ବିମାନ ପାଇଁ ବିପଦ ପଙ୍ଗପାଳ

ନୂଆଦିଲ୍ଲୀ- ବିମାନ ଯାତ୍ରା ପାଇଁ ପଙ୍ଗପାଳ ଦର ବିପସଦ ସୃଷ୍ଟି କରିବା ନେଇ ଆଶଙ୍କା । ତେଣୁ ବେସାମରିକ ବିମାନ ଚଳାଚଳ ବିଭାଗ ପକ୍ଷରୁ ଜାରି କରାଯାଇଛି ଆଡଭାଇଜାରୀ । ଭୁପୃଷ୍ଠ ଅଳ୍ପ ଉଚ୍ଚରେ ବିଚରଣ କରୁଥିବା ପଙ୍ଗପାଳ ବିମାନ ଅବତରଣ ଓ ଉଡାଣ ସମସ୍ୟା ସୃଷ୍ଟି କରିବା ସମ୍ଭାବନା ନେଇ

ଓୟୋ ହୋଟଲରେ ଚାଲିଛ ବେଧଡକ ଜୁଆ ଖୋଳ

ଭୁବନେଶ୍ୱର-ନୟାପଲ୍ଲୀ ଥାନା ପୁଲିସ ଶୁକ୍ରବାର ବିଳମ୍ବିତ ରାତିରେ ସ୍ଥାନୀୟ ଓୟୋ ହୋଟଲ ଉପରେ ଚଢଉ କରି ୯ ଜୁଆଡିଙ୍କୁ ଗିରିଫ କରିବା ସଙ୍ଗେ ସେମାନଙ୍କ ଠାରୁ ୩ ଦାମି ଗାଡି, ୧ ଲକ୍ଷ ୫୩ ହଜାର ଟଙ୍କା ଓ ଏକାଧିକ ଦାମି ମୋବାଇଲ ଜବତ କରିଛି ।

କେନ୍ଦ୍ରାପଡାରେ ଅଗ୍ନିକାଣ୍ଡ

କେନ୍ଦ୍ରାପଡା- ରାଜକନିକା ବ୍ଳକ ଅନ୍ତର୍ଗତ ବରୁଣାଡିହା ଗ୍ରାମରେ ଭୟାବହ ଅଗ୍ନିକାଣ୍ଡ । ଚାହୁଁ ଚାହୁଁ ଜଳି ପାଉଁଶ ହୋଇଗଲା ୨୦ ବଖରା ଘର । ଲକ୍ଷାଧିକ ଟଙ୍କାର ସଂପତି ନଷ୍ଟ ହେବା ସହ ନିଆଁରେ ଦୁଇ ଗାଈ ଜୀବନ୍ତ ଦଗ୍ଦ ହୋଇଯାଇଛନ୍ତି । ଅଗ୍ନଶମ ବାହିନୀ ଘଟଣା ସ୍ଥଳରେ ପହଂଚବା ବେଳକୁ ସବୁ

ଭାରତରେ ସଂକ୍ରମଣ ସଂଖ୍ୟା ୧୭୩୭୬୩

ନୂଆଦିଲ୍ଲୀ- କରେନା ଆତଙ୍କ ଉଦବେଗ ଜନକ ପରିସ୍ଥତି ସୃଷ୍ଟି କରିଥିବା ବେଳେ ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୭,୯୬୪ ଟପିଛି । ସମଗ୍ର ଦେଶରେ ୧୭୩୭୬୩ ଜଣ କରୋନା ପଜିଟିଭ ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ମିଳିଛି । ସଂକ୍ରମିତଙ୍କ ମଧ୍ୟରୁ

ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି

ନୂଆଦିଲ୍ଲୀ- ଆଜି ମୋଦୀ ସରକାରଙ୍କ ଦ୍ୱିତୀୟ ପାଳିର ପ୍ରଥମ ବର୍ଷ ପୂର୍ତି । ଏହି ଅବସରରେ ଦେଶବାସୀଙ୍କୁ ପତ୍ର ଜରିଆରେ ଆହ୍ୱାନ କରି କହିଛନ୍ତି ଯେ ଆପଣଙ୍କ ମାନଙ୍କ ଭଲ ପାଇବା ଯୋଗୁଁ ଲଗାତର ଦ୍ୱିତୀୟ ଥାର ପାଇଁ ଶାସନ ଗାଦି ସମ୍ଭାଳି ଥିବାରୁ ଦେଶବାସୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ଅଡିଓ

ଗୋପନ ରହିବ କରୋନା ଆକ୍ରାନ୍ତଙ୍କ ତଥ୍ୟ

କଟକ- ପ୍ରଘଟ ହେବନି କରେନା ସଂକ୍ରମିତଙ୍କ ପରିଚୟ । ଏନେଇ ହାଇକୋର୍ଟ ନିର୍ଦେଶ ଦେଇଛନ୍ତି । ଆକ୍ରାନ୍ତ ହୋଇଥିବା ବ୍ୟକ୍ତି କୌଣସି ସରକାରୀ କିମ୍ବା ବେସରକାରୀ ହସ୍ପିଟାଲରେ ଭର୍ତି ହୋଇଥିଲେ ବା କ୍ୱରେଂନଟାଇନ ସେଂଟରେ ରହୁଥିଲେ ପ୍ରଘଟ କରାଯିବ ନାହିଁ । ଏହା ବ୍ୟତିତ ସରକାରୀ ତଥ୍ୟ ଆଦାନ

ଓଲଟି ପଡିଲା ପ୍ରବାସୀ ବସ୍

ବାଲେଶ୍ୱର- ପୋଲ ତଳକୁ ଖସି ପଡିଲା ପ୍ରବାସୀ ଫେରନ୍ତା ବସ୍ । ବାଲେଶ୍ୱର ଜିଲ୍ଲା ମଙ୍ଗଳପୁର ନୂଆଗାଁ ନିକଟରେ ଏହି ଦୁର୍ଘଟଣା ହୋଇଛି । କେରଳରୁ ପ୍ରବାସୀଙ୍କୁ ଆଣି ପଶ୍ଚିମବଙ୍ଗ ଯାଉଥିବା ବେଳେ ବସ୍ ଟି ଭାରସାମ୍ୟ ହରାଇ ତଳକୁ ଖସି ପଡିଥିଲା । ଦୁର୍ଘଟଣାରେ ୩ ଜଣ ଗୁରୁତର ହୋଇଥିବା ବେଳେ

ପୁଣି ୯୬ ନୂଆ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ନୂଆ ୯୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୯୧ ରେ ପଂହଚିଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କେନ୍ଦ୍ରାପଡା ଓ ଗଜପତି ଜିଲ୍ଲାରୁ ୧୦ ଜଣ ଲେଖାଏଁ, ଗଞ୍ଜାମ, ଯାଜପୁର, କଟକ, ଜଗତସିଂହପରରୁ ୬ ଜଣ ଲେଖାଏଁ,

ପ୍ରବାସୀଙ୍କ ଜୀବିକା ପାଇଁ ୧୭ ହଜାର କୋଟି

କ୍ୟାବିନେଟ ନିଷ୍ପତି ୨୨ଟି ପ୍ରସ୍ତାବ ଉପରେ ମୋହର । ଧାମରାରେ ଟେକ୍ସଟାଇଲ ପାର୍କ । ଢେଙ୍କାନାଳରେ ମେଡିକାଲ ପାର୍କ । ବ୍ୟୟ ହେବ ୭୦୦୦ କୋଟି । ପର୍ଯ୍ୟଟନ ପ୍ରକଳ୍ପ ପାଇଁ ଇଡକୋ ଦେବ ଜମି । ଆସ୍କ ଚିନି କଳକୁ ୧୫ କୋଟି ଟଙ୍କା । ଶକ୍ତି ବିଭାଗକୁ ଗଲା ଓରେଡା । ଅଙ୍ଗନୱାଡି ପିଲାଙ୍କୁ

ଉହାନରୁ ଶିକ୍ଷା : ଲମ୍ବା ଯୁଦ୍ଧର ଅୟମ୍ଭାରମ୍ଭ ଡାକ୍ତର ନୀଳମାଧବ ପୃଷ୍ଟି

ଅଦ୍ଭୁତ୍ପୂର୍ବ ଜନତା କର୍ଫୁ୍ୟର ଆହ୍ୱାନ ଦେଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସମଗ୍ର ଭାରତ ବର୍ଷ ସହ ଓଡ଼ିଶା ବିପୁଳ ଜନସମର୍ଥନ ଜଣାଇ ଏହାକୁ ସଫଳ କରାଇଛି । ଓଡ଼ିଶାରେ ନବୀନ ସରକାରଙ୍କ ଲକ୍ଡାଉନ ଘୋଷଣା ଜନତା କର୍ଫୁ୍ୟକୁ ଆହୁରି ଅଧିକ ସଫଳ କରିଦେଇଥିଲା ଦେଖିବାକୁ ମିଳିଛି । ଗତ