ମନ୍ଦିର ଭିତରେ ପୂଜାରୀଙ୍କ ବିଭତ୍ସ ହତ୍ୟାକାଣ୍ଡ
କଟକ- ଅନ୍ଧବିଶ୍ୱାସର ବଶବର୍ତି ହୋଇ ମନ୍ଦିର ଭିତରେ ନୃସଂଶ କାଣ୍ଡ ଘଟାଇଲେ ପୂଜକ ।କରୋନା ହଟିଯିବା ବିଶ୍ୱାସ କରି କଟୁରୀରେ ଜଣେ ବ୍ୟକ୍ତିଙ୍କ ମୁଣ୍ଡ, ଗଣ୍ଡି ଅଲଗା କରିଦେଲେ । ବଳି ଦେଲେ କରୋନା ହଟିଯିବ ବୋଲି ତାଙ୍କୁ ସ୍ୱପ୍ନା ଦେଶ ହୋଇଥିବା ଭାବି ପୂଜକ ଏପରି ବିଭତ୍ସ ହତ୍ୟା କାଣ୍ଡ!-->…