ସମୟୋଚିତ ଯଥାର୍ଥ ନ୍ୟାୟ

ମହାମାରୀ କରୋନା ସାରା ବିଶ୍ୱର ଛାତିକୁ ଏବେ ବୋହଲାଇ ଦେଇଛି । ଏଥିରୁ ଆମ ଦେଶ ମଧ୍ୟ ବାଦ ପଡିନାହିଁ । ଆଜିର ଦିନରେ ଭରତରେ ମୋଟ ୧ଲକ୍ଷ୍ୟ ୬୯ ହଜାରା ୧୩୮ ଜଣ ଆକ୍ରାନ୍ତ ହୋଇଥିଲା ବେଳେ ୪୫୩୧ ଜଣଙ୍କ ମୃତୁ୍ୟ ଘଟିଛି । ଆମ ରାଜ୍ୟରେ ଓଡ଼ିଶାରେ ମଧ୍ୟ ମୋଟ ୧୬୬୦ରୁ ଅଧିକ ଆକ୍ରାନ୍ତ ହୋଇଥିଲା

ସହାୟତା ଅପେକ୍ଷାରେ ‘ଅମ୍ଫନ’ କ୍ଷତିଗ୍ରସ୍ତ

ଯାଜପୁର: ସାମୁଦ୍ରିକ ଝଡ-ବାତ୍ୟା ‘ଅମ୍ଫନ’ର ଚାରିଦିନ ପରେ ଗତ ସୋମବାର ରାତ୍ରିର ପ୍ରବଳ ପବନରେ ପୂର୍ବରୁ ଭାଙ୍ଗି ଯାଇଥିବା ବର ଗଛ ଡାଳ ପଡି କଳାମାଟିଆ ପଂଚାୟତର କାଇପଡାଗୋଲା ହାଟ ଅଂଚଳରେ ଅହେତୁକ କ୍ଷତି ହୋଇଛି । ଏହି ବିରାଟ ଗଛ ନିକଟରେ ଥିବା ହୃଷିକେଶ ମିଶ୍ର, ଶ୍ରୀନିବାସ ମିଶ୍ର ଏବଂ

ଛାତ୍ରଛାତ୍ରୀଙ୍କ ଫିସ୍ ଛାଡ଼ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର: ଦୁଇମାସର ଲକ୍ଡାଉନ ଏବଂ ଅମ୍ଫାନ ବାତ୍ୟାର ପ୍ରଭାବରେ ରାଜ୍ୟର ଛାତଛାତ୍ରୀ ଆଜି ଦୁର୍ଦ୍ଧଶାଗ୍ରସ୍ତ । କର୍ମସଂସ୍ଥାନ ବନ୍ଦ ଫଳରେ ସେମାନଙ୍କ ପରିବାରର ଆର୍ଥିକ ମେରୁଦଣ୍ଡ ସଂପୂର୍ଣ୍ଣ ଭାଙ୍ଗିଯାଇଛି । କର୍ମ ହରାଇ ଲକ୍ଷ ଲକ୍ଷ କ୍ଷୁଧାର୍ତ୍ତ ପ୍ରବାସୀ ଶ୍ରମିକ କଳ୍ପନାତୀତ ପଥକଷ୍ଟ

ଫନି ସହାୟତା ଗଲା କୁଆଡେ଼, ଅମ୍ଫନ ଝଡ଼ ବର୍ଷା ପାଇଁ ଚାଷୀଙ୍କ ଭାଳେଣି

ଜଗସିଂହପୁର: ଜଗସିଂହପୁର ଜିଳ୍ଳା ସର୍ବାଧିକ ପ୍ରାକୃତି ପ୍ରବଣ ଜିଲ୍ଲା ହୋଇଥିବା ବେଳେ ଏଠିକାର ୭୦ ଭାଗ ଲୋକ କୃଷି ଉପରେ ନିର୍ଭରଶୀଳ ।ଯଦିଓ ପାରାଦ୍ୱୀପ ଭଳି ଭାରତର ଗଭୀରତମ ବନ୍ଦର ଭାବରେ ଖ୍ୟାତି ଅର୍ଜନ କରିଛି । ସ୍ପେଶାଲ ଇକୋନୋମିକ ଯୋନ ଭାବେ ବନ୍ଦର ନଗରୀ ବହୁ ବଡ଼ବଡ଼ ଶିଳ୍ପ ଏବଂ

ଛତିଶଗଡ଼ର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କ ଦେହାନ୍ତ

ରାୟପୁର: ଛତିଶଗଡର ପ୍ରଥମ ମୁଖ୍ୟମନ୍ତ୍ରୀ ଅଜିତ ଯୋଗୀଙ୍କର ଆଜି (ଶୁକ୍ରବାର) ଅପରାହ୍ଣରେ ଦେହାନ୍ତ ହୋଇଯାଇଛି। ଅଜିତ୍‌ ଯୋଗୀ ଆଜି ଅପରାହ୍ଣରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିବା ତାଙ୍କ ପୁଅ ଅମିତ ଯୋଗୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ମୃତ୍ୟୁ ବେଳକୁ ଅଜିତ୍‌ ଯୋଗୀଙ୍କୁ ୭୪ ବର୍ଷ

ମାଙ୍କଡ଼ ଖାଇଗଲେ କରୋନା ନମୁନା

ମିରଟ : ସାରାଦେଶ କରୋନା ଭାଇରସ ମୁକାବିଲାରେ ବ୍ୟସ୍ତ ଥିବାବେଳେ ଉତ୍ତରପ୍ରଦେଶର ମିରଟରେ ଲୋକମାନଙ୍କଠାରୁ କରୋନା ପରୀକ୍ଷଣ ପାଇଁ ନିଆଯାଉଥିବା ନମୁନାକୁ ମାଙ୍କଡ଼ମାନେ ନେଇଯାଇଛନ୍ତି । ସୂଚନା ମୁତାବକ ଜଣେ ଲାବରେଟୋରୀ ଟେକନିସିଆନ କରୋନା ସଂଦିଗ୍ଧମାନଙ୍କ ଠାରୁ ସ୍ବାବ ନମୁନା ନେଇ

ଓଡିଆ ପ୍ରବାସୀଙ୍କ ପାଇଁ ସରକାରଙ୍କ ବ୍ଳୁ ପ୍ରିଂଟ ପ୍ରସ୍ତୁତ

ଭୁବନେଶ୍ୱର- ଓଡିଶା ଫେରୁଥିବା ପ୍ରବାସୀଙ୍କ ପାଇଁ ୧୭ ହଜାର କୋଟି ବ୍ୟୟ ଅଟକଳ କରିଛନ୍ତି ରାଜ୍ୟ ସରକାର ।ଚଳିତ ବର୍ଷରୁ ୨୦୨୧ ମଧ୍ୟରେ ହି ଅର୍ଥ ଖର୍ଚ୍ଚ ହେବ । ପ୍ରବାସୀ ମାନଙ୍କ ଜୀବିକା ଫେରେଇ ଆଣିବା ପାଇଁ କ୍ୟାବିନେଟ ବୈଠକରେ ନିଷ୍ପତି ନିଆଯାଇଛି । ବୈଠକ ପରେ ମୁଖ୍ୟ ଶାସନ ସଚିବ

ବର୍ଷାରେ ଭିଜୁଛି କ୍ବାରେନଣ୍ଟାଇନ ଫେରନ୍ତାଙ୍କ ଶବ

ବେତନଟୀ: କରୋନା ମଣିଷଠାରୁ ମଣିଷକୁ ଅଲଗା କରି ଦେଇଛି । ସାହି ପଡ଼ିଶା ତ ଦୂରର କଥା , ପରିବାରର ଲୋକ ବି ଶବକୁ ଛୁଇଁବାକୁ ଡ଼ରୁଛନ୍ତି । କ୍ବାରେନଣ୍ଟାଇନ ସେଣ୍ଟରରୁ ଫେରିଥିବା ଜଣେ ପ୍ରବାସୀଙ୍କ ଆକସ୍ମିକ ମୃତ୍ୟୁ ପରେ ତାଙ୍କ ଶବ ଘର ଅଗଣାରେ ଧୁ ଧୁ ବର୍ଷାରେ ଭିଜୁଛି । ଅସହାୟ ପରିବାର

ଦିଲ୍ଲୀ ରାଜଭବନରେ କରୋନା ଆକ୍ରାନ୍ତ

ନୂଆଦିଲ୍ଲୀ- ଦିଲ୍ଲୀ ଉପ ରାଜ୍ୟପାଳ ବାସଭବନରେ ୪ କରେନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜଭବନରେ ଏହା ପ୍ରଥମ ପଜିଟିଭ ବୋଲି ରାଜଭବନ ପକ୍ଷରୁ ସୂଚନା ମିଳିଛି । ୪ କରେନା ସଂକ୍ରମଣ ଚିହ୍ନଟ ହେବା ରେ ଅନ୍ୟ କର୍ମଚାରୀଙ୍କୁ ସ୍କାନରରେ ରଖାଯାଇଛି । ଆଗାମୀ ଦିନରେ ସମସ୍ତଙ୍କ କରୋନା ପରୀକ୍ଷା