ମୋଦୀଙ୍କୁ ରାହୁଲ ଗାନ୍ଧୀଙ୍କ ଟାଗେର୍ଟ

ନୂଆଦିଲ୍ଲୀ- ବିଫଳ ହୋଇଛି ଭାରତର ଲକଡାଉନ । ମୋଦୀ ସରକାରଙ୍କୁ ଟାର୍ଗେଟ କରି କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏକ ସାମ୍ବାଦିକ ସମ୍ମିଳନୀରେ କରିଛନ୍ତି । ମୋଦୀ ଦୁଇମାସ ପୂର୍ବରୁ କହିଥିଲେ ୨୧ ଦିନ ମଧ୍ୟରେ ଆମେ କରୋନାକୁ ପରାସ୍ତ କରିବୁ କିନ୍ତୁ ୬୦ ଦିନ ପରେ ବି କରୋନକୁ ନିୟନ୍ତ୍ରଣ କରି ହଉନି

କଂଟେନମେଂଟ ଜୋନ ହଟାଇବାକୁ ଦାବି : ପୁଲିସକୁ ମରଣାତ୍ମକ ଆକ୍ରମଣ

ରାଉରକେଲା- କଂଟେନମେଂଟ ଜୋନ ହଟାଇବା ଦାବିନେଇ ପୁଲିସ ଓ ସାଧାରଣ ଜନତାଙ୍କ ମଧ୍ୟରେ ମୁହାଁମୁହିଁ ହୋଇଛି । ମହାମତାବ ରୋଡ ଓ ଏହାର ଆଖପାଖ ଅଞ୍ଚଳବାସୀ ମୁଖ୍ୟ ରାସ୍ତାକୁ ଆସି ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଫଳରେ ରାଉଲକେଲା ମୁଖ୍ୟ ରାସ୍ତାରେ ଦୀର୍ଘ ସମୟ ଧରି ଉତେଜନା ପ୍ରକାଶ ପାଇଛି ।

ଗଡିଲା ମୋ ବସ୍

ଭୁବନେଶ୍ୱର- ଆଜିଠାରୁ ଗଡିଲା ମୋ ବସ୍ । ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱର ଓ କଟକର ୭ ଟି ରୁଟ ଏୟାରପୋର୍ଟରୁ କଟକ, ସିଡିଏ, ନନ୍ଦନବିହାରରୁ ଲିଙ୍ଗପୁର, ମାଷ୍ଟରକ୍ୟାଂଟିନରୁ ସିଡିଏ ଭାୟା ରସୁଲଗଡ, ମାଷ୍ଟରକ୍ୟାଂଟିନ- ଖୋର୍ଦ୍ଧା, ମାଷ୍ଟରକ୍ୟାଂଟିନ- ସମହସ୍ପିଟାଲ, ଡୁମୁଡୁମାରୁ ମଞ୍ଚେଶ୍ୱର ଓ

ନୂଆ ୭୯ କରେନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର-ପୁଣି ନୂଆ ୭୯ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୧୨ରେ ପହଂଚିଛି । ଏନେଇ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ନୂତନ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ୧୬, ବଲାଙ୍ଗିର୧୪, କେନ୍ଦୁଝର୮, କନ୍ଧମାଳ୭,

ମାସ୍କ ପିନ୍ଧି ନ ଥିବା ଯୁବକକୁ ପୁଲିସର ସଂଘବଦ୍ଧ ଆକ୍ରମଣ

ଭଦ୍ରକ- ପୁଣି ସାମ୍ନାକୁ ଆସିଲା ପୁଲିସର ବର୍ବରତା । ମାସ୍କ ପିନ୍ଧି ନ ଥିବାରୁ ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ପିଟିଲା ପୁଲିସ । ଭିଡିଓ ଭାଇରାଲ ହେବା ପରେ ଜଣେ କନେଷ୍ଟବଳଙ୍କୁ ନିଲମ୍ବନ କରିଛନ୍ତି ଭଦ୍ରକ ଏସିପି । ପୁଲିସର ସଂଘବଦ୍ଧ ଆକ୍ରମଣରେ ଯୁବକ ଗୁରୁତର ହୋଇଛନ୍ତି ।ତାଙ୍କୁ

ଘର ଉପରକୁ ବୋମା ମାଡ: ୩ ଗୁରୁତର

ଖୋର୍ଦ୍ଧା- ବାଘମାରୀ ଥାନା ଭୋଗଡା ଗାଁରେ ବୋମାମାଡ । ସୋମବାର ବିଳମ୍ବିତ ରାତିରେ କେତେକ ଦୃର୍ବୁତ ଉକ୍ତ ଗାଁର ଜନୈକ ବ୍ୟକ୍ତିଙ୍କ ଘର ଉପରକୁ ବୋମାମାଡ କରିଛନ୍ତି । ଏଥିରେ ଗୃହ କର୍ତା ଓ ତାଙ୍କ ସ୍ତ୍ରୀ ଓ ପୁଅ ଗୁରୁତର ହୋଇଥବା ବେଳେ ଖୋର୍ଦ୍ଧା ମେଡିକାଲରେ ଭର୍ତି କରାଯାଇଛି । ପରେ

ଜୁଲାଇରୁ ସ୍କୁଲ ଖୋଲିବା ସମ୍ଭାବନା

ନୂଆଦିଲ୍ଲୀ- ଜୁଲାଇରୁ ସ୍କୁଲ ଖୋଲିବା ନେଇ କେନ୍ଦ୍ରସରକାର ଯୋଜନା କରିଛନ୍ତି । ପ୍ରଥମେ ଗ୍ରୀନ ଓ ଅରେଞ୍ଜ ଜୋନରେ ସ୍କୁଲ ଖୋଲିବାକୁ ଅନୁମତି ଯିଆଯିବ । ତେବେ ପ୍ରଥମରୁ ସପ୍ତମ ଶ୍ରେଣୀ ପିଲାଙ୍କ ପାଇଁ ସ୍କୁଲ ଖୋଲିବ ନାହିଁ । ଅଷ୍ଟମ ଶ୍ରେଣୀରୁ ଉଦ୍ଧ୍ୱର୍ ପିଲାମାନେ ସ୍କୁଲ ଯାଇପାରିବେ ।

ତିନିରଥ ପାଇଁ ଦଣ୍ଡା ନିର୍ମାଣ ଆରମ୍ଭ

ପୁରୀ : ସରିଲା ୪୨ ଚକ ନିର୍ମାଣ  କାର୍ଯ୍ୟ ।  ଶ୍ରୀଜଗନ୍ନାଥଙ୍କ ନନ୍ଦିଘୋଷ ରଥପାଇଁ ୧୬, ଶ୍ରୀବଳଭଦ୍ରଙ୍କ ତାଳଧ୍ବଜ ନିମନ୍ତେ ୧୪ ଏବଂ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥପାଇଁ ୧୨ଟି ଚକ ନିର୍ମାଣ କରାଯାଇଛି। ତୁମ୍ବରେ ଅର ଏବଂ ପହି ସଂଯୋଗ କରାଯାଇ ଚକ ନିର୍ମାଣ ହୋଇଛି। ତିନିରଥ ପାଇଁ ଦଣ୍ଡା

ଦେଶବ୍ୟାପୀ ବିମାନ ଉଡ଼ାଣ ଆରମ୍ଭ

ନୂଆଦିଲ୍ଲୀ: ଲକ୍ଡାଉନ୍ ଯୋଗୁ ଦୀର୍ଘ ୨ ମାସ ଧରି ବନ୍ଦ ରହିବା ପରେ ଆଜି ଦେଶବ୍ୟାପୀ ଘରୋଇ ବିମାନ ଚଳାଚଳ ଆରମ୍ଭ ହୋଇଛି । ନୂଆଦିଲ୍ଲୀସ୍ଥିତ ଇନ୍ଦିରାଗାନ୍ଧୀ ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ଭୁବନେଶ୍ୱର ସମେତ ଦେଶର ବିଭିନ୍ନ ରାଜ୍ୟର ରାଜଧାନୀ ଅଭିମୁଖେ ବିମାନ ଚଳାଚଳ ଆରମ୍ଭ କରିଛି ।

ଭୁବନେଶ୍ୱରରୁ ୫ ଉଡ଼ିଲା : ୪ ବାତିଲ

ଭୁବନେଶ୍ୱର: ଭୁବନେଶ୍ୱର ଆନ୍ତର୍ଜାତିକ ବିମାନ ବନ୍ଦରରୁ ଆଜି ୫ଟି ବିମାନ ଉଡ଼ାଣ କରିଥିବା ବେଳେ ୫ଟି ବିମାନ ଉଡ଼ାଣକୁ ବାତିଲ କରାଯାଇଛି । ଆଜି ବିମାନ ବନ୍ଦରରୁ ସକାଳ ୯ଟା ୪୦ ମିନିଟ୍ ସମୟରେ ଦିଲ୍ଲୀ ଅଭିମୁଖେ ପ୍ରଥମ ବିମାନ ଯାତ୍ରା ଆରମ୍ଭ କରିଥିଲା ବୋଲି ନିଦେ୍ର୍ଧଶକ ଭି.ଭି.ରାଓ