ବଢୁଛି ପାରଦ ଅସହ୍ୟ ଗୁଳୁଗୁଳି

ଭୁବନେଶ୍ୱର- ଅସମ୍ଭାଳ ତାତି ସାଙ୍ଗକୁ ଗୁଳୁଗୁଳି ଜନ ଜୀବନକୁ ଅସ୍ତବ୍ୟସ୍ତ କରୁଛି । ୧୪ ସହରର ତାପମାତ୍ରା ୪୦ ଡିଗ୍ରୀ ପାର କରିଛି । ସକାଳ ୮ରୁ ଘରୁ ବାହାରିବା ମୁସକିଲ ହୋଇପଡୁଛି । ସବୁଠୁ ଉତପ୍ତ ସହର ଅନୁଗୁଳରେ ତାପମାତ୍ରା ୪୩.୭ ଡିଗ୍ରୀରେ ପହଂଚିଛି । ଟିଟାଲଗଡ୪୩ ଡିଗ୍ରୀ, ବୌଦ୍ଧ ୪୨.୮

ମହଙ୍ଗା ପଡିଲା ତହସିଲଦାରଙ୍କ କପଡା କିଣା

ଭଦ୍ରକ- କରୋନା ଲକଡାଉନ କଟକଣା ଉଲ୍ଲଂଘନ କରି ତହସିଲଦାରଙ୍କ କପଡା କିଣା ମହଙ୍ଗା ପଡିଲା । ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଡୁଆରେ ପଡିଛନ୍ତି ତହସିଲଦାର । ଏହି ଘଟଣାର ତଦନ୍ତଭାର ଉପଜିଲ୍ଲାପାଳଙ୍କୁ ଦଆଯାଇଛିି । ତହସିଲଦାର ଇନ୍ଦିରା କୈାଣସି ବେଆଇନ କାର୍ଯ୍ୟ

ପ୍ୟାନେଲ ବୈଠକ ପରେ ସଂସଦ କାର୍ଯ୍ୟ ଆରମ୍ଭ

ନୂଆଦିଲ୍ଲୀ- ଜୁନ ୩ରୁ ଆରମ୍ଭ ହେବ ପାର୍ଲାମେଂଟ କାର୍ଯ୍ୟ । ଚତୁର୍ଥ ପର୍ଯ୍ୟାୟ ଲକଡାଉନ ଶେଷ ହେବାପରେ ପ୍ରଥମ ଥର ପାଇଁ ପାର୍ଲେମେଂଟରେ ଏକାଠି ହେବେ ସାଂସଦ । ଗୁରୁତ୍ୱପୂର୍ଣ୍ଣ ପ୍ୟାନେଲ ବୈଠକ ପରେ ସଂସଦ କାର୍ଯ୍ୟ ଆରମ୍ଭ କରିବାକୁ ନିଷ୍ପତି ହୋଇଛି । ପ୍ୟାନେଲ ବୈଠକ ଭିଡିଓ

କଟକଣା ଭିତରେ ସଂପୁର୍ଣ୍ଣ ହେଲା ମହାପ୍ରଭୁ ଲିଙ୍ଗରାଜଙ୍କ ବିବହ ଉତ୍ସବ

ଭୁବନେଶ୍ୱର : ଶୁଭିଲାନି ହରିବୋଲ ହୁଳହୁଳି । ବାଜିଲାନି ବାଜା । ନିରାଡ଼ମ୍ବର ଭାବେ ସମ୍ପନ୍ନ ହେଲା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ବିବାହ ଉତ୍ସବ । ପୂର୍ବ ବର୍ଷର ନୀତି ନିର୍ଘଂଟ ଅନୁସାରେ ପାଳିଆ ସେବାୟତ ଆଡ଼ କାଠ ନିକଟରେ କଳସ ବସାଇ କରିଛନ୍ତି ପ୍ରଭୁଙ୍କ ବାହାଘର । ପୋଲିସ୍ ପ୍ରଶାସନ ଏବଂ

ଆତଙ୍କୀ ଷଡ଼ଯନ୍ତ୍ର ବିଫଳ କଲା ସୁରକ୍ଷା ବାହିନୀ

ଜମ୍ମୁ କାଶ୍ମୀର : ଜମ୍ମୁ କାଶ୍ମୀର ରାଜପୋରା ଅଂଚଳରେ ଆତଙ୍କୀ ହମଲାକୁ ପଣ୍ଡ କଲା ଭାରତୀୟ ସୀମା ସୁରକ୍ଷା ବାହିନୀ । ସର୍ଚ୍ଚ ଅପରେସନ ବେଳେ ଏକ ସେଂଟ୍ରୋ କାର୍ରୁ ବିପୁଳ ପରିମାଣର ଆଇଡ଼ି ବୋମା ଉଦ୍ଧାର କରିଛି ପୁଲୱାମା ପୋଲିସ୍ ଓ ସିଆରପିଏଫ୍ । ସୂଚନା ମୁତାବକ ହିଜବୁଲ ମୁଜାହିଦ୍ଧିନ

ପୂର୍ବାହ୧୧ଟାରେ ଦାରୁବ୍ରହ୍ମଙ୍କ ଗଜାନନ ବେଶ

ପୁରୀ : ସ୍ନାନଯାତ୍ରାରେ ରାତି ୧ଟାରୁ ଠାକୁରଙ୍କୁ ପହଣ୍ଡି କରାଯାଇଛି । ଭୋର ୪ଟା ରୁ ଚତୁର୍ଦ୍ଧାମୂର୍ତ୍ତି ସ୍ନାନମଣ୍ଡପରେ ବିଜେ କରିଛନ୍ତି । ସକାଳ ୭ଟା ୩୦ରୁ ୯ଟା ୩୦ ମଧ୍ୟରେ ଠାକୁରଙ୍କୁ ୧୦୮ଗଡୁ ସୁବାସିତ ଜଳରେ ସ୍ନାନ କରାଯାଇଛି । ଦିନ ୧୦ଟା ୩୦ରେ ଗଜପତି ମହାରାଜା ଶ୍ରୀଦିବ୍ୟସିଂହ

ଆଜିଠାରୁ ଘରୋଇ ବସ ସେବା ଆରମ୍ଭ

ଭୁବନେଶ୍ୱର- ଦୀର୍ଘ ୨ ମାସର ବ୍ୟବଧାନ ପରେ ଆଜିଠୁ ରାଜ୍ୟରେ ବସ ଗଡିବା ଆରମ୍ଭ କରିଛି । ପ୍ରଥମ ଦିନରେ ୫୦ ପ୍ରତିଶତ ବସ ଚାଲିବା ନେଇ ସଂଘର ସଂପାଦକ ସୂଚନା ଦେଇଛନ୍ତି । ବସ ଭଡାର ମୂଲ୍ୟ ଅପରିବର୍ତିତ ରହିଛି ବୋଲି ପରିବହନ ମନ୍ତ୍ରୀ ଟୁଇଟ ଯୋଗେ ସୂଚନା ଦେଇଛନ୍ତି । । ଯାତ୍ରା ଆରମ୍ଭ

ବିଦ୍ୟୁତ ବିଲ୍ କୋହଳ

ଭୁବନେଶ୍ୱର- ବିଦ୍ୟୁତ ଉପଭୋକ୍ତାଙ୍କ ପାଇଁ ଖୁସି ଖବର । ମେ ମାସର ବିଦ୍ୟୁତ ବିଲରେ ଅଧିକ ଚାର୍ଜ ଲାଗିବ ନାହିଁ । ଗତ ମାର୍ଚ୍ଚ ଓ ଏପ୍ରିଲ ମାସରେ ଉପଭୋକ୍ତା ଯେଉଁ ଦରରେ ବିଦ୍ୟୁତ ଦେୟ ଦେଇଛନ୍ତି ମେ ମାସରେ ମଧ୍ୟ ପୁରୁଣା ବିଲ ହିସାବରେ ଅନଲାଇନରେ ପୈଠ କରିବାକୁ ସେସୁ ପକ୍ଷରୁ ସୂଚନା

ପୁଣି ୬୭ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର- ରାଜ୍ୟରେ ପୁଣି ୬୭ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ୧୬୬୦ ପଂହଚିଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମରୁ ୨୬, ଯାଜପୁର ଓ ଖୋର୍ଦ୍ଧା୧୧, ନୟାଗଡ ୭, ସୋନପୁର୪, ବଲାଙ୍ଗିର, ଜଗତସିଂହପୁର ସମ୍ବଲପୁରରୁ ୨ ଓ କେନ୍ଦୁଝର ଓ ବରଗଡ ଜିଲ୍ଲାରୁ

ମାଟ୍ରିକ ଖାତା ଦେଖି ସମୟ ପରିବର୍ତନ

କଟକ- ରାଜ୍ୟର ୬ ଜିଲ୍ଲାରେ ମାଟ୍ରିକ ଖାତା ଦେଖ। ସମୟ ପରିବର୍ତନ କରାଯାଇଛି । ସକାଳ ୭.୩୦ରୁ ୧୧ଟା ପର୍ଯ୍ୟନ୍ତ ମୂଲ୍ୟାଙ୍କନ ଓ ମଧ୍ୟାହ୍ନ ୧୨ ଟା ପର୍ଯ୍ୟନ୍ତ ମାର୍କ ଏଂଟ୍ରି କରାଯିବ । ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ମାଧ୍ୟମିକ ଶିକ୍ଷା ପରିଷଦ ଏଭଳି ନିଷ୍ପତି ନେଇଛି । ୬ ଜିଲ୍ଲା