କଟକ -ଭୁବନେଶ୍ୱରରେ ମୁସଳ ଧାରାରେ ବର୍ଷା

ଭୁବନେଶ୍ୱର- ଦିନ ସାରା ମୁଣ୍ଡ ଫଟା ଖରା ସାଙ୍ଗକୁ ଗୁଳଳଗୁଳି ଜନଜୀବନକୁ ଅତବ୍ୟସ୍ତ କରିଦେଇଥିଲା । ହଠାତ୍ ରାତି ୩ଟାରୁ ପ୍ରବଳ ,ବର୍ଷା ପବନ ସାଙ୍ଗକୁ ଘଡିଘଡି ପ୍ରାୟ ଦେଢ ଘଂଟା ଧରି ଜାରି ରହିଥିଲା । ରାଜଧାନୀର କିଛି ଯାଗାରେ ଗଛ ଭାଙ୍ଗି ପଡିବା ସହ ବିଦ୍ୟୁତ ସରବରାହ ମଧ୍ୟ ବନ୍ଦ

ଭାରତରେ ବେକାବୁ ସ୍ଥିତି: ଗୋଟିଏ ଦିନରେ ୭,୪୬୭ ଆକ୍ରାନ୍ତ

ନୂଆଦିଲ୍ଲୀ- ଭାରତରେ କରୋନା ପରିସ୍ଥତି ଜଟିଳ ହେବାରେ ଲାଗିଛି । ଭାରତରେ ଗୋଟିଏ ଦିନରେ ୭,୪୬୭ ନୂଆ ସଂକ୍ରମଣ ଚିହ୍ନଟ ହୋଇଛନ୍ତି । ବର୍ତମାନ ସୁଦ୍ଧା ସମଗ୍ର ଦେଶରେ ୧୬୫୭୯୯ କରୋନା ଭାଇରାସ ଦ୍ୱରା ଆକ୍ରାନ୍ତ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୭୧୧୦୫ ସୁସ୍ଥ ହୋଇଥିବା ବେଳେ ବାକି ୪୭୦୬

ରକ୍ତରେ କଳଙ୍କ: ବାପାର ଟାଙ୍ଗିଆ ଚୋଟରେ ଟଳିପଡିଲା ପୁଅ

କଟକ- ଗୁରୁଡିଝାଟିଆ ଗ୍ରାମରେ ଘଟିଛି ଅଭାବନୀୟ କାଣ୍ଡ । ପୁଅକୁ ଟାଙ୍ଗିଆ ଚୋଟରେ ହାଣି ମାଟିତଳେ ପୋତିଦେଲେ ବାପା ଓ ସାନ ଭାଇ । ।ପୁଲିସ ଘଟଣା ସ୍ଥଳରେ ପଂହଚି ନୃଶଂସ ବାପା ନରେନ୍ଦ୍ରଦେହୁରୀଙ୍କୁ ଗିରଫ କରିଛି । ଏହି ଅମାନୁସିକ ହତ୍ୟା କାଣ୍ଡରେ ସଂପୃକ୍ତ ସାନ ଭାଇ ଟିଟୁଆ ଫେରାର

ଚିହ୍ନଟ ହେଲେ ନୂଆ ୬୩ ପଜିଟିଭ

ଭୁବନେଶ୍ୱର- ରାଜ୍ୟରେ ପୁଣି ୬୩ ନୂଆ କରେନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୭୨୩ ଅତିକ୍ରମ କରିଛି । ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଏନେଇ ସୂଚନା ମିଳିଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୧୨,ଜଗତସିଂହପୁର ୧୧, ଗଞ୍ଜାମ

କରୋନା ଯୋଦ୍ଧାଙ୍କ ସହ ଆଲୋଚନା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର : ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ରାଜ୍ୟର କରୋନା ପଜିଟିଭ୍ ସରପଞ୍ଚ, ଆଶା ଓ ଅଙ୍ଗନୱାଡି କର୍ମୀଙ୍କ ସହ ଟେଲିଫୋନ୍ ଯୋଗେ କଥା ହୋଇଛନ୍ତି । କରୋନା ମୁକାବିଲା ଦିଗରେ ଉତ୍ସର୍ଗୀକୃତ କାର୍ଯ୍ୟ କରିଥିବା ଏହି ଯୋଦ୍ଧାଙ୍କୁ ମୁଖ୍ୟମନ୍ତ୍ରୀ ଉଚ୍ଚ ପ୍ରଶଂସା କରିଛନ୍ତି ।

ଜୁନ ପହିଲାରୁ ସ୍ୱାଭାବିକ ହେବ ବସ ଚଳାଚଳ

ଭୁବନେଶ୍ୱର- ଦୀର୍ଘ ୨ ମାସ ପରେ ଆରମ୍ଭ ହୋଇଛି ଘରୋଇ ବସ ଚଳାଚଳ । ତେବେ ପୂର୍ବପରି ସ୍ୱାଭବିକ ହେଇପାରୁନି । କାରଣ କରେନା ଭୟ ଯୋଗୁଁ ଲୋକମାନେ ବସରେ ଯାତ୍ରା କରିବା ପାଇଁ ଆଶଙ୍କା କରୁଛନ୍ତି । ତେଣୁ ଜୁନ ୧ ପରେ ସ୍ଥିତିରେ ସୁଧାର ଆସିବା ସହିତ ବସ ଚଳାଚଳ ସ୍ୱାଭବିକ ହୋଇପାରିବ ବୋଲି

କ୍ୟାପିଟାଲ ହସ୍ପିଟାଲ : ସବୁ ଅଭାବ

ଭୁବନେଶ୍ୱର : ଏକଦା କରୋନା ଚିକିତ୍ସା ପାଇଁ ଏକ ନମ୍ବର ସ୍ଥାନରେ ଥିଲା କ୍ୟାପିଟାଲ ହସ୍ପିଟାଲ । ପ୍ରଥମେ ଏଠାରେ ଆରମ୍ଭ ହୋଇଥିଲା କରୋନା ଚିକିତ୍ସା । ଆଇସୋଲେସନ ୱାଡର଼୍,ନମୁନା ସଂଗ୍ରହ ଓପରୀକ୍ଷା ,ଥର୍ମାଲ ସ୍କ୍ରିନିଂ ସହିତ ଥିଲା ସବୁ ବ୍ୟବସ୍ଥା । ବର୍ତମାନ ରାଜଧାନୀର କେନ୍ଦ୍ରସ୍ଥଳୀରେ

ଶନିବାରକୁ ଘୁଂଚିଲା ମିଶନ ମହାକାଶ

ୱାଶିଂଟନ- ପାଗ ବିଗାଡି ଦେଲା ମହାକାଶଯାତ୍ରା । ଦଶନ୍ଧି ପରେ ପୁଣିଥରେ ମହାକାଶକୁ ମାନବ ପଠାଇବା ପାଇଁ ଆମେରିକା ମହାକାଶ ଗବେଷଣା ସଂସ୍ଥାନ ନାସା ସବୁପ୍ରକାର ପ୍ରସ୍ତୁତି ସାରିଥିଲା ।ତେବେ ପାଗ ପରିବର୍ତନ ନେଇ ଶନିବାରକୁ ଘୁଂଚାଇ ଦେଇଛି ନାସା ।

ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮୩୩୩ ପାର

ନୂଆଦିଲ୍ଲୀ- ସମଗ୍ର ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮୩୩୩ ରେ ପହଂଚିଛି । ସଂକ୍ରମିତଙ୍କ ମଧ୍ୟରୁ ୬୭୬୯୧ ସୁସ୍ଥ ହୋଇଥବା ବେଳେ ୪୫୩୧ ଜଣଙ୍କ ମୃତୁ୍ୟ ଘଟିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଆନ୍ଧ୍ରପ୍ରଦେଶ ୫୮, ଆସାମାର ୪, ବିହାର