରିବା ପରେ ରବିବାର

ଲକ୍ଡାଉନ୍ ପାଇଁ କଟକ- ଭୁବନେଶ୍ୱରରେ କମିଛି ଦୁର୍ଘଟଣା

ଭୁବନେଶ୍ୱର,୧.୬(ନି.ପ୍ର.): କରୋନା ପାଇଁ ଦେଶର ଆର୍ଥିକ ସ୍ଥିତି ବିଗିଡ଼ ଯାଇଥିଲେ ହେଁ କିଛି କ୍ଷେତ୍ରରେ ଏହା ମାନବ ସମାଜ ପାଇଁ ବରଦାନ ପାଲଟିଛି । କରୋନା ଜନିତ ଲକ୍ଡାଉନ୍ ଯୋଗୁଁ ପରିବେଶ ସ୍ୱଚ୍ଛ ହେବା ସହ ସଡ଼କ ଦୁର୍ଘଟଣା ସଂଖ୍ୟା ମଧ୍ୟ ହ୍ରାସ ପାଇଛି । ଦେଶରେ ଦୁର୍ଘଟଣା କମାଇବା ପାଇଁ

ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାରେ ‘ବନ୍ଦେ ଉତ୍କଳ ଜନନୀ’ ସାମୂହିକ ଗାନ

ଭୁବନେଶ୍ୱର,୧ ।୦୬(ନି.ପ୍ର.): ଓଡ଼ିଶା ରାଜ୍ୟ ସରକାରଙ୍କ ତରଫରୁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ, କୋଭିଡ-୧୯ ଯୋଦ୍ଧାଙ୍କୁ ସମ୍ମାନ ଜଣାଇବା ଉଦେ୍ଧଶ୍ୟରେ ସବୁ ଓଡ଼ିଆଙ୍କୁ ‘ବନ୍ଦେ ଉତ୍କଳ ଜନନୀ’ ଗାନ କରିବାକୁ ଯେଉଁ ଆହ୍ୱାନ ଦେଇଥିଲେ, ତାହାର ସଫଳ ଅନୁପାଳନ କରି ଓଡ଼ିଶା ରାଜ୍ୟ ଗୃହ

ପନିପରିବା ଅଭାବୀ ବିକ୍ରି : ଚିନ୍ତାରେ ଚାଷୀ

ଯାଜପୁର,୧ ।୦୬ (ନି.ପ୍ର) : ବରୀ ନିର୍ବାଚନମଣ୍ଡଳୀ ଅର୍ନ୍ତଗତ ଯାଜପୁର ବ୍ଳକ ଏରବାଙ୍କ ଗ୍ରାମପଂଚାୟତର ଇନ୍ଦାରୋଇ ଗ୍ରାମର ବହୁ ପରିବାର ବିଭିନ୍ନ ପରିବା ଚାଷ କରି ଜୀବନ ନିର୍ବାହ କରିଥାନ୍ତି । କିନ୍ତୁ ଏବେ ପରିବା ଦର କମିବା ସହ ଏହା ଅଭାବୀ ବିକ୍ରି ଯୋଗୁଁ ଏହି ଚାଷୀ ଏବେ ଚିନ୍ତାରେ ।

ପ୍ରବାସୀ ଶ୍ରମିକଙ୍କ ପାଇଁ ପଦଯାତ୍ରା

ଭୁବନେଶ୍ୱର,୧ ।୦୬(ନି.ପ୍ର.): କୌଣସି ପୂର୍ବ ପ୍ରସ୍ତୁତି ବିନା ଦେଶରେ ଦୁଇ ମାସରୁ ଉର୍ଦ୍ଧ୍ୱ ସମୟ ଧରି ଲକ୍ଡାଉନ୍ ଲାଗୁ କରି ସରକାର ଦେଶର ତଥା କୋଟିକୋଟି ଶ୍ରମଜୀବୀଙ୍କର ଜୀବନ ଦୂର୍ବୀସହ କରିଦେଇଛନ୍ତି । ଦେଶର ବିଭିନ୍ନ ପ୍ରାନ୍ତରେ କାମ କରୁଥିବା ଶ୍ରମଜୀବୀମାନେ ରୋଜଗାର ହରାଇବା ସହ ଭୋକ

ବଙ୍କରରେ ରାଷ୍ଟ୍ରପତି ଟ୍ରମ୍ପ

ୱାଶିଂଟନ,୧ ।୦୬(ଏଜେନ୍ସି): ମିନ୍ନିଆପଲିସ୍ରେ କୃଷ୍ଣକାୟ ବ୍ୟକ୍ତି ଜର୍ଜ ଫ୍ଲୋଏଡଙ୍କ ମୃତୁ୍ୟ ଘଟଣା ନେଇ ପ୍ରତିବାଦ ତୀବ୍ରରୂପ ଧାରଣ କରିଥିବା ବେଳେ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ପାଇଁ ୱାଶିଂଟନ ସମେତ ଦେଶର ୪୦ଟି ସହରରେ କର୍ଫୁ୍ୟ ଜାରି କରାଯାଇଛି । ଅନ୍ୟପକ୍ଷରେ ରାଷ୍ଟ୍ରପତି ଡୋନାଲ୍ଡ

ଖୁବଶୀଘ୍ର ବିବାହ କରିବେ ରାଣା ଦାଗୁବଦୀ!

ଟଲିଉଡର ବାହୁବଳୀ ଆକ୍ଟର ରାଣା ଦାଗୁବଦୀଙ୍କ ଫିଗର ପାଇଁ ବେଶ୍ ଲୋକପ୍ରି୍ୟ । ତାଙ୍କ ଲେଡି ଫ୍ୟାନ ପାଇଁ ଏବେ ଦୁଃଖର ଖବର । ଖୁବଶୀଘ୍ର ବିବାହ କରିବାକୁ ଯାଉଛନ୍ତି ଏହି ଷ୍ଟାର । ଏହି ଖବର ଦାଗୁବଦୀ ଙ୍କ ପିତା ସୁରେଶ ବାବୁ ସୁଚନା ଦେଇଛନ୍ତି । ଅଗଷ୍ଟ ୮ତାରିଖ ଦିନ ବିବାହ ବନ୍ଧନରେ

ସପ୍ତାହକୁ ଦୁଇ ଦିନ ସଟଡାଉନ

ଭୁବନେଶ୍ୱର- ୧୧ ଜିଲ୍ଲାରେ ସପ୍ତାହକୁ ୨ ଦିନ ସଟଡାଉନ ଘୋଷଣା କରିଛି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ।ପୁରୀ, ନୟାଗଡ, କଟକ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ଯାଜପୁର, ଭଦ୍ରକ, ବାଲେଶ୍ୱର ଓ ବଲାଙ୍ଗି ରେ ପ୍ରତି ସପ୍ତାହର ଶନିବାର ଓ ରବିବାର ସଟଡାଉନ କରାଯିବ । ଅତ୍ୟାବଶ୍ୟକ