ଝାରସୁଗୁଡାରୁ ବିମାନ ସେବା ଆରମ୍ଭ

ଝାରସୁଗୁଡା- ସୋମବାର ଠାରୁ ଝାରସୁଗୁଡା ବିମାନ ବନ୍ଦରରୁ ଆଲିଆନସ ଏୟାର ବିମାନ ଉଡାଣ କରିଛି । କୋଲକତାରୁ ୭ ଜଣ ଯାତ୍ରୀଙ୍କୁ ନେଇ ଆଜି ସକାଳ ୭ଟା ୪୦ ମିନିଟରେ ଝାରସୁଗୁଡା ବିମାନ ବନ୍ଦରରେ ପଂହଚିଛି । ସେହିପରି ୯ଟା ୧୫ ରେ ଝାରସୁଗୁଡାରୁ ବିମାନ ବାହାରି ଭୁବନେଶ୍ୱରରେ ଅବତରଣ

ଆଉ ନାହାଁନ୍ତି ୱାଜିଦ୍ ଖାଁ

ମୁମ୍ବାଇ:- ଆଉ ନାହାଁନ୍ତି ବଲିଉଡର ଲୋକପ୍ରି୍ରୟ ସଙ୍ଗୀତ ନିର୍ଦେଶକ ୱାଜିଦ୍ ଖାଁ । ସ୍ଥାନୀୟ ଏକ ଘରୋଇ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଯାଇଛି । ସେ କିଡନୀ ଓ ଗଳା ସଂକ୍ରମଣରେ ପୀଡିତ ଥିଲେ । ଏହା ସହ ତାଙ୍କର କରୋନା ପଜେଟିଭ୍ ଥିଲା । ତିନିଦିନ ଧରି ସେ ଭେଂଟିଲେଟରରେ ଥିଲେ । ୱାଜିଦ୍

ଭାରତରେ ଗୋଟିଏ ଦିନରେ ସଂକ୍ରମଣ ସଂଖ୍ୟା ୮,୩୮୦

ନୂଆଦିଲ୍ଲୀ,୩୧ ।୦୫(ଏଜେନ୍ସି): ମେ’ ୩୧ ତାରିଖ ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୧୮୨୧୪୩ ଜଣ କରୋନା ଭାଇରସ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୮୬୯୮୩ ଜଣ ସୁସ୍ଥ ହୋଇଛନ୍ତି ଏବଂ

ବଜ୍ରପାତରେ ତାଜମହଲ କ୍ଷତିଗ୍ରସ୍ତ

ନୂଆଦିଲ୍ଲୀ,୩୧ ।୦୫(ଏଜେନ୍ସି): ଶୁକ୍ରବାର ରାତିରେ ଆଗ୍ରା ସହରରେ ଘନଘନ ବଜ୍ରପାତ ସହିତ ପ୍ରବଳ ଝଡ଼ବର୍ଷା ହୋଇଛି । ଏଥିରେ ବିଶ୍ୱପ୍ରସିଦ୍ଧ ଐତିହାସିକ କୀର୍ତିରାଜୀ ତାଜମହଲ କ୍ଷତିଗ୍ରସ୍ତ ହୋଇଛି । ମାର୍ବଲ ଓ ଲାଲ ବାଲୁକାପଥରରେ ନିର୍ମାଣ ହୋଇଥିବା ତାଜମହଲର ରେଲିଂର କିଛି ଅଂଶ

ନାସା ମହାକାଶଚାରୀ କକ୍ଷପଥରେ: ଇତିହାସ ସୃଷ୍ଟି କଲା ‘ସ୍ପେସ୍ଏକ୍ସ’

ନୂଆଦିଲ୍ଲୀ,୩୧ ।୦୫(ଏଜେନ୍ସି): ଶନିବାର ଦିନ ଫ୍ଲୋରିଡାରୁ ଦୁଇଜଣ ଆମେରିକୀୟ ମହାକାଶଚାରୀ ଙ୍କୁ କକ୍ଷପଥରେ ପହଂଚାଇ ପ୍ରଥମ ଘରୋଇ ରକେଟ୍ କମ୍ପାନୀ ହିସାବରେ ‘ସ୍ପେସ୍ଏକ୍ସ୍’ ଇତିହାସ ସୃଷ୍ଟି କରିଛି । ନଅ ବର୍ଷରୁ ଉଦ୍ଧ୍ୱର୍ ବ୍ୟବଧାନ ପରେ ଆମେରିକୀୟ ମାଟିରୁ ନାସା ମହାକାଶଚାରୀଙ୍କର ଏହା

ପଶ୍ଚିମ ଓଡ଼ିଶାକୁ ପ୍ରଥମେ ଆସିବେ ପଙ୍ଗପାଳ !

ଭୁବନେଶ୍ୱର,୩୧ ।୦୫(ନି.ପ୍ର.): ପଶ୍ଚିମ ଓଡ଼ିଶାକୁ ପ୍ରଥମେ ପଙ୍ଗପାଳ ଆସିବେ । ତେବେ ବର୍ଷା ଆରମ୍ଭ ହେଲେ ପଳେଇବେ । ଓୟୁଏଟି ଡିନ୍ ଲଳିତ ମୋହନ ଗଡ଼ନାୟକ ଏହି ସୂଚନା ଦେଇଛନ୍ତି । ସେ କହିଛନ୍ତି, “ଓଡ଼ିଶାକୁ ଜୁନ ମାସରେ ପଙ୍ଗପାଳ ଆସିପାରନ୍ତି ବୋଲି କେନ୍ଦ୍ର ସୂଚନା ଦେଇଛି । ତେବେ

ଓଡ଼ିଶାକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ,୩୧ ।୦୫(ଏଜେନ୍ସି): କରୋନା ସହ ଦେଶ ମୁକାବିଲା କରୁଥିବା ବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ପୁଣି ଲୋକପ୍ରିୟ ରେଡିଓ କାର୍ଯ୍ୟକ୍ରମ ‘ମନ୍ କି ବାତ୍’ ଜରିଆରେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । କରୋନା ସଙ୍କଟ ଆସିବା ପରେ ଏହା ପ୍ରଧାନମନ୍ତ୍ରୀଙ୍କ ତୃତୀୟ ରେଡିଓ

ଥାନା ପଛ ପଟେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ!

ନୂଆପଡ଼ା,୩୧.୫(ନି.ପ୍ର.): ନୂଆପଡ଼ା ଜିଲ୍ଳା ଜୋଙ୍କ ଥାନା ପଛପଟେ ଏକ ପରିତ୍ୟକ୍ତ କୋଠାରୀ ଭିତରୁ ଜଣେ ଯୁବକଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ ଉଦ୍ଧାର ପରିତ୍ୟକ୍ତ କୋଠାରୀ ଭିତରୁ ଜଣେ ଯୁବଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ପୋଲିସ ଉଦ୍ଧାର କରିଛି । ମୃତ ଯୁବକ ଜଣକ ଛତିଶଗଡ଼ ରାଜ୍ୟ ମହାସମୁନ୍ଦ

ପହିଲାରୁ ଟାଟା ହାତରେ ସେସୁ ମାଲିକାନା

ଭୁବନେଶ୍ୱର,୩୧.୫(ନି.ପ୍ର.): ଆସନ୍ତା ଜୁନ୍ ୧ ତାରିଖରୁ ବିଜୁଳି ବଂଟନକାରୀ ସଂସ୍ଥା ସେସୁର ନାମ ଓ ମାଲିକାନାସ୍ୱତ୍ୱ ବଦଳିବ । ଟାଟା ପାୱାର ହାତକୁ ଏହାର ମାଲିକାନା ଯିବ । ଏ ସମ୍ପର୍କରେ ପୂର୍ବରୁ ସମସ୍ତ ଆନୁସଙ୍ଗିକ କାଗଜପତ୍ର କାମ ଶେଷ ହୋଇଥିଲେ ମଧ୍ୟ ଲାକ୍ଡାଉନ୍ କଟକଣାରୁ କାର୍ଯ୍ୟକାରୀ

ପୁରୀରେ ଫାୟାରିଂ, ଯୁବକ ଗୁରୁତର

ପୁରୀରେ ଫାୟାରିଂ, ଯୁବକ ଗୁରୁତର ପୁରୀ,୩୧.୫(ନି.ପ୍ର.): ଶନିବାର ବିଳମ୍ବିତ ରାତିରେ ପୁରୀରେ ଫୁଟିଛି ଗୁଳି । ଏଥିରେ ଜଣେ ଯୁବକ ଗୁରୁତ ଆହତ ହୋଇଛନ୍ତି । ତାଙ୍କୁ ରାକ୍ତାକ୍ତ ଅବସ୍ଥାରେ ସଦର ମୁଖ୍ୟ ଚିକିତ୍ସାଳୟରେ ଭର୍ତି କରାଯାଇଛି । ସେ ହେଲେ ନବକଳେବର ରୋଡ୍ର ଶମ୍ଭୁ ଓରଫ ସୋମନାଥ