ଲକ୍ଷଣ ନ ଥିଲେ ସଙ୍ଗରୋଧ ବାଧ୍ୟତାମୂଳକ ନୁହେଁ

ନୂଆଦିଲ୍ଲୀ- କରୋନା ଲକ୍ଷଣ ନଥିଲେ ସଙ୍ଗରୋଧ ଗୃହରେ ରହିବା ବାଧ୍ୟତାମୂଳକ ନୁହେଁ । ଦିଲ୍ଲୀ ସରକାର ଜାରି କରିଥିବା ଗାଇଡଲାଇନ ଅନୁସାରେ ଲକ୍ଷଣ ନଥିବା ଯାତ୍ରୀ କେବଳ ଥର୍ମାଲ ସ୍କ୍ରିନଂ କରି ଏୟାରପୋର୍ଟ ଯାଇପାରିବେ । ସାମାନ୍ୟ ଲକ୍ଷଣ ଥିବା ଯାତ୍ରୀଙ୍କ ପାଇଁ ହୋମ ଆଇସୋଲେସନରେ ରହିବା

୪ ଆତଙ୍କବାଦୀ ଗିରଫ: ଆକ୍ରମଣ ଯୋଜନା

ଶ୍ରୀନଗର: ଜାମ୍ମୁ କାଶ୍ମୀରର ବଡଗାଓଁରେ ପୁଲିସ ଏବଂ ଭାରତୀୟ ସେନା ମିଳିତ ଭାବେ ୪ ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି  ଆତଙ୍କବାଦୀଙ୍କୁ ଆଶ୍ରୟ ଦେବା ଏବଂ ସହାୟତା ଯୋଗାଇବାରେ ଜଡିତ ଥିଲା। ଜାମ୍ମୁ କାଶ୍ମୀର ପୁଲିସ ଦେଇଥିବା ସୂଚନା ଅନୁଯାୟୀ, ରବିବାର ଦିନ ବଡଗାଓଁ ଜିଲ୍ଲାର ବିରୱା

୪୧ ଡିଗ୍ରି ଉପରେ ୧୩ ଅଞ୍ଚଳ ତାପମାତ୍ରା

ଭୁବନେଶ୍ବର: ଆଜି ରାଜ୍ୟର ବିଭିନ୍ନ ଅଞ୍ଚଳରେ ୪୦ ଡିଗ୍ରି ସେଲିସିୟସ୍‌ରୁ ଅଧିକ ଉତ୍ତାପ ରେକର୍ଡ କରାଯାଇଛି। ଟିଟିଲାଗଡ଼ର ତାପମାତ୍ରା ୪୫. ୫ ଡିଗ୍ରି ସେଲିୟିସ୍‌ରେ ଥିବା ବେଳେ ଭବାନୀପାଟଣାର ତାପମାତ୍ରା ୪୪. ୨ ଡିଗ୍ରି ସେଲିସିୟସ୍ ରେକର୍ଡ କରାଯାଇଛି। ସେହିପରି ତାଳଚେରରେ ୪୩. ୮,

ପାଟ୍ରୋଲିଙ୍ଗ୍ ପାର୍ଟିକୁ ଚୀନ୍ ସେନା ଅଟକ ଖବରକୁ ଖଣ୍ଡନ

ନୂଆଦିଲ୍ଲୀ:  ଲଦାଖ‌ରରେ ଗଣ୍ଡଗୋଳ ପରେ ଚୀନ୍‌ର ପିପୁଲ୍‌ସ୍ ଲିବରେସନ୍ ଆର୍ମି ଭାରତୀୟ ସେନାବାହିନୀ ଏବଂ ଇଣ୍ଡୋ-ତିବ୍ବେତାନ୍ ବର୍ଡର୍ ପୁଲିସ୍ କର୍ମଚାରୀଙ୍କ ଏକ ପାଟ୍ରୋଲିଙ୍ଗ୍ ପାର୍ଟିକୁ ଅଟକ ରଖିଛି ବୋଲି ଖବର ପ୍ରସାରଣ ହୋଇଥିଲା। ଅଳ୍ପ ସମୟ ପାଇଁ ଅଟକ ରହିଥିବା ପାଟ୍ରୋଲିଙ୍ଗ୍

ଭାରତରେ ୧,୩୧,୮୬୮ ଆକ୍ରାନ୍ତ, ୩୮୬୭ ମୃତ

ନୂଆଦିଲ୍ଲୀ : ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇ  ୧,୩୧,୮୬୮ରେ ପହଞ୍ଚିଛି । ୫୪,୪୪୧ ଜଣ ସୁସ୍ଥ ହୋଇଥିବା ବେଳେ ମୃତ୍ୟୁ ସଂଖ୍ୟା ୩୮୬୭କୁ ବୃଦ୍ଧି ପାଇଛି । ବର୍ତ୍ତମାନ ୭୩,୫୬୦ ଜଣ ବିଭିନ୍ନ କୋଭିଡ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି । ମହାରାଷ୍ଟ୍ରରେ ସର୍ବାଧିକ  ୧୫୭୭

ଖୋଲିଲା ପାର୍କ

ଭୁବନେଶ୍ଵର : ରାଜଧାନୀର କିଛି ପାର୍କ ପରୀକ୍ଷାମୂଳକ ଭାବେ ଆଜି ବିଏମସି ପକ୍ଷରୁ ଫରେଷ୍ଟ ପାର୍କ,ଆଇଜି ପାର୍କ ଏବଂ ବୁଦ୍ଧ ପାର୍କ ସର୍ବସାଧାରଣଙ୍କ ଉଦେଶ୍ୟରେ ଖୋଲା ଯାଇଛି । ପାର୍କ ଖୋଲିବା ନେଇ ଗାଇଡଲାଇନ ଜାରି କରାଯାଇଛି। ପାର୍କ ଖୋଲିବା ସମୟ ପରିବର୍ତ୍ତନ ହୋଇଛି। ସକାଳ ୭ରୁ ଦିନ ୧୦

ଆସନ୍ତା କାଲିଠାରୁ ଘରୋଇ ବିମାନ ଚଳାଚଳ

ନୂଆଦିଲ୍ଲୀ :  ଆସନ୍ତାକାଲିଠାରୁ ଦେଶବ୍ୟାପୀ  ଆରମ୍ଭ ହେବ  ଘରୋଇ ବିମାନ ଚଳାଚଳ ।  ଭାରତୀୟ ବିମାନ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ଅରବିନ୍ଦ ସିଂହ କହିଛନ୍ତି ବିମାନ ଚଳାଚଳ ପାଇଁ ଦେଶବ୍ୟାପି ବିମାନ ବନ୍ଦର ସଂପୂର୍ଣ୍ଣ ପ୍ରସ୍ତୁତ । ଯାତ୍ରୀମାନେ ଯେପରି ସାମାଜିକ ଦୂରତ୍ୱ ବଜାୟ

ଜୁମ୍ ଆପ୍ ଉପରେ ପ୍ରତିବନ୍ଧକ: ଜବାବ ତଲବ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ :  ସରକାରୀ ତଥା ବ୍ୟକ୍ତିଗତ ଉଦ୍ଦେଶ୍ୟରେ ଭିଡିଓ ଯୋଗାଯୋଗ ଆପ୍ ଜୁମ୍ ବ୍ୟବହାର ଉପରେ ପ୍ରତିବନ୍ଧକ ଲଗାଇବାକୁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ କେନ୍ଦ୍ରରୁ ପ୍ରତିକ୍ରିୟା ଲୋଡିଛନ୍ତି। ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଏସ୍‌.ଏ ବୋବଡେଙ୍କ ନେତୃତ୍ଵରେ ଏକ ବେଞ୍ଚ ଜୁମ ଆପକୁ ନେଇ

ଅନ୍‌ଲାଇନ୍‌ରେ ମଦ

ଭୁବନେଶ୍ବର: ରବିବାର ଠାରୁ ଅନ୍‌ଲାଇନ୍‌ରେ ମିଳିବ ମଦ। ଦୋକାନରେ ମଦ ବିକ୍ରି ପାଇଁ ଅନୁମତି ମିଳିବ ନାହିଁ । ତେବେ ଅନ୍‌ଲାଇନ୍‌ରେ ଗ୍ରାହକଙ୍କୁ ପୂର୍ବାପେକ୍ଷା ଦେଢ଼ ଗୁଣାରୁ ଅଧିକ ମୂଲ୍ୟ ଦେବାକୁ ହେବ। ସବୁ ପ୍ରକାର ବିଦେଶୀ ମଦ ଓ ବିୟର୍ ଉପରେ ଓଡ଼ିଶା ସରକାର ’ସ୍ପେଶାଲ କୋଭିଡ୍ ଫି’